Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆୟକର ସ୍କାନରରେ ଡି୍ଏନ ଗ୍ରୁପ: ଆଜି ଦ୍ୱିତୀୟ ଦିନରେ ଚାଲିଛି ଚଢାଉ

ଭୁବନେଶ୍ୱର:ଡିଏନଗ୍ରୁପରେ କାଲିଠୁ ଚାଲିଥିବା ଆୟକର ବିଭାଗର ଚଢାଉ ଆଜି ବି ଜାରି ରହିଛି । ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢଉ କରାଯାଇଛି । ଗତକାଲି ଚଢଉ ବେଳେ ଆୟକର ବିଭାଗ ୩୦ କୋଟି ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଗତକାଲି ଆୟକର…

ବାପା,ମା’ଙ୍କ ଠାରୁ ଅଲଗା କରି ଅନାଥ କରିଦେଲେ ଭଗବାନ, ଆପଣାଇନେଲେ ଫିନଲ୍ୟାଣ୍ଡ ମହିଳା

ସମ୍ବଲପୁର: ଦିନେ ଭାଗବାନ କୁନି ଶିଶୁ ଖୁସିଠୁ ତା’ ବାପାମା’ଙ୍କୁ ଛଡ଼ାଇ ନେଇଥିଲେ । ଆଜି ଆପଣାଇନେଲେ ଫିନଲ୍ୟାଣ୍ଡ ମହିଳା । ସମ୍ବଲପୁର ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନାଥ ଶିଶୁ ଖୁସିକୁ ମିଳିଛି ମା’ଙ୍କ ପରିଚୟ । ଆଜି ପାଖରେ ମା’ଙ୍କୁ ପାଇ ଖୁସିରେ ଆତ୍ମହରା ଖୁସି । ଶିଶୁ କନ୍ୟା…

ଆଜିଠୁ ଓଜେଇଇ କାଉନେସଲିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆଜିଠୁ  ଆରମ୍ଭ ହୋଇଛି ଓଜେଇଇ (OJEE) କାଉନସେଲିଂ। ଓଜେଇଇ ପକ୍ଷରୁ ବି. ଆର୍କ, ବି.ଟେକ୍‌, ବି.ପ୍ଲାନ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ସିଏ ପାଠ୍ୟକ୍ରମ ପାଇଁ  ଆଜିଠୁ ଆରମ୍ଭ ହେଉଛି କାଉନସେଲିଂ । ଛାତ୍ରଛାତ୍ରୀ  ଜୁଲାଇ ୧୨ତାରିଖ ଯାଏଁ ଚଏସ ଫିଲ କରି ପଞ୍ଜିକରଣ କରିବେ ଓ ୧୪…

ବାହୁଡା ଅଘଟଣ: ରଥ ଦଉଡ଼ି ଛିଣ୍ଡି ଆହତ ହୋଇଥିବା ଭୋଇ ସେବକଙ୍କ ମୃତ୍ୟୁ

ପୁରୀ: ମହାପ୍ରଭୁଙ୍କ ପବିତ୍ର ବାହୁଡାବେଳେ ରଥ ଦଉଡି ଛିଣ୍ଡ ଆହତ ହୋଇଥିବା ଭୋଇ ସେବକଙ୍କର ମୃତ୍ୟୁ ଘଟିଛି ।   ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି । ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକ ଗୁରୁତର ହୋଇଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ…

ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷଣ ଦାବି

ଭୁବନେଶ୍ୱର: ନାମଲେଖାରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଏନେଇ ଓଡିଶା ପଛୁଆବର୍ଗ କମିଶନଙ୍କୁ ଦାବିପତ୍ର ଦିଆଯାଇଛି। ରାଜ୍ୟ ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆବର୍ଗ ତଥା ଓବିସି ଓ ଏସଇବିସି ଲୋକ ରହିଛନ୍ତି।…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲିଜିୟମ । ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଅଛନ୍ତି ଏସ୍. ମୁରଲୀଧର । ଜଷ୍ଟିସ ଏସ୍ ମୁରଲୀଧର ଆସନ୍ତା ମାସରେ ଅବସର ନେବେ ।…

ରାଜ୍ୟରେ ଆଜିଠୁ ବଢିବ ବର୍ଷା; ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ  । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାରି ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଅତି ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ…

ଆଜି ବାହାରିବ ଯୁକ୍ତ ୨ର ପ୍ରଥମ କଟ୍‌ଅଫ୍ ତାଲିକା, ଅଗଷ୍ଟ ୧ରୁ ପାଠପଢା ଆରମ୍ଭ

ଭୁବନେଶ୍ୱର: ଆଜି ପ୍ରକାଶିତ ହେବ ଯୁକ୍ତ ୨ ନାମଲେଖାର ପ୍ରଥମ କଟ୍ଅଫ୍ ତାଲିକା। ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇବ ମେରିଟ ଲିଷ୍ଟ। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୭ ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ୮ ରୁ ୧୪ ହେବ ସ୍ଲାଇଡ୍‌ ଅପ୍‌…

୫-ଟି ସ୍କୁଲରେ ଉପକରଣ ସ୍ଥିତି ଅନୁଧ୍ୟାନ କରିବ ଓସେପା, ୧୩ ସୁଦ୍ଧା ଦାଖଲ ହେବ ରିପୋର୍ଟ

ଭୁବନେଶ୍ୱର: ୫-ଟି ସ୍କୁଲରେ ଉପକରଣ ସ୍ଥିତି ଅନୁଧ୍ୟାନ କରିବ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ। ଏନେଇ ୩୦ ଜିଲ୍ଲା ପାଇଁ ଗଠନ ହେଲା ଟିମ୍। ଗୁଣାତ୍ମକ ପାଠପଢାକୁ ଧ୍ୟାନରେ ରଖି ସରକାର ହାଇସ୍କୁଲ ରୂପାନ୍ତରଣରେ ୫-ଟି ସ୍କୁଲ କରାଯାଇଛି। ଏଥିରେ ସ୍ମାର୍ଟ କ୍ଲାସରୁମ୍,…

୫-ଟି ସ୍କୁଲର ପ୍ଲାଷ୍ଟର ଖସିପଡ଼ିଲା, ୮ ମାସ ତଳେ ହୋଇଥିଲା ନବୀକରଣ

ସୁନ୍ଦରଗଡ଼: ଜିଲ୍ଲାର ଏକ ୫-ଟି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୁଧବାର ଖେଳ ଛୁଟି ପାଇଁ ବାହାରକୁ ଯାଇଥିବା ବେଳେ ଏକ ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର କିଛି ଅଂଶ ଖସି ପଡ଼ିବାରୁ ସେମାନେ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଲହୁଣୀପଡ଼ା ବ୍ଲକ୍ ଖୁଣ୍ଟାଗାଁରେ ରହିଛି ଏହି ୫-ଟି ସରକାରୀ…