Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ଭାବ୍ୟ ବାତ୍ୟା ‘ମିଚାଉଙ୍ଗ୍‌’କୁ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା, ଆସନ୍ତା ୧ ରୁ ସମୁଦ୍ର ଯିବାକୁ ମନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଉପରେ ଆଇଏମଡିର ପୂର୍ବାନୁମାନ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଓଡିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କ ପାଇଁ ହାଇ ଆଲର୍ଟ ଜାରି କରିଛି। ଏସଆରସି କହିବା ଅନୁସାରେ ବାତ୍ୟା ମିଚାଉଙ୍ଗ୍‌ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ…

‘ସେଲ୍ୟୁଟ ଟୁ ଆୱାର ରେସକ୍ୟୁ ଟିମ’ର ବାର୍ତ୍ତା ଦେଇ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଉତ୍ତରକାଶୀର ଟନେଲ ରେସକ୍ୟୁ ଟିମକୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଟନେଲର ଏକ ବାଲୁକା ଚିତ୍ର ଆଙ୍କି ପୁରୀ ବେଳାଭୂମିରେ ସେଲ୍ୟୁଟ ଟୁ ଆୱାର ରେସକ୍ୟୁ ଟିମର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ଉତ୍ତରକାଶୀର ଟନେଲରେ ୪୧ ଜଣ ଶ୍ରମିକ ଫସି…

ଦୁଇ ଗୋରୁକୁ ଶିକାର କରିବା ପରେ ଗଜପତିରେ ବାଘ ଆତଙ୍କ

ଗଜପତି: ଉଦୟଗିରି ରେଞ୍ଜରେ ଦୁଇଟି ଗୋରୁଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି ମହାବଳ ବାଘ। ଶନିବାର ରାତିରେ ଏହି ଘଟଣା ଘଟିବାରୁ ଗୋରୁ ମାଲିକ ବିଚଳିତ ହୋଇପଡିଥିବା ବେଳେ ଗ୍ରାମବାସୀମାନେ ନିଜ ସୁରକ୍ଷା ପାଇଁ ଭୟଭୀତ ହୋଇପଡିଛନ୍ତି।…

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଗ୍ରହଣ କଲେ ସରକାର, ଆନ୍ଦୋଳନ ପ୍ରତ୍ଯାହାର କଲେ ପ୍ରଯୋଜିକା

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦାବି ଯୁକ୍ତିଯୁକ୍ତ। ରାଜ୍ୟ ସରକାରଙ୍କ ସହ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଆଲୋଚନା କରିବା ବେଳେ ଦାବିକୁ ସ୍ବୀକାର କରିଛନ୍ତି ଶିଳ୍ପ ସଚିବ। ଏହାପରେ ମଙ୍ଗଳବାର ଫିଲ୍ମ ନିର୍ମାତା ସାନଲିସା ପଟେଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯେଉଁ ଧାରଣା ଦେଇଥିଲେ…

ଅଜଣା ରୋଗ ଉଜାଡ଼ିଲା ଶୈଶବ, ଅସହାୟ ଚନ୍ଦ୍ର ସହୁଛି ଅସହନୀୟ ଯନ୍ତ୍ରଣା

ନବରଙ୍ଗପୁର: ଅଜଣା ରୋଗରେ ଆକ୍ରାନ୍ତ ଶିଶୁ। ଚିକିତ୍ସା ରେ ଅର୍ଥ ସାଜିଛି ବାଧକ। ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ। ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ପାଞ୍ଚ ବର୍ଷର ଶିଶୁ ଚନ୍ଦ୍ର ନାୟକ। ଖେଳିବା ବୁଲିବା ବୟସରେ ବିଛଣାରେ ପଡି ରହୁଥିବା ଶିଶୁଟି ହେଉଛି ନବରଙ୍ଗପୁର ଜିଲ୍ଲା…

ଡିସେମ୍ବର ୧ ରେ ତୁଳସୀ ଯାତ୍ରା, ସାରା ରାଜ୍ୟରୁ ସଂଗୃହୀତ ହେବ ତୁଳସୀ

ଭୁବନେଶ୍ବର: ଡିସେମ୍ବର ୧ ରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବ ତୁଳସୀ ଯାତ୍ରା । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଛନ୍ତି । ଭୁବନେଶ୍ବରରୁ ଶରଧାବାଲି ପର୍ଯ୍ୟନ୍ତ ହେବ ତୁଳସୀ ଯାତ୍ରା । ଶରଧାବାଲିରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେବ ସଂଗୃହୀତ ତୁଳସୀ ।…

ଝାରପଡା ଜେଲ୍ ରେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଆଜି (ମଙ୍ଗଳବାର) ଭୁବନେଶ୍ୱରର ଝାରପଡା ସ୍ପେଶାଲ ଜେଲରେ ଜଣେ ବିଚରାଧୀନ କଏଦୀଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ ସୁକାନ୍ତ ଭୋଇ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁସାରେ, ଯୌତୁକ ନିର୍ଜାତନା ଓ ହତ୍ୟାମାମଲାରେ ସୁକାନ୍ତ ଭୋଇ ଦୀର୍ଘଦିନ…

ପୋଲିସ ପଞ୍ଝାରେ ଚୋର, ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବୁଲାଉଥିଲା ଲୁଟେରା

ଭୁବନେଶ୍ୱର: ପୋଲିସ ପଞ୍ଝାରେ ଲୁଟେରା। ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବଲାଉଥିଲା ଚୋର। ଥାନାରେ ଅଭିଯୋଗ କରିବା ପରେ ଲୁଟେରାକୁ ବାନ୍ଧିଲା ପୋଲିସ। ଏହାସହିତ ଲୁଟେରା ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ ହୋଇଛି। ଏପରି ଚୋରି ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ।…

ରାସ୍ତାରେ ଡ୍ରେନ୍ ପାଣି : ପ୍ରତିବାଦରେ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଧାରଣା

ପାରାଦୀପ:   ଅଠରବାଙ୍କୀ ନିକଟ ନିର୍ମାଣ ଧିନ ଓଭରବ୍ରିଜ୍ ଉପରେ ଧାରଣା ରେ ବସିଲେ ସ୍ଥାନୀୟ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀ। ସୂଚନାନୁଯାୟୀ ପାରାଦୀପ ଅଠରବାଙ୍କୀ ଠାରୁ ଦୋଛକି ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ଉପରେ ଡ୍ରେନେଜ ପାଣି ଜମି ହୋଇରହୁଛି।…