Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାହାନଗା ଟ୍ରେନ ଦୁର୍ଘଟଣା: ଆଉ ଦୁଇ ଅଧିକାରୀଙ୍କୁ ଚନ୍ଦକା ଥାନାରେ ସିବିଆଇର ଜେରା

ବାଲେଶ୍ୱର: ବାହାନଗା ଷ୍ଟେସନରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ମାମଲାରେ ସୋମବାର ସିବିଆଇ ଭାରତୀୟ ରେଳବାଇର ଆଉ ଦୁଇ ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି। ନାମ ଉଲ୍ଲେଖ ନଥିବା ଏହି ଦୁଇ କର୍ମଚାରୀଙ୍କୁ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନାରେ ଡକାଇ ସିବିଆଇ ଅଧିକାରୀଙ୍କ ଏକ ଟିମ୍…

ଜମି ବିବାଦରୁ ତୁମୁଳକାଣ୍ଡ, ସାନ ଭାଇ ଓ ପୁତୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ସାନ ଭାଇ ଓ ପୁତୁରାର ମାଡ଼ରେ ବଡ଼ ଭାଇର ମୃତ୍ୟୁ ଅଭିଯୋଗ । ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗାଁରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ମଧୁ ବିଶ୍ୱାଳ। ହତ୍ୟାକାରୀ ସାନ ଭାଇ ନରସିଂହ ପାଇକ ଓ ପୁତୁରା ନୀଳକଣ୍ଠ ପାଇକ ବୋଲି…

‘୧୨ ବର୍ଷରେ ଓଡ଼ିଶାର ଚାଷୀଙ୍କଠୁ ଅନେକ ଜମି କିିଣି ନେଇଛନ୍ତି ଦକ୍ଷିଣ ଭାରତର କଣ୍ଟ୍ରାକ୍ଟର’

ଭଦ୍ରକ: ରାଜ୍ୟ ସରକାର ଦକ୍ଷିଣ ଭାରତର କମ୍ପାନୀକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ଆଉ ଏହି କମ୍ପାନୀମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ଜମି କିଣି ନେଇଛନ୍ତି। ଏହା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଚାନ୍ଦବାଲିରେ ଏକ ଦଳୀୟ କାର୍ଯ୍ୟକ୍ରମକୁ ଉଦବୋଧନ ଦେବା ବେଳେ ସେ…

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ

ମାଲକାନଗିରି : ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ। ମାଲକାନଗିରି ବିଏସ୍ଏଫ୍ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ବିଏସ୍ଏଫ୍ ଯବାନମାନେ ଗୋମଫାକୋଣ୍ଡା ସଂରକ୍ଷିତ ଜଙ୍ଗଲର ସାଧାରଣ ଅଞ୍ଚଳରେ…

ପିଜିଆଇ ରିପୋର୍ଟ: ଫାଇଭ-ଟି ପଦକ୍ଷେପ ପାଇଁ ଓଡ଼ିଶାର ଶିକ୍ଷା ବ୍ଯବସ୍ଥା ତଳକୁ ଖସିଛି କହିଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପିଜିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ସର୍ବଭାରତୀୟ ସ୍ତରରେ ରାଜ୍ୟ ତାଲିକାରେ ଓଡିଶାର ମାନ ୧୦ରୁ ୨୪ କୁ ପହଂଚିଛି। ଶିକ୍ଷା ବ୍ୟବସ୍ଥା ପ୍ରତି ୨୩ ବର୍ଷର ବିଜେଡି ସରକାର ଆଦୈା ଗୁରୁତ୍ୱ ଦେଉନଥିବାର ଏହି…

ଓଟିପି ସେୟାରିଂ ମାମଲା, ଆର୍ଥିକ ନେଣଦେଣକୁ ସ୍ବୀକାର କଲା ଅଭିଯୁକ୍ତ; ଭୁବନେଶ୍ବରରେ ଏନଆଇଏ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଓଟିପି ସେୟାରିଂ ସ୍କାମର ତଦନ୍ତ ଓ ପଚରାଉଚରା ଚାଲିଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଟିମ୍ ସୋମବାର ଭୁବନେଶ୍ୱରରେ ପହଞ୍ଚିଛି। ଏହି ମାମଲାରେ ଏଯାବତ୍ ଛଅ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଆଣ୍ଟି ଟେରରିଜମ ସ୍କ୍ୱାର୍ଡ (ଏଟିଏସ୍) ପକ୍ଷରୁ ସୂଚନା…

‘ବିଜେଡିର ଅନେକ ନେତା ଅସନ୍ତୁଷ୍ଟ, ପାଣ୍ଡିଆନ ବାଣ୍ଟିବେ ଦଳୀୟ ଟିକେଟ’

ଭୁବନେଶ୍ୱର: 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଶାସକ ବିଜୁ ଜନତା ଦଳରେ ବଢୁଥିବା ଭୂମିକାକୁ ଓଡିଶାର ବିରୋଧୀ ବିଜେପି ସମାଲୋଚନା କରିଛି। ବରିଷ୍ଠ ବିଜେପି ନେତା ପ୍ରଦୀପ ପୂରୋହିତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକେ ବିଜେଡିକୁ ଭୋଟ୍ ଦେଇଥିଲେ, କିନ୍ତୁ ଏବେ…

ନିର୍ଯାତନା ଅଭିଯୋଗ, ବିଜେଡି ବିଧାୟକଙ୍କ ବିରୋଧରେ ଥାନାରେ ଫେରାଦ ହେଲେ ସଂଯୁକ୍ତା

ପୁଣି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଛନ୍ତି ଦଳୀୟ ନେତ୍ରୀ ସଂଯୁକ୍ତା ମହଲା। ଗତ ଏପ୍ରିଲ ମାସରେ ଏ ନେଇ ପ୍ରଥମେ ଅଭିଯୋଗ କରିଥିଲେ, ଏହାପରେ ସୋମବାର ଭୁବନେଶ୍ୱରର…

ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପର ଚାଲିଛି ମାଟି ପରୀକ୍ଷା, ମାସକ ମଧ୍ୟରେ ରିପୋର୍ଟ ଦାଖଲ କରିବ ଡିଏମଆରସି

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ଓ କଟକର ତ୍ରିଶୁଳିଆ ମଧ୍ୟରେ ପ୍ରସ୍ତାବିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (ଡିଏମ୍ଆରସି) ଜିଓ ଟେକ୍ନିକାଲ ସର୍ବେକ୍ଷଣ ଆରମ୍ଭ କରିଛି। ମେଟ୍ରୋ ରେଳର ଯେଉଁଠୁ ନିର୍ମାଣ କାମ କରାଯିବ, ସେହି ଅଞ୍ଚଳର ମାଟିର…

ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଉତ୍ତରକାଶୀ ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ହେବ-କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:ଉତ୍ତରକାଶୀରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କରିବା ନେଇ  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ଏହି ମନ୍ଦିରର ନୀତିକାନ୍ତି କିପରି ସୂଚାରୁ ରୂପେ ହେବ…