Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ପଞ୍ଚାୟତ ଓ ବ୍ଲକ ଗଠନକୁ ନେଇ ଏହି ତଥ୍ୟ ରଖିଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗଠନ ହେବନି କୌଣସି ପଞ୍ଚାୟତ କି ବ୍ଲକ୍ । ୨୫୦୧ ଗାଁର ପଡା ଗାଁ ମାନ୍ୟତା ଆବେଦନ ଖାରଜ କରିଛି ରାଜସ୍ୱ ବିଭାଗ । ୫ ହଜାର ୫୬୬ ଗାଁକୁ ପଡା ଗାଁ ମାନ୍ୟତା ଦେବାକୁ ରାଜସ୍ୱ ବିଭାଗ ପାଖରେ ଆବେଦନ ହୋଇଥିଲା । ଅବଶିଷ୍ଟ ୧୧୭୭ ଗାଁର ପ୍ରସ୍ତାବ ବିଚାରାଧୀନ ଅଛି…

କେନ୍ଦୁଝରରେ ଅଜବ ଘଟଣା; ପ୍ରେମ ପାଇଁ ଟାୱାରରେ ଚଢ଼ିଲା ପ୍ରେମିକ

କେନ୍ଦୁଝର: ବଲିଉଡ କ୍ଲାସିକ୍ ଫିଲ୍ମ ଶୋଲେର ଏକ ପ୍ରସିଦ୍ଧ ଦୃଶ୍ୟକୁ ମନେ ପକାଇ ଦେଇଛନ୍ତି କେନ୍ଦୁଝରର ଜଣେ ଯୁବକ। ଗୁରୁବାର ସକାଳେ କେନ୍ଦୁଝରର ସହରପଡ଼ା ଅଞ୍ଚଳର ଜଣେ ଯୁବକ ଜୁଡିଆ ଘାଟି ନିକଟରେ ଏକ ନବନିର୍ମିତ ହାଇ-ଭୋଲଟେଜ୍ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ଯାଇଥିଲେ। ଏପରିକି ଯଦି ତାଙ୍କ…

ବାଲୁକା କଳାରେ ପୁଟିନଙ୍କୁ ସ୍ବାଗତ ଜଣାଇଲେ ମାନସ ସାହୁ

ପୁରୀ: ଦୁଇ ଦିନିଆ ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହି ଅବସରରେ ଓଡିଶା କଳାକାର ମାନସ କୁମାର ସାହୁ ଏକ ସୁନ୍ଦର ବାଲୁକା କଳା ସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରିଛନ୍ତି । ମାନସ କୁମାର ସାହୁ ବିଶେଷ ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି ।…

ଛାତ୍ରଙ୍କୁ କିଏ ବାନ୍ଧିଲା ଶିକୁଳିରେ; ଜାଣନ୍ତୁ କଣ କହୁଛନ୍ତି ପରିବାର…

ବାଲେଶ୍ୱର: ନୀଳଗିରି ବ୍ଲକର ବେଗୁନିଆ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ପ୍ରାୟ ୧୦ ଦିନ ଧରି ଶିକୁଳିରେ ବନ୍ଧା ହୋଇ ରହିଥିଲେ ଜଣେ ଆଠ ବର୍ଷର ବାଳକ। ଯାହାଙ୍କୁ ବୁଧବାର ଦିନ ଉଦ୍ଧାର କରାଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଉକ୍ତ ଭିଡିଓ ଜଣେ ପିଲାର ଗୋଡ଼ରେ ଲୁହା ଶିକୁଳି ବନ୍ଧା…

ଆଜିଠୁ ପୁଣି ବଢ଼ିବ ଶୀତ ପ୍ରକୋପ, ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ରାତି ତାପମାତ୍ରା

ଭୁବନେଶ୍ୱର: ଆଜିଠୁ ପୁଣି ବଢ଼ିବ ଶୀତ ପ୍ରକୋପ। ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ। ଶନିବାର ଯାଏ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କିଛି ଦିନ ପରେ ଶୀତ ପୁଣି ବଢ଼ିଛି। ମଙ୍ଗଳବାର ରାତିରେ ଜି. ଉଦୟଗିରି,…

ବରଗଡ଼ ଧନୁଯାତ୍ରା ନିମନ୍ତେ କୋଟିଏ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି

ଭୁବନେଶ୍ୱର: ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ…

ଉନ୍ମତ୍ତ କାଣ୍ଡ: ନିଶା ଖାଇ ମାଆକୁ ପେଟ୍ରେଲ ଢ଼ାଳି ଜାଳିଦେଲା ପୁଅ

ଭଦ୍ରକ: ନିଶା ସେବନ କରି ପୁଅର ଉନ୍ମତ୍ତ କାଣ୍ଡ। ନିଶା ଖାଇବାକୁ ଟଙ୍କା ନଦେବାରୁ ଜନ୍ମ କଲା ମାଆକୁ ପେଟ୍ରୋଲ ଢ଼ାଳି ଜାଳିଦେଲା ପୁଅ। ନିଶା ଉଜାଡି ଦେଲା ପରିବାର। ନିଶା ଖାଇବା ପାଇଁ ପାଗଳ ହୋଇ ଜନ୍ମ କଲା ମାଆକୁ ଜାଳିଦେଲା ପୁଅ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି…

Kantabanjhi Mla Laxman Bag: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ; ଥାନାରେ ଏତଲା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ କଣ୍ଟାବାଞ୍ଜି ୧ ନମ୍ବର ୱାର୍ଡର କାଉନସିଲର ବଣ୍ଟି ଖାନ ଦେଲେ ହତ୍ୟା ଧମକ। ଦୁର୍ବ୍ୟବହାର ସହ ମାରିଦେବାକୁ ଧମକ ମିଳିଛି । ଜିଆର୍‌ପି ଥାନାରେ ଅଭିଯୋଗ କଲେ ନିଜେ ବିଧାୟକ ଲକ୍ଷ୍ମଣ ବାଗ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ଜିଆରପି…

Ekamra Project: ମହାଶିବରାତ୍ରୀ ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଭୁବନେଶ୍ବର ଏକାମ୍ର ପ୍ରକଳ୍ପ କାମ ମହାଶିବରାତ୍ରୀ ପୂର୍ବରୁ ସାରିବାକୁ ଯୋଜନା ରହିଛି। ମହାଶିବରାତ୍ରି ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ପାର୍କିଂ ଏବଂ ମନ୍ଦିରର ଚତୁଃପାର୍ଶ୍ଵର ଆଲୋକୀକରଣ କାର୍ଯ୍ୟ, ପାର୍କିଂ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବିନ୍ଦୁ ସାଗରକୁ ସଫା ସହ ଦେବୀ…

Mahanadi Water Dispute: ଆସନ୍ତାକାଲି ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରିବ୍ୟୁନାଲ ଶୁଣାଣି

ଭୁବନେଶ୍ବର: ଛତିଶଗଡ ସହ ମହାନଦୀ ଜଳ ବିବାଦ ମାମଲା । ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଉଭୟ ରାଜ୍ୟ ଜଏଣ୍ଟ ଟେକ୍ନିକାଲ ଟିମ୍ ମଧ୍ୟରେ ବୈଠକ ବସିବ । ୨୦ ତାରିଖରେ ରହିଛି ଟ୍ରିବ୍ୟୁନାଲ୍ ଶୁଣାଣି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଲେ…