Latest Odisha News

BREAKING NEWS

Browsing Category

ଓଡିଶା

Odisha

କପିଳାସରେ ଜାଗର ଯାତ୍ରା, ରାତି ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ: ଚଳଚଞ୍ଚଳ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ । ଶିବରାତ୍ରି ପାଇଁ କପିଳାସଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଛି । ମହା ଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କପିଳାସ ପୀଠର ମହାପ୍ରଭୁ ଶ୍ରୀଶ୍ରୀ…

ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ

ଭୁବନେଶ୍ବର: ଆଜି ଜାଗର,ଚଳଚଞ୍ଚଳ ପ୍ରମୁଖ ଶୈବପୀଠ । ରାଜ୍ୟର ତିନି ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଧାଡିରେ ଛିଡ଼ା ହୋଇ ଓମ୍ ନମଃ ଶିବାୟ କହୁଛନ୍ତି ଭକ୍ତ । ଓଁ ନମଃ ଶିବାୟ ଧ୍ୱନିରେ…

ଆଜି ମହାଶିବରାତ୍ରୀ: ବାଲୁକା କଳାରେ ୫୦୦ ଶିବଲିଙ୍ଗ ତିଆରି କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ମହାଶିବରାତ୍ରୀ । ଏହି ଅବସରରେ ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ବାଲିରେ ତିଆରି କରିଛନ୍ତି ଦେବ ଦେବ ମହାଦେବଙ୍କ ଏକ ବିରାଟ ପ୍ରତିମା । ଏହାସହ ୫୦୦ ଶିବଲିଙ୍ଗ ମଧ୍ୟ ତିଆରି କରିଛନ୍ତି । ଏହି…

‘ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା’

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପବ୍ଲିକ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ଥିମ୍ ସହିତ ସମତାଳରେ ଏହା ଆୟୋଜିତ…

ଆଜି ଘୋଷଣା ହୋଇପାରେ ବିଜେଡି-ବିଜେପି ମେଂଟ, କାହାକୁ କେତେ ସିଟ୍ ମିଳିବା ସମ୍ଭାବନା?

ଭୁବନେଶ୍ୱର: ଚବିଶ ଗ୍ରାଉଣ୍ଡରେ ଗୋଟିଏ ଟିମରୁ ଖେଳିବେ ବିଜେଡି-ବିଜେପି । ଯେକୌଣସି ମୁହୁର୍ତରେ ହୋଇପାରେ ମେଂଟ ଘୋଷଣା । ହେଲେ ବଡ ପ୍ରଶ୍ନ, ପ୍ଲେଇଂ ଇଲେଭେନରେ କିଏ ? କାହାକୁ ମିଳିବ କେତେ ଟିକେଟ୍ ? ସିଟ୍ ସମୀକରଣକୁ ନେଇ ଟପରୁ ବଟମ୍ ବଢିଲାଣି ଟେନସନ୍ । ୧୪୭ ବିଧାନସଭା ୨୧ ଲୋକସଭାରୁ…

ବିଜେଡି-ବିଜେପି ମେଂଟ ପଛରେ କିଏ ?

ଭୁବନେଶ୍ୱର: ୧୫ବର୍ଷ ଧରି ଭିନ୍ନ ଭିନ୍ନ ଟ୍ରାକରେ ଥିବା ବିଜେଡି- ବିଜେପି ପାଇଁ କିଏ ହେଲେ ସମଝୌତା ଏକ୍ସପ୍ରେସ୍ ? ଓଡିଶା ଓ ନୂଆଦିଲ୍ଲୀ ମଧ୍ୟରେ କିଏ ସାଜିଲେ ମଧ୍ୟସ୍ଥି ? ବିଜେଡି-ବିଜେପି ମେଂଟ ପଛର ଚେହେରା କିଏ ? କୁହାଯାଉଛି, ବିଜେପି-ବିଜେଡି ମେଂଟ ପଛରେ ରହିଛନ୍ତି ୫ପ୍ରମୁଖ ଚେହେରା ।…

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭୁବନେଶ୍ୱରରେ ଜାତୀୟ ଧ୍ୱଜା କ୍ଷେତ୍ରର ଉନ୍ମୋଚନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଜନତା ମୈଦାନ ନିକଟ ମହାତ୍ମା ଗାନ୍ଧୀ ପାର୍କରେ ଜାତୀୟ ଧ୍ୱଜା କ୍ଷେତ୍ର (National Flag Plaza) ଉନ୍ମୋଚନ କରିଛନ୍ତି। ୫୬୦୦ ବର୍ଗ ମିଟର ପରିସୀମା ବ୍ୟାପି ଏହି ପ୍ଲାଜାକୁ, ଭାରତର ଜାତୀୟ ପତାକା ପ୍ରତି ଥିବା ସମ୍ମାନ ଉଦ୍ଦେଶ୍ୟରେ…

ମେଣ୍ଟ ଚର୍ଚ୍ଚା ନେଇ ଦିଲ୍ଲୀ ଗଲେ ପାଣ୍ଡିଆନ ଓ ବବି ଦାସ

ଭୁବନେଶ୍ୱର: ବିଜେଡି ଓ ବିଜେପି ମେଣ୍ଟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି । ଓଡ଼ିଶାରେ ବିଜେପି ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ବାସ୍ତବତା ଆଡକୁ ଗତି କରୁଛି। ଏହାରି ଭିତରେ ଦିଲ୍ଲୀ ଗଲେ ପାଣ୍ଡିଆନ ଆଉ ବବି। ମେଣ୍ଟ ଆଲୋଚନା ଆଗେଇ ନେବାକୁ ଦିଲ୍ଲୀ ଗଲେ ୨…

ସାଧାରଣ ନିର୍ବାଚନ-୨୦୨୪ରେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଦେଶରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାରେ ଭିନ୍ନକ୍ଷମ ଓ ବରିଷ୍ଠ (୮୫ ବର୍ଷରୁ ଊଦ୍ଧ୍ୱର୍)ଭୋଟରଙ୍କ ମତଦାନ ବଢାଇବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହି ସଂକ୍ରାନ୍ତରେ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ…

ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟ ସରକାର ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପୋଲିସର ମହାନିର୍ଦ୍ଦେଶକ (ଡିଜି) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ୧୯୯୨ ବ୍ୟାଚ୍‌ର ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ…