Latest Odisha News

BREAKING NEWS

Browsing Category

ଓଡିଶା

Odisha

ପରକିୟା ପ୍ରୀତିରୁ ଉଜୁଡି ଗଲା ସଂସାର; ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

ଝାରସୁଗୁଡ଼ା: ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଏଚ୍‌. କଣ୍ଟାପାଳି (ଗଣ୍ଠିଆବୁଡ଼) ଗାଁରେ । ମୃତକ ହେଲେ ୨୮ ବର୍ଷୀୟା ସୌଦାମିନୀ କିଷାନ । ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀ ରାହୁଲ…

ସ୍କୁଲ ବହି ଛପା ପଛରେ ଦୁର୍ନୀତି: ବିଭାଗୀୟ ମନ୍ତ୍ରୀଙ୍କୁ ଟାର୍ଗେଟ୍, ସିବିଆଇ ତଦନ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବ…

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ। ହେଲେ ଯଦି ସେହି କୋମଳମତି ପିଲାମାନଙ୍କ ପାଠପଢ଼ା ବହିକୁ ନେଇ କୋଟି କୋଟି ଟଙ୍କାର ଖେଳ ଚାଲେ, ତେବେ ତାହା କେତେ ସାଂଘାତିକ ହୋଇପାରେ? ରାଜ୍ୟରେ ଏବେ ଏଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି ବିଜୁ ଯୁବ ଜନତା ଦଳ (ବିୱାଇଜେଡି)।…

ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ

ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ଆସନ୍ତାକାଲି ଅର୍ଥାତ୍ ସୋମବାର ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ । ଏହି ସମୟରେ ଭିଡ଼କୁ ନଜରକୁ ରଖି ବନ୍ଦ ରହିବ ସମସ୍ତ ସ୍କୁଲ୍ । ଏନେଇ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି…

ମହାନଦୀରେ ଭାସିଗଲେ ୩ଛାତ୍ର;ଜଣେ ମୃତ, ୨ ନିଖୋଜ

କଟକ: ମହାନଦୀରେ ଗାଧୋଉଥିବା ବେଳେ ଅଘଟଣ ।  ଗୁଳୁଗୁଳିରୁ ଆଶ୍ବସ୍ତି ପାଇବା ପାଇଁ ମହାନଦୀରେ ଗାଧୋଉଥିବା ବେଳେ ରବିବାର ସନ୍ଧ୍ୟାରେ ଭାସିଗଲେ ୩ଜଣ ଛାତ୍ର  । ଏହି ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ନିଖୋଜ ଅଛନ୍ତି। ମୃତ ଛାତ୍ର ‌ହେଲେ ମୁକ୍ତି ପ୍ରସାଦ ଦାସ (୨୦)।…

ବିଜେପିର ବଡ଼ ଗୁଗ୍‌ଲି: ୟୁସିସି ଏବଂ ଓବିସି ବିଲ୍ ଆଣି ପଶ୍ଚିମବଙ୍ଗ ରାଜନୀତିରେ ନିଆଁ ଲଗାଇଲେ ଶୁଭେନ୍ଦୁ!

କୋଲକାତା: ପଶ୍ଚିମବଙ୍ଗର ରାଜନୈତିକ ମଇଦାନରେ ସବୁବେଳେ କିଛି ନା କିଛି ହଲଚଲ ଲାଗିରହିଥାଏ। ହେଲେ ଏଥର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳର ତୃଣମୂଳ କଂଗ୍ରେସ (TMC)କୁ ଏମିତି ଏକ ବାଉନ୍ସର ମାରିଛନ୍ତି, ଯାହାର ଜବାବ ଖୋଜିବା ବିରୋଧୀ ଦଳରେ ଥିବା ଟିଏମସିକୁ ସହଜ ହେବନାହିଁ।…

ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଜିଲ୍ଲା କମିଟି ଘୋଷଣା, ୯ ଜଣ ଦକ୍ଷ ସଂଗଠକଙ୍କୁ ସଭାପତି ଭାବେ ନିଯୁକ୍ତ

ଭୁବନେଶ୍ବର: ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିଭିନ୍ନ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ, ୯ ଜଣ ଦକ୍ଷ ଓ ଦୃଢ ସଂଗଠକଙ୍କୁ ୯ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି ।…

Lightning strike:କୁସୁମ କୋଳି ତୋଳିବାକୁ ଯାଇ ଆଉ ଫେରିଲେନି ମା’-ଝିଅ;ବଜ୍ରପାତ ନେଲା ଜୀବନ

ନବରଙ୍ଗପୁର: କୁସୁମ କୋଳି ତୋଳିବା ସମୟରେ ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ। ଏହି ଅଭାବନୀୟ ଘଟଣା ଘଟିଛି ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ଗ୍ରାମପଞ୍ଚାୟତର ନିନାଶପାଣି ଗ୍ରାମରେ ।ମୃତକ ହେଲେ ଦମୟନ୍ତୀ ମୁଦୁଲି (୫୦) ଓ ଚମ୍ପା ମୁଦୁଲି (୨୦)। ସୂଚନାମୁତାବକ, ମା’-ଝିଅ ଆଜି…

ଏଲ୍‌ଇଡି ଲାଇଟ୍ ଖାଇଗଲେ କିଏ? ବିଜେଡି ସରକାର ସମୟର ସାଙ୍ଘାତିକ ଦୁର୍ନୀତିର ଖୋଳତାଡ଼ ପାଇଁ ଦାବି ଜୋର

ଭୁବନେଶ୍ୱର: ରାସ୍ତାଘାଟ ଆଲୋକିତ ହେବ, ଅନ୍ଧାର ଦୂରେଇବ ବୋଲି ସରକାରୀ ରାଜକୋଷରୁ ପାଣି ଭଳି ବୁହିଗଲା କୋଟି କୋଟି ଟଙ୍କା। କିନ୍ତୁ ବାସ୍ତବ ଚିତ୍ର ଦେଖିଲେ ଆଖି କପାଳକୁ ଉଠିଯିବ। ଆଲୁଅ ତ ଜଳିଲାନି, ହେଲେ ସେହି ଅନ୍ଧାରର ସୁଯୋଗ ନେଇ କିଛି ପ୍ରଭାବଶାଳୀ ନେତା ଓ ଅଫିସର ମିଶି ପୂରା ୮ କୋଟି…

ଭୁବନେଶ୍ୱରରେ ନାବାଳିକାଙ୍କୁ ଜାଲରେ ଫସାଇଲା ସୋସିଆଲ ମିଡିଆର ‘ରାକ୍ଷସ’!

ଭୁବନେଶ୍ୱର: ମୋବାଇଲ୍ ସ୍କ୍ରିନ୍‌ରେ ଆସିଥିବା ସେହି ଗୋଟିଏ ‘ଫ୍ରେଣ୍ଡ ରିକୁଏଷ୍ଟ’ ଏବଂ କିଛି ମିଠା ମିଠା ଚାଟିଂ ଭିତରେ ଯେ ଏଭଳି ଏକ କଳା ସତ୍ୟ ଲୁଚି ରହିଥିଲା, ତାହା ବୋଧହୁଏ କେହି ହଠାତ ବୁଝିପାରିନଥିବ। ଆଉ ଏହି ଜାଲରେ ଫସିଯାଇଛନ୍ତି ଜଣେ ନାବାଳିକା | ସ୍ମାର୍ଟଫୋନର ଭର୍ଚୁଆଲ ଦୁନିଆରେ…