Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୧ ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: ଆଉ ବଢିବନି ଗ୍ରୀଷ୍ମଛୁଟି। ଚଳିତମାସ ୨୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବ। କିଛି ଜିଲ୍ଲାରେ ଏବେବି ତାପମାତ୍ରା ଜାରି ରହିଥିବାରୁ ସେଠାକାର ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲପାଳମାନେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି ବିଦ୍ୟାଳୟ…

ଭକ୍ତମୟ ବଡ଼ଦାଣ୍ଡ, ଭାବର ଠାକୁରଙ୍କୁ ରଥରେ ଦେଖିବାକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ

ପୁରୀ: ରଥ, ପଥ ସବୁକିଛି ପ୍ରସ୍ତୁତ ହୋଇ ରହିଛି । ହଟିଆ ଠାକୁର କାଳିଆ କେତେବେଳେ ବଡ଼ଦାଣ୍ଡକୁ ଆସିବେ ଚାହିଁ ରହିଛନ୍ତି ଭକ୍ତ । ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ସମୟ ଗଡ଼ିବା ସହ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଦିନ ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ଦିନ ସାଢ଼େ…

ରଥଯାତ୍ରା ପାଇଁ ଗଡ଼ିବ ୨୦୮ଟି ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ରଥଯାତ୍ରା ପାଇଁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ୪ଟି ରାଜ୍ୟରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତାୟତରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ପୂର୍ବତଟ…

କ୍ରୁ୍ଟ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ମୋ ବସ୍ ସେବା

ଭୁବନେଶ୍ୱର: ରଥଯାତ୍ରା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁ୍ଟ୍) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯାଇଛି। ଏହି ବସ୍ ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା କରିବ। ଜନସାଧାରଣଙ୍କୁ ପ୍ରଭାବୀ, ସୁଲଭ ଓ ଦୀର୍ଘସ୍ଥାୟୀ ସହରାଞ୍ଚଳ…

ଦିଲ୍ଲୀରେ ତାରା ବାହିନୀପତି, ଜୟପୁରରେ ଦମ୍ ଦେଖାଇଲେ ସାଂସଦ ଉଲାକା

ଜୟପୁର: ରାଜନୈତିକ ଶକ୍ତି ପ୍ରଦର୍ଶନ କରି ଜୟପୁର ବିଧାୟକ ତଥା ବରିଷ୍ଠ କଙ୍ଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବା ପରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଜୟପୁରରେ ଏକ ବାଇକ ରାଲି ଆୟୋଜନ କରିଥିଲେ। ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବନିଯୁକ୍ତ ଜିଲ୍ଲା…

ବିଜେଡି ବିଧାୟିକାଙ୍କ ଉଦଘାଟନ କାର୍ଯ୍ୟକ୍ରମ ବେଳେ ପାଓ୍ୱାର କଟ୍

ବ୍ରଜରାଜନଗର: ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଓଡ଼ିଶାବାସୀ ବାରମ୍ବାର ବିଜୁଳି କାଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜୁନ ୧୯ ତାରିଖ ରବିବାର, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଠାରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଶାସକ ଦଳର ବିଧାୟକ ଅଳକା ମହାନ୍ତି…

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଜେରା ପାଇଁ କୋଲକାତା ଯିବ କମିସନରେଟ ପୋଲିସ

କଟକ: କୋଲକାତାର ଲୋକପ୍ରିୟ କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ବିରୋଧରେ ଜଣେ ମହିଳା କରିଥିବା ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ପୁଲିସର ଏକ ଟିମ୍ କୋଲକାତା ଯିବ। ମହିଳା ଜଣକ ତାଙ୍କ ଉପରେ ଶାରୀରିକ ଓ ମାନସିକ ଶୋଷଣର ଅଭିଯୋଗ ଆଣିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି…

ପ୍ରଫୁଲ ସାମଲଙ୍କୁ ପରୋକ୍ଷରେ ଛିଗୁଲେଇଲେ ସୁଧୀର ସାମଲ

ଭୁବନେଶ୍ୱର: ରାଜ୍ୟରେ ଫାଇଭ ଟି ସଚିବ କ୍ଷମତାର ଅପବ୍ୟବହାର କରୁଛନ୍ତି। ସେ କେଉଁ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ଭଳି ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି ବୋଲି ପଚାରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯାହାକୁ ନେଇ ଦୁଇ ଦିନ ତଳେ ବିଜେଡି ବିଧାୟକ ପ୍ରଫୁଲ ସାମଲ ଦେଇଥିବା…

ସଚିବଙ୍କ ସାଧାରଣ ସଭାକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ ସରକାରୀ କାମର ସମୀକ୍ଷା କରିବାକୁ ଯାଇ ଘନ ଘନ ଜିଲ୍ଲା ଗସ୍ତ କରିବା ଏବଂ ସର୍ବସାଧାରଣରେ ଲୋକଙ୍କୁ ଉଦବୋଧନ ଦେବାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ।  ମୁଖ୍ୟମନ୍ତ୍ରୀଙ୍କ ସଚିବ ଅନେକ ଜିଲ୍ଲା ଗସ୍ତ କରି…

ବିଦ୍ୟୁତ ବିଭାଗରେ ‘ଦୁର୍ନୀତିର ଗନ୍ଧ’, ସରକାର ବିରୋଧରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶାରେ ବିଜୁଳି ବିତରଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରସ ସୋମବାର ବିଜୁ ଜନତା ଦଳ (ବିଜେଡି) ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ବିଦ୍ୟୁତ କ୍ଷେତ୍ରରେ ୧୫ ହଜାର କୋଟି…