Latest Odisha News

BREAKING NEWS

Browsing Category

ଓଡିଶା

Odisha

ସପରିବାର ସହ କଂଗ୍ରେସକୁ ଫେରିଲେ ଗିରିଧର ଗମାଙ୍ଗ

ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପତ୍ନୀ ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଯୋଗ ଦେଇଛନ୍ତି । କଂଗ୍ରେସ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି ।…

ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି, ଅନ୍ତରୀଣ ସୁରକ୍ଷା ଫେବୃଆରୀ ୧ ଯାଏଁ ବଳବତ୍ତର

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି । ଫେବ୍ରୁଆରି ୧ ଯାଏଁ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି । ସାଲେପୁର ଜେଏମଏଫସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ ବିରୋଧରେ ପ୍ରଦାପ ଜେନା ଦାୟର କରିଥିବା…

ଫେକ୍‌ ଆକାଉଣ୍ଟ ମାମଲା: ର‍୍ୟାକେଟ୍‌ର ଅନ୍ୟତମ ସଦସ୍ୟ ସୌରଭ ମାଇତି ଗିରଫ

ଭୁବନେଶ୍ବର: ଫେକ୍‌ ଆକାଉଣ୍ଟ ମାମଲାରେ ଆଉ ଜଣେ ଗିରଫ । ପଶ୍ଚିମବଙ୍ଗ ମେଦିନାପୁରରୁ (୩୦) କୁ ଗିରଫ କଲା ଏସ୍‌ଟିଏଫ୍ । ଗିରଫ ପରେ ସୌରଭକୁ ୪ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଉଛି । ଗରିବ ଓ ଅପାଠୁଆ ଲୋକଙ୍କ ଠାରୁ ଡକ୍ୟୁମେଣ୍ଟ ଆଣି ତାଙ୍କ ନାଁ ରେ ଆକାଉଣ୍ଟ ଖୋଲି ବେଆଇନ…

ରାଜଧାନୀରୁ ବିପୁଳ ପରିମାଣର କଫ୍ ସିରଫ ଜବତ, ୨ ଗିରଫ

ଭୁବନେଶ୍ବର: ବିପୁଳ ପରିମାଣର କଫ ସିରପ ଜବତ କଲା ନୟାପଲ୍ଲୀ ପୋଲିସ । ୧୬୮୦ ଟି ବୋତଲ ଜବତ କରିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ମହିମା ନଗର ଗାଢକଣ ର ଜଗନ୍ନାଥ ଜେନା ଓରଫ ଜଗନ (୪୭) ଓ ସାଲିଆ ସାହି ବସ୍ତିର ଅନିଲ କୁମାର ନାୟକ ଓରଫ ଅଞ୍ଛୁ (୨୫) ।…

ପ୍ରତୀକ୍ଷାର ଅନ୍ତ ଘଟିଲା; ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ । ନିର୍ଦ୍ଧାରିତ ସମୟ ଅନୁସାରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ ସହ ଫଳକ ଉନ୍ମୋଚନ ହୋଇଛି । ତିନି ଦିନ ଧରି…

ମିଳିଲାନି ମହାପ୍ରୟାଣ ଗାଡି, ମୃତଦେହକୁ ଏକ କିଲୋମିଟର ବୋହି ନେଲେ ପରିବାର ଲୋକେ

ସୁନ୍ଦରଗଡ଼: ପୁଣି ମୃତଦେହକୁ ଅସମ୍ମାନ । ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ପୁଣି ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମୃତକ ହେଲେ ସୁନ୍ଦରଗଡ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ । ଖବର ମୁତାବକ,…

ପରିକ୍ରମା ପ୍ରକଳ୍ପ ଓ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡ଼ାରେ ଦୁଇଦିନ ମଦ ବନ୍ଦ

ଭୁବନେଶ୍ୱର: ପୁରୀର ପରିକ୍ରମା ପ୍ରକଳ୍ପ ଓ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆସନ୍ତା ୨୨ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁଇ ଦିନ ମଦ ବ୍ୟବସାୟ ବନ୍ଦ ରହିବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି,…

ଆଜି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ସାମିଲ ହେବେ ୯୦ ଦେଶର ପ୍ରତିନିଧି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଏବେ ଉତ୍ସବମୁଖର। ଏହି ପରିକ୍ରମା ପ୍ରକଳ୍ପ ଆଜି ଅର୍ଥାତ ବୁଧବାର ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ। ଜଗନ୍ନାଥ ହେରିଟେଜ୍ କରିଡର ଭାବରେ ମଧ୍ୟ ଜଣାଶୁଣା | ଓଡ଼ିଶା ବ୍ରିଜ୍ ଏବଂ ନିର୍ମାଣ ନିଗମ (ଓବିସିସି) ଦ୍ୱାରା ଏହି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସ୍ୟାଣ୍ଡ ଆନିମେସନ କଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ଆସନ୍ତା କାଲି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହା ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି। ଏହାରି ଭିତରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ଜରିଆରେ ଏହାକୁ ଚିତ୍ରଣ କରିଛନ୍ତି। ଆନିମେସନ ଭିଡିଓଟି ୩ମିନିଟି ୩୯ସେକେଣ୍ଡର ହୋଇଥିବା…

ଫେବୃଆରୀ ୩ରୁ ଭୁବନେଶ୍ୱରରେ ଏକାମ୍ର ଉତ୍ସବ ଆୟୋଜନ କରିବ ବିଡିଏ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୩ରୁ ଏକାମ୍ର ଉତ୍ସବ ଆୟୋଜନ କରିବ ବିଡିଏ। IDCO ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ କାର୍ଯ୍ଯକ୍ରମ। ଏକାମ୍ର ଉତ୍ସବ ତିନୋଟି ଉପାଦାନ ଅର୍ଥାତ୍- ଭୁବନ୍-ଇ-ସ୍ୱର୍ ବା ମୁଖ୍ୟ ଇଭେଣ୍ଟ , ସିଟି କାର୍ନିଭାଲ୍- ଲୋକ ଉତ୍ସବ ଏବଂ ଖାଦ୍ୟ ମହୋତ୍ସବ - ଆମ ବ୍ୟଞ୍ଜନରେ…