Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀ ଛାତି ଉପରେ ହରିୟାଣା ବାଉନ୍ସରଙ୍କ ଦାଦାଗିରି, ନାଛିଦେଲା ସହିଦନଗର ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ବାହାର ରାଜ୍ୟର ବାହୁବଳୀଙ୍କ ରାଜୁତି। ସହରର ଛାତି ଉପରେ ଦିନଦ୍ୱିପହରରେ ଦେଖିବାକୁ ମିଳିଛି ଫିଲ୍ମ ଷ୍ଟାଇଲ୍ ଆତଙ୍କରାଜ। ସହିଦନଗର ଥାନା ଅନ୍ତର୍ଗତ ରୂପାଲି ଛକ ନିକଟରେ ଥିବା ଅଲ୍ ଟାଇମ୍ ଫିଟନେସ୍ ଜିମ୍ ଭିତରେ ପଶି କିଛି ହରିୟାଣା ବାଉନ୍ସର ଯେଭଳି…

ମହାପ୍ରଭୁଙ୍କୁ ମହା ଅପମାନ, ଜଗନ୍ନାଥଙ୍କୁ ଖୋଲା ଡାଲାରେ ନେଲା ଇସ୍କନ

ଭୁବନେଶ୍ୱର: ପୁଣି ଅମାନିଆ ଇସ୍କନ। ମହାପ୍ରଭୁଙ୍କ ପ୍ରତି ମହା ଅପମାନ। ଜଗନ୍ନାଥଙ୍କୁ ଖୋଲା ଡାଲାରେ ନେଲା ଆମେରିକା ଇସ୍କନ ହ୍ୟୁଷ୍ଟନ। କାର ଡାଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ରଖି କଲା ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ…

ବ୍ରହ୍ମପୁର ମରଣାନ୍ତକ ଆକ୍ରମଣକୁ ନେଇ ଗର୍ଜିଲେ ନବୀନ, ‘ରାଜ୍ୟରେ ଚାଲିଛି ଗୁଣ୍ଡାରାଜ୍’

ଭୁବନେଶ୍ୱର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକ ଓ ମହିଳାଙ୍କୁ ନିର୍ମମ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଘଟଣାକୁ ଅମାନୁଷିକ ବୋଲି କହିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ତାଙ୍କ କଥାରେ,…

ଓଡ଼ିଶାରେ ସାଂଘାତିକ ତାତି: ୪୩ ଡିଗ୍ରୀ ପାର୍ କଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଉପରେ ରାଜ୍ୟର ଅନେକ ସହର

ଭୁବନେଶ୍ୱର: ଓଡ଼ିଶାରେ ତାତି ଏବେ ଅସହ୍ୟ ହେବାରେ ଲାଗିଛି। ଦିନକୁ ଦିନ ପାରଦ ଉପରକୁ ଚଢ଼ୁଥିବା ବେଳେ ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଏବେ ଗ୍ରୀଷ୍ମ ପ୍ରବାହରେ ସିଝୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

କଳାହାଣ୍ଡି: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ କାର୍ଯ୍ୟାଳୟ, ଧର୍ମଗଡ଼ ଓ ଭବନୀପାଟଣାସ୍ଥିତ ବାସଭବନ, କାର୍ଯ୍ୟାଳୟ ଓ ଫାର୍ମ ହାଉସରେ ଭିଜିଲାନ୍ସ ବିଭାଗର ଚଢ଼ାଉ। କୋଟି କୋଟି…

ବାଣୀବିହାର ହଷ୍ଟେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଠି ଓ ରଡ୍‌ମାଡ଼, ୩ ଗୁରୁତର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) କ୍ୟାମ୍ପସ ପୁଣି ଥରେ ଅଶାନ୍ତ ହୋଇଛି। ହଷ୍ଟେଲ ପରିସର ଭିତରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଥିବା ଏକ ସାଂଘାତିକ ମାରପିଟ୍‌ରେ ୩ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଶିକ୍ଷାର ମନ୍ଦିର କୁହାଯାଉଥିବା କ୍ୟାମ୍ପସ ଭିତରେ ଖୋଲାଖୋଲି…

ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା: ବାଲିଅନ୍ତା ପରେ ଏବେ ବ୍ରହ୍ମପୁର, ରାସ୍ତା ମଝିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ…

ବ୍ରହ୍ମପୁର: ଓଡ଼ିଶାରେ ଏବେ ଆଇନଶୃଙ୍ଖଳା ସ୍ଥିତି କେଉଁ ସ୍ତରକୁ ଖସି ଆସିଲାଣି, ତାହାର ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ପୋଲିସକୁ ଆଉ ଅପରାଧୀଙ୍କ ଭୟ ନାହିଁ। ଖାକି ବର୍ଦ୍ଦିର ଭୟ ଯେମିତି ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକଙ୍କୁ ପିଟିପିଟି…

ବାଲିଅନ୍ତା ସୋମ୍ୟ ହତ୍ୟାକାଣ୍ଡ: ଗିରଫଦାରୀ ଭୟରେ ଅଭିଯୁକ୍ତ ଫେରାର, ରାତି ଅଧିଆ ରେଡ୍‌ କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୋମ୍ୟ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ ଆକ୍ସନ୍ ମୋଡ୍‌କୁ ଆସିଛି। ଘଟଣାରେ ଜଡିତ ସନ୍ଦେହଭାଜନ ଓ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ରାତି ଅଧିଆ ଚଢାଉ ଜାରି ରହିଛି। କିନ୍ତୁ ତଦନ୍ତ ଜୋରଦାର ହେବା ସହିତ ଅଭିଯୁକ୍ତମାନଙ୍କ ମଧ୍ୟରେ ଆତଙ୍କ ବଢିଛି।…

BJP core committee meeting: ନିତିନ ଦେଲେ ୩ ମାସିଆ ଟାସ୍କ…ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ…

ଭୁବନେଶ୍ବର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଜୁଲାଇରେ ଆସି ଟାସ୍କର ସମୀକ୍ଷା କରିବେ। ନିତିନ ଦଳୀୟ ବିଧାୟକ, ସାଂସଦଙ୍କୁ ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଢ ଘଣ୍ଟା ଧରି କୋର…

ବିଶିଷ୍ଟ ସାହିତ୍ୟ-ଗବେଷକ କୁମୁଦ ଚନ୍ଦ୍ର ଦାଶଙ୍କ ପରଲୋକ

ଭୁବନେଶ୍ୱର: ପ୍ରଖ୍ୟାତ କବି ଓ ସାହିତ୍ୟ-ସମାଲୋଚକ କୁମୁଦ ଚନ୍ଦ୍ର ଦାଶଙ୍କର ଦେହାନ୍ତ। ମଇ ୧୭ ତାରିଖ ରାତିରେ ଅନୁଗୁଳଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତା’ଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମସ୍ତିଷ୍କର ଟ୍ୟୁମର୍ ଜନିତ ବ୍ୟାଧିରେ ପୀଡ଼ିତ ଥାଇ ସେ ଗତ କିଛି ମାସ ଧରି…