Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାଟମଣ୍ଡପ ମରାମତି ମାମଲା: ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବୈଠକରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନାଟମଣ୍ଡପ ମରାମତି କାର୍ଯ୍ୟକୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ  ବୈଠକ ଶେଷ ହୋଇଛି । ଆଇଆଇଟି ଚେନ୍ନାଇରୁ ଆସିଥିବା ପ୍ଲାନ୍ ଓ ଡିଜାଇନ୍ କୁ ଅନୁଧ୍ୟାନ କରି ମରାମତି ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଏନେଇ ଆଜି ବୈଠକ ପରେ ବୈଷୟିକ ଟିମ୍ ସ୍ଥିତି ଯାଞ୍ଚ…

ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ୨୦୨୩ ପୁରସ୍କାର । ସ୍ୱରଚିତ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ସେ ଏହି ପୁରସ୍କାର ପାଇବେ । ବୁଧବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ପୁରସ୍କାର ବାବଦରେ ୧ଲକ୍ଷ…

ଛାତ୍ରୀ ଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ

ରାୟଗଡା: ରାୟଗଡା ସହର ସ୍ଥିତ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟାଳୟର ଜଣେ ୫୯ ବର୍ଷର ଶିକ୍ଷକ ମନୋରଂଜନ ନାୟକ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରୀ ମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରି ଆଜି ଅଭିଭାବକ ମାନେ ସ୍କୁଲ ଘେରିଥିଲେ ।…

‘ବିଜେଡି ସରକାର ବିରୋଧରେ ଚାର୍ଜସିଟ୍ ଦାଖଲ କରିବ କଂଗ୍ରେସ’

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ବିଜୁ ଜନତା ଦଳର ସରକାର ସମୟରେ ସବୁ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ଓ ଅନିୟମିତତାକୁ ଲୋକଲୋଚନକୁ ଆଣିବା ପାଇଁ କଂଗ୍ରେସ ନେତାମାନେ ବୁଧବାର ନୂଆଦିଲ୍ଲୀରେ ଏକାଠି ହୋଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର କହିଛନ୍ତି…

ପେଣ୍ଠକଟା ଭୂଦାନ ନଗରରୁ ଜଣେ ନାବାଳକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟା ଭୂଦାନ ନଗରରୁ ଜଣେ ନାବାଳକ ର ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ମୃତ ନାବାଳକ ହେଲେ ଆଦିତ୍ୟ । ସେ ଖୋର୍ଦ୍ଧାର ଏକ ଘରୋଇ କଲେଜର ପାଠ ପଢୁଥିଲେ । ସୂଚନା ମୁତାବକ, ଆଦିତ୍ୟ ଗତ ଦୁଇ ଦିନ ତଳେ ପରିବାର ଲୋକଙ୍କୁ ଫୋନ ଯୋଗେ…

ରାଉରକେଲାରେ ୫୨ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଲୁଟ୍, ୨ ଅଭିଯୁକ୍ତ ଗିରଫ

ରାଉରକେଲା: ରାଉରକେଲାରେ ସୁନା ଭର୍ତ୍ତି ବ୍ୟାଗ୍‌ ଲୁଟ୍‌ ଘଟଣାରେ ଆଜି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୫୧୨ ଗ୍ରାମ୍‌ ଅଳଙ୍କାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୨ ଲକ୍ଷ ହେବ । ତେବେ ଗତ ୧୫ ତାରିଖରେ ରାଉରକେଲା ଉଦିତନଗର ଥାନା ଅଧୀନ ବାସନ୍ତୀ…

ପ୍ରସ୍ତାବିତ ଶ୍ରୀଦାଣ୍ଡରେ କେବଳ ଭିଆଇପି ଓ ଭିଭିଆଇପିଙ୍କ ପ୍ରବେଶ ବିରୁଦ୍ଧରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ…

ପୁରୀ: ପୁରୀରେ ଜଗନ୍ନାଥ ବଲ୍ଲଭ ଠାରୁ ଦୋଳବେଦୀ ପର୍ଯ୍ୟନ୍ତ ପ୍ରସ୍ଥାବିତ ଶ୍ରୀଦାଣ୍ଡରେ ଭିଆଇପି ଓ ଭିଭିଆଇପିଙ୍କ ପ୍ରବେଶ ଓ ଦର୍ଶନ କରିବା ଷଡଯନ୍ତ୍ର ବିରୁଦ୍ଧରେ ଏସପି ଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି ଜଗନ୍ନାଥ ସେନା । ଶ୍ରୀଦାଣ୍ଡରେ ସାଧାରଣ ଭକ୍ତଙ୍କ ଯାତାୟତ ସହ ପୁରୀବାସୀ,…

ନିଜ ରେକର୍ଡ ଭାଙ୍ଗିଲା ପାରାଦୀପ ବନ୍ଦର, ପଣ୍ୟ କାରବାରରେ ଦେଶରେ ୧ନଂ

ପାରାଦୀପ: ପରିବହନ କ୍ଷେତ୍ରରେ ପୁଣି ଥରେ ରେକର୍ଡ କରିଛି ପାରାଦୀପ ବନ୍ଦର। ଭାରତର ସମସ୍ତ ମେଜର ପୋର୍ଟକୁ ପଛରେ ପକାଇ ପଣ୍ୟ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷର ତିନିମାସ ପୂର୍ବରୁ ଏବଂ ଗତବର୍ଷର ୨୨ ଦିନ ପୂର୍ବରୁ ୧୦୦ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ…

ରାଉରକେଲାରେ ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ଵର; ରାଉରକେଲାରେ ଚିନ୍ତା ବଢାଇଲାଣି ହଇଜା । ରାଉରକେଲା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ରୋକିବା ପାଇଁ ଏହି ସବୁ ଅଞ୍ଚଳକୁ ଅବିଳମ୍ବେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର…

ଆସିଛି ଶୀତ, ଆଣିଛି ଅଜସ୍ର ଉନ୍ମାଦନା, ଆନମନା କବି ଓ ଲେଖକ

ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ଓଡିଶାକୁ ଫେରିଛି ଶୀତ । ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଶୀତର ପ୍ରକୋପ ଏତେ ମାତ୍ରାରେ ବଢିଯାଇଛି ଯେ, ସକାଳୁ ଘରୁ ବାହାରିବା ଲୋକଙ୍କ ପାଇଁ କଷ୍ଟକର ବିଷୟ ପାଲଟିଛି । ଶୀତ ସାଙ୍ଗକୁ ଘନ କୁହୁଡି ରେ ମୁହଁ କୁ ମୁହଁ ଦୃଶ୍ୟ ହେଉନି । ସକାଳୁ ସକାଳୁ…