Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାହାଘର ଉତ୍ସବରୁ ଫେରୁଥିବା ବେଳେ ଗଛକୁ ଧକ୍କା ଦେଲା କାର୍, ଚାଲିଗଲା ୩ ଜୀବନ

ନବରଙ୍ଗପୁର: ରାଜ୍ୟରେ ସିରିଜ ଦୁର୍ଘଣଟଣା ଜାରି ରହିଛି। ଗଞ୍ଜାମ ଦିଗପହଣ୍ଡି ଦୁର୍ଘଟଣା ଘଟିବା ପରେ ବିଭିନ୍ନ ଅଞ୍ଚଳରୁ ସଡ଼କୁ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ପୁଣି ନବରଙ୍ଗପୁର ଜିଲ୍ଲା ଉମରକୋଟ ଝରିଗାଁ ବାସିନୀ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି ।  ଭାରସାମ୍ୟ ହରାଇ ଗଛକୁ ଏକ  କାର୍ ଧକ୍କା…

ନିୟମିତ ଟିକାକରଣ ପାଇଁ ‘ୟୁୱିନ୍’ ପୋର୍ଟାଲ ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଟିକାକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର‘ୟୁୱିନ୍’ପୋର୍ଟାଲ ଆରମ୍ଭ କରିଛନ୍ତି। ରାଜ୍ୟରେ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହା ଆରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଏହି ପ୍ଲାଟଫର୍ମରେ ପିଲାଙ୍କୁ ଦିଆଯାଉଥିବା…

ପୂର୍ବତଟ ରେଳପଥର ପଦକ୍ଷେପ, ବଢିଲା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ଅବଧି

ଭୁବନେଶ୍ୱର: ନିୟମିତ ଟ୍ରେନରେ ଯାତ୍ରୀଙ୍କ ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବଢିଲା ସ୍ୱତନ୍ତ୍ର ଟ୍ରେନ ସେବା। ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳର ଅବଧିକୁ ବୃଦ୍ଧି କରାଯାଇଛି।…

ଘାସ କାଟିବାକୁ ବିଲକୁ ଯାଇଥିବା ବେଳେ ନାଳରୁ ନବଜାତ ଶିଶୁ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଏକ ଗାଁ ନିକଟରୁ ଗୁରୁବାର ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ଆଜି ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟସ୍ଥ ଭଗବାନପୁରର ପବିତ୍ର କୁମାର ଦାସ ରଘୁନାଥପୁର ନିକଟସ୍ଥ ଏକ କ୍ଷେତକୁ ଘାସ କାଟିବାକୁ ଯାଇଥିବା ବେଳେ ନବଜାତ ଶିଶୁର କାନ୍ଦ ଶୁଣିଥିଲେ।…

ବିଆଇପିଏଫ୍ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତି ୨୦୨୨ର ବିଜେତା ସମ୍ମାନିତ

ଭୁବନେଶ୍ୱର: ବଂଶୀଧର ଓ ଇଲା ଫାଉଣ୍ଡେସନ୍ ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ପ୍ରଦାନ କରାଯାଉଥିବା ପ୍ରଫେସର ଘନଶ୍ୟାମ ଦାଶ ବୃତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଛି । ଇଞ୍ଜିନିୟରିଂ, ମେଡିସିନ୍ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ…

ରୂପାରେ ଆଚ୍ଛାଦିତ ହେଲା ସିଂହଦ୍ୱାର

ପୁରୀ: ଶ୍ରୀମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ରୂପା ଛାଉଣୀରେ ଆଚ୍ଛାଦିତ ହେବା କାମ ଶେଷ ହୋଇଛି। ଭାଇ-ଭଉଣୀ ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ଶେଷ ହୋଇଛି କାମ। ମୁମ୍ବାଇରୁ ଆସିଥିବା କାରିଗରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିଥିଲେ। ପ୍ରାଚୀନ ଉତ୍କଳୀୟ…

ଜୁଲାଇରୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ଆରମ୍ଭ ହେବ !

ପୁରୀ: ସତ୍ୟବାଦୀରେ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟରେ ଭିତ୍ତିଭୂମି କାମ ସରିନଥିଲେ ମଧ୍ୟ ଆସନ୍ତା ମାସରେ ନାମଲେଖା ଆରମ୍ଭ ହେବ ବୋଲି ସୂଚନା ରହିଛି। ଏହି ବିଶ୍ୱବିଦ୍ୟାଳୟକୁ ସାକ୍ଷୀ ଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଅସ୍ଥାୟୀ ଭାବେ ରଖାଯାଇଛି। ଉଚ୍ଚଶିକ୍ଷା ବିଭାଗର…

ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ: ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଶ୍ରୀଜୀଉମାନେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଜମି ଥିବା ବେଳେ ରଥରେ ଶ୍ରୀଜୀଉମାନଙ୍କ ବଡ଼ ତଡ଼ାଉ ବେଶ ଦେଖି କୃତ୍ୟ କୃତ୍ୟ ହେଉଛନ୍ତି ଭକ୍ତ । ଭଗବାନଙ୍କ ସହ ଭକ୍ତ ବି ଭାବରେ ବିଭୋର ହୋଇଛି ।…

କେନ୍ଦ୍ରାପଡାରେ ଆତଙ୍କ ଖେଳାଉଛି କୁମ୍ଭୀର, ତିନି ସପ୍ତାହରେ ଗଲାଣି ତିନି ଜୀବନ

କେନ୍ଦ୍ରାପଡା: ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ାରେ ମଣିଷ ଏବେ ବନ୍ୟଜନ୍ତୁ ପ୍ରାଣୀଙ୍କ ଭୟରେ ରହୁଛି। ଖାସ କରି ଯେତେବେଳେ ନଦୀ କିମ୍ବା ପୋଖରୀକୁ ଯାଉଛନ୍ତି ଦୈନନ୍ଦିନ କାମ କରିବା ପାଇଁ। ଗୁରୁବାର ଘଗରାଡିହା ଗାଁରେ କୁମ୍ଭୀର ଆକ୍ରମଣର ସଦ୍ୟ ଶିକାର ହୋଇଛନ୍ତି ଗଙ୍ଗାଧର ତରାଇ ନାମକ ଜଣେ…

କଟକରୁ ନିଖୋଜ ହୋଇଥିବା କାର ଡ୍ରାଇଭରଙ୍କ ମୃତ ଦେହ କେନ୍ଦୁଝରରୁ ଉଦ୍ଧାର

କଟକ: କଟକ ସହରରୁ ନିଖୋଜ ହୋଇଥିବା କ୍ୟାବ ଡ୍ରାଇଭରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, କଟକ ମାଲଗୋଦାମ ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ଟ୍ୟାକ୍ସି ମାଲିକ ରାଜ କିଶୋର ବିଶ୍ୱାଳ। ସେ କହିଥିଲେ ଯେ କ୍ୟାବ୍ ଚାଳକ ଭଗବାନ ବୈରୀଗଞ୍ଜନ ଗତ 23 ତାରିଖରେ ତିନି ଜଣ…