Latest Odisha News

BREAKING NEWS

Browsing Category

ଓଡିଶା

Odisha

ରଥଯାତ୍ରା ଶେଷ ସମନ୍ୱୟ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ପୁରୀ : ଆଉ ୧୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆସନ୍ତା ୧୩ ତାରିଖ ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ହେବ ରଥଯାତ୍ରା ତୃତୀୟ ତଥା ଶେଷ ସମନ୍ୱୟ ବୈଠକ। ପ୍ରତିବର୍ଷ ଭଳି ଚଳିତବର୍ଷ ଏହି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି…

କଟକ ସହରରେ ସିରିଜ୍‌ ଦୁର୍ଘଟଣା, ବେପରୁଆ ଗାଡି ଚାଳକ ଅଟକ

କଟକ: ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ବାରବାଟୀ ଷ୍ଟାଡିୟମ, ଯୋବ୍ରା, ଓ ଚାଉଳିଆଗଞ୍ଜ ନିକଟରେ ଜଣେ ନିଶାସକ୍ତ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଏକ କାର୍ ଏକାଧିକ ଗାଡ଼ିକୁ ଧକ୍କା ଦେବା ଫଳରେ କଟକରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଛି। ବେପରୁଆ ଡ୍ରାଇଭର ଜଣଙ୍କୁ ପରେ ସ୍ଥାନୀୟ ଲୋକେ କାବୁ…

ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି, ଅଣସର ଘରେ ମହାପ୍ରଭୁଙ୍କ ଚାଲିଛି ଉପଚାର

ପୁରୀ: ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ। ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ।…

ସ୍କୁଲ ଛୁଟି ଖୋଲିବା ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତିତ; ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ

ବାହାନଗା: ଗ୍ରୀଷ୍ମ ଛଟି ଶେଷ ହେବାକୁ ଯାଉଛି। ଖୋଲିବାକୁ ଯାଉଛି ସ୍କୁଲ। ହେଲେ ବାହାନଗା ବଜାର ହାଇସ୍କୁଲରେ ଗ୍ରୀଷ୍ମ ଛୁଟି ପରେ ଛାତ୍ରଛାତ୍ରୀମାନେ ଆସିବାକୁ କେତେ ପ୍ରସ୍ତୁତ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏପରି ଆଲୋଚନାର କାରଣ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ…

ମାଲଗାଡି ଓ୍ବାଗନ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାଲଗାଡି ଓ୍ବାଗନ ତଳେ ଚାପି ହୋଇଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଇଷ୍ଟକୋଷ୍ଟ ରେଲଓ୍ବେ ଏହି ଦୁର୍ଭାଗ୍ୟଜନକ ଘଟଣାକୁ ସୁନିଶ୍ଚିତ କରି କହିଛି ଯେ ପୀଡ଼ିତମାନେ ଠିକା ଶ୍ରମିକ ଥିଲେ ଯେଉଁମାନେ ଯାଜପୁର-କେନ୍ଦୁଝର ରୋଡ୍…

ତିନି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଅରୁଣ ବୋଥ୍ରାଙ୍କୁ ?

ଭୁବନେଶ୍ୱର: ରାଜ୍ୟର ତିନି ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର। ବୁଧବାର ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯାଇଛି। ସିଆଇଡି-କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଏବେ କ୍ୟାପିଟାଲ…

ଯାଜପୁରରେ ଖଣି ଖନନ ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଏକ ବେଆଇନ ପଥର ଖାଦାନରେ ଦୁଇ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟଣାରେ ଓଡ଼ିଶା ଲୋକାୟୁକ୍ତର ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ଲୋକାୟୁକ୍ତ ନିଜଆଡୁ ଗ୍ରହଣ କରି ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠଓ୍ୱାଙ୍କୁ ଦୁଇ ମାସ ମଧ୍ୟରେ…

ଅଚିହ୍ନ ଶବକୁ ସ୍ବାମୀ କହି କ୍ଷତିପୂରଣ ଟଙ୍କା ନେବାକୁ ଉଦ୍ୟମ, ସ୍ତ୍ରୀ ନାଁରେ ଏତଲା ଦେଲେ ସ୍ୱାମୀ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ ଏବଂ ଆହତଙ୍କ ପାଇଁ ଉଭୟ ରାଜ୍ୟ ସରକାର ଓ ରେଳବାଇ ପକ୍ଷରୁ ଘୋଷଣା କରାଯାଇଥିବା କ୍ଷତିପୂରଣ ଟଙ୍କା ପାଇବା ପାଇଁ ଏହି ଦୁର୍ଘଟଣାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଦାବି କରି ମିଛ କହିବାକୁ ଉଦ୍ୟମ କରି କ୍ଷତିପୂରଣ ଟଙ୍କା…

ଘର ପଶ୍ଚିମବଙ୍ଗ କିନ୍ତୁ ପୁଅର ଶବ ନେଇଛନ୍ତି ବିହାରର ଅନ୍ୟ ଜଣେ!

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ମର୍ମନ୍ତୁଦ ରେଳ ଦୁର୍ଘଟଣାର ପରିଣାମ କେତେ ଜୟ ହୃଦୟବିଦାରକ ରହିଛି ତାହା ଏବେ ଆହୁରି ଜଣାପଡୁଛି ଯେତେବେଳେ ମର ଶରୀରକୁ ପରିବାର ଖୋଜୁଛି କିନ୍ତୁ ପାଉ ନାହିଁ। ଆଉ ପଶ୍ଚିମବଙ୍ଗରୁ ଆସି ପୁଅର ମୃତଦେହ ନେବାକୁ ଅପେକ୍ଷା କରିଥିବା ବେଳେ ବିହାରର…

ଟିଭି ପରଦାରେ ପ୍ରିୟଜନ ହସ୍ପିଟାଲରେ ଥିବା ଦେଖି ବିହାରରୁ ଭୁବନେଶ୍ୱର ଆସିଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ଅନେକ ଆଶା ଓ ନିରାଶାର କାହାଣୀ ସାମ୍ନାକୁ ଆସିଛି। ଗତ ୨ ତାରିଖରେ ଘଟିଥିବା ଏହି ଦୁଃଖଦ ଘଟଣାରେ ଅଂସଖ୍ୟ ପରିବାର ନିଜ ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି। କିଛି ପରିବାର ନିଜ…