Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜମିବାଡି ପାଇଁ ଭାଇ ଭୁଲିଗଲା ରକ୍ତ ସମ୍ପର୍କ; ପରିବାରର ୪ ଜଣଙ୍କୁ ହତ୍ୟା କଲା

ବରଗଡ: ଦିନେ ଥିଲା ଭାଇ  । ହେଲେ ଆଜି ସେ ସାଜିଲା ଯମ । ଭୁଲିଗଲା ରକ୍ତର ସମ୍ପର୍କ । ଭୁଲିଗଲା ମାନବିକତା । ସ୍ନହ ଶ୍ରଦ୍ଧା ଭଲପାଇବାଠାରୁ ବଡ ହେଲା  ଜମି । କେତେହାତ ଜମି ପାଇଁ ଭାଇର ବଂଶ ବୁଡାଇ ଦେଲା ଭାଇ । ଏମିତି ଦୁଃଖଦ ତଥା ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ ।…

ବିରୋଧୀଙ୍କ ଭୋଟ୍ ବ୍ୟାଙ୍କ ଉପରେ ପ୍ରହାର କରିବ ମୁଖ୍ୟମନ୍ତ୍ରୀଙ୍କ ନୂଆ ମନ୍ତ୍ରିମଣ୍ଡଳ?

ଭୁବନେଶ୍ୱର: ରାଜ୍ୟ ସରକାରର ମନ୍ତ୍ରିମଣ୍ଡଳରେ ହୋଇଥିବା ଅଦଳବଦଳ ଭାରତୀୟ ଜନତା ପାର୍ଟିକୁ ପ୍ରତିହତ କରିବା ଏବଂ ୨୦୨୪ର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରସ୍ତୁତିରେ ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏହା ଏକ ଯୋଜନାବଦ୍ଧ ରଣନୀତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।…

ଛେନା ଦର ବୃଦ୍ଧିକୁ ପ୍ରତିବାଦ କରି ପାହାଳରେ ବ୍ୟବସାୟୀଙ୍କ ବନ୍ଦ ପାଳନ

ଭୁବନେଶ୍ୱର: ବିଭିନ୍ନ ମିଠା ତିଆରିରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବହନ କରୁଥିବା ଛେନା ଦର ବୃଦ୍ଧି ପ୍ରତିବାଦରେ ପାହାଳ ମିଠା ବ୍ୟବସାୟୀ ସଙ୍ଘ ପକ୍ଷରୁ ତିନିଦିନିଆ ବନ୍ଦ ପାଳନ କରାଯାଇଛି। ମଙ୍ଗଳବାରଠୁ ପୁଣି ବ୍ୟବସାୟ ଆରମ୍ଭ କରିବା ସହ ମିଠା ବିକ୍ରି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।…

ନୂଆ ମନ୍ତ୍ରୀଙ୍କ ଶପଥ ପରେ ବି ଅସ୍ପଷ୍ଟ କିଏ ହେବେ ନୂଆ ବାଚସ୍ପତି, ଫୋନ କଲକୁ ଅନେକଙ୍କ ଅପେକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ସାରଦା ପ୍ରସାଦ ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ନବୀନ ପଟ୍ଟନାୟକ। ଗତକାଲି ବିଳମ୍ବିତ ରାତିରେ ତିନି ବରିଷ୍ଠ…

କମିସନରେଟ୍ ପୁଲିସର ବଡ଼ ସଫଳତା, କୁଖ୍ୟାତ ‘ବାଓ୍ୱରିଆ ଗ୍ୟାଙ୍ଗ’ର ପର୍ଦ୍ଦାଫାଶ

ଭୁବନେଶ୍ୱର: କମିସନରେଟ୍ ପୁଲିସ କୁଖ୍ୟାତ 'ବାଓ୍ୱରିଆ ଗ୍ୟାଙ୍ଗ'ର ଚାରି ଜଣ ସଦସ୍ୟଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶରୁ ଆସିଥିବା ଏକ ଯାଯାବର ବଂଶ ହେଉଛି ଏହି ବାଓ୍ୱରିଆ ଗ୍ୟାଙ୍ଗ। ବିଭିନ୍ନ ସ୍ଥାନରେ ହେଉଥିବା ସଙ୍ଗଠିତ ଅପରାଧ ବିରୋଧରେ ଲଢ଼େଇରେ ସୋମବାର ଏହି ଗିରଫଦାରୀ ପୋଲିସର ଏକ ସଫଳ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ, ମୟୂରଭଞ୍ଜରେ ବିଜେପିର ବନ୍ଦ ପାଳନ

ବାରିପଦା: ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ବିଜୁଳିକାଟକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର ଆହ୍ୱାନ କ୍ରମେ ସୋମବାର ମୟୂରଭଞ୍ଜ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି।…

ମାର୍ଶାଘାଇରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ମିଳିଲା ସନ୍ଧାନ

କେନ୍ଦ୍ରାପଡା: ମାର୍ଶାଘାଇରେ ସମ୍ଭାବ୍ୟ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଭଣ୍ଡାରର ଅନୁଧ୍ୟାନ ପାଇଁ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଏଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ ହୋଇଛି। ଚିହ୍ନଟ ହୋଇଥିବା ଅଞ୍ଚଳରେ ଜମି ଲିଜ୍ ଦେବା ପାଇଁ ପିଏସୟୁ ପକ୍ଷରୁ ପ୍ରକ୍ରିୟା ଆରମ୍ଭ…

ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ବିଜେତାଙ୍କ ଇସ୍ରୋ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋର)ର ଅହମ୍ମଦାବାଦ ସ୍ଥିତ ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି)କୁ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)୨୦୨୨-୨୩ ର ୨୦ ଜଣ ବିଜେତାଙ୍କ ଯାତ୍ରାକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସରକାରୀ…

ନୂଆ ରୂପରେ “ପ୍ରତିମା ପ୍ରଡ଼କସନ୍ସ’ ଷ୍ଟୁଡ଼ିଓ”

ଭୁବନେଶ୍ୱର: "ପ୍ରତିମା ପ୍ରଡ଼କସନ୍ସ ରେକର୍ଡ଼ିଂ ଷ୍ଟୁଡ଼ିଓ" ର ଶୁଭ ଉଦଘାଟନ କଳ୍ପନା ଛକ ନିକଟସ୍ଥ ପୁରାତନ ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥାପିତ ପ୍ରତିମା ପ୍ରଡକ୍ସନ ଷ୍ଟୁଡିଓରେ ଅନୁଷ୍ଠିତ ହୋଇଯାଇଛି । ଏହି ଷ୍ଟୁଡ଼ିଓ ପ୍ରାୟ ପାଞ୍ଚ ବର୍ଷ ତଳୁ ଆରମ୍ଭ ହୋଇଥିଲା । ଏବେ ଏହି ଷ୍ଟୁଡ଼ିଓ…

ଶିମିଳିପାଳରେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ପ୍ରାଣ ହରାଇଲେ ବନ ସଂରକ୍ଷକ

ବାରିପଦା: ଶିମିଳିପାଳ ପିଠାବଟା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବାଉଁଶଖାଳ ବିଟରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ଗୁରୁତର। ନିତିଦିନିଆ ପାଟ୍ରୋଲିଂ ସମୟରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ବନବିଭାଗକୁ ଚକିତ କରିଦେଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ଫରେଷ୍ଟ ଗାର୍ଡ ଡ୍ୟୁଟିରେ…