Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି; ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି…

ଭୁବନେଶ୍ୱର: ରାଷ୍ଟ୍ରପତି ଆସନ୍ତା ନଭେମ୍ବର ୨୭ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହାକୁ ନଜରରେ ରଖି କମିଶନରେଟ ପୋଲିସ୍ ପକ୍ଷରୁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଓଡିଶା…

ଇତିହାସ ହୋଇ ରହିଯିବ ବିଜେଡି: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଉପସଭାପତି ପଦ ଅଗ୍ରାହ୍ୟ କରିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋରଦାର ହେଉଛି । କିଛି ବିଜେଡି ନେତା ଏହାକୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରିଛନ୍ତି । ଏହାରି ମଧ୍ୟରେ ନିଆଁରେ ଘିଅ ଢାଳିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ…

ମୁଁ ଓଡ଼ିଶା ଆସିବାକୁ ଏମିିତି କରିଥିଲି’; ଆମେରିକାରୁ ଓଡ଼ିଶା ଫେରିଥିବା ଝିଅ କହିଲେ ସତ…

ଭୁବନେଶ୍ବର: ଆମେରିକାରେ ପାଳିତ ପିତାମାତାଙ୍କ ଉପରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ ଜଣେ ଓଡ଼ିଆ ଝିଅ ପୂଜା ଓରଫ ସେଜଲ। ଏହାର କିଛି ସପ୍ତାହ ପରେ ସେ ଦାବି କରିଛନ୍ତି ଯେ ସେ କେବଳ ଓଡ଼ିଶା ଫେରିବା ପାଇଁ ଆମେରିକୀୟ ଦମ୍ପତିଙ୍କ ବିରୁଦ୍ଧରେ ଏପରି ଅଭିଯୋଗ ଆଣିଥିଲେ।…

ଭୁବନେଶ୍ବରରେ ଶୁଭାଂଶୁ ଶୁକ୍ଳା, ମହାକାଶ ଯାତ୍ର କଥା କହିଲେ ମହାକାଶଚାରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଆସନ୍ତାକାଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେବେ ଶୁଭାଂଶୁ। ୨୦୨୫ ମସିହାରେ ଆକ୍ସିଅମ୍ ମିଶନ୍ ୪, ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS) ପାଇଁ ମିଶନ ପାଇଲଟ୍ ଭାବରେ ଇତିହାସ ରଚିଥିବା ଶୁଭାଂଶୁ…

ପ୍ରେମ ପାଇଁ ବାଇକ ଚୋରି

ଭୁବନେଶ୍ୱର: ପ୍ରେମ ସଜାଇଲା ବାଇକ୍‌ ଚୋର। ପ୍ରେମିକା ପାଇଁ ସୁପର ବାଇକ୍‌ ହେଲା କାଳ। ଗାର୍ଲଫ୍ରେଣ୍ଡ ପାଇଁ ରାଜଧାନୀରେ ବାଇକ୍‌ ଚୋରି କରି ଫସିଲା ବଏଫ୍ରେଣ୍ଡ। ଗାର୍ଲଫ୍ରେଣ୍ଡକୁ ବାଇକ୍‌ରେ ବସାଇ ଚମ୍ପଟ୍‌ ବେଳେ ପିଛା କଲା ପୋଲିସ। ସହର ସାରା ବୁଲାଇ ଆଇଜି ପାର୍କରେ ସମୟ ବିତାଇବା ବେଳେ କାବୁ…

ରାଜ୍ୟରେ ଘନ କୁହୁଡି ଆସ୍ତରଣ, ଆହୁରି ଖସିବ ରାତିର ତାପମାତ୍ରା

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ୨ ଦିନ ମଧ୍ୟରେ ରାତିର ତାପମାତ୍ରାରେ ୨-୩ ଡିଗ୍ରୀ ହ୍ରାସ ପାଇବାର ପୂର୍ବାନୁମାନ କରିଛି। ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାଗୁଡ଼ିକରେ ରାତିର ତାପମାତ୍ରା ୨-୩ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ଏବଂ ଆଗାମୀ ୫ ଦିନ ମଧ୍ୟରେ…

Weather Update: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ନାହିଁ ବର୍ଷା ଭୟ

ଭୁବନେଶ୍ୱର: ଇତିମଧ୍ୟରେ ଅବପାତର ରୂପ ନେଇସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…

ଆଇଆଇଟି ଭୁବନେଶ୍ୱର ଏବଂ ଆଇଏଲଏସ ପକ୍ଷରୁ ନୂଆ ଟିବି ଟୀକା ଟେକଇନଭେନସନକୁ ହସ୍ତାନ୍ତର

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ (ଆଇଏଲଏସ), ଭୁବନେଶ୍ୱର, ଜାତୀୟ ଗବେଷଣା ବିକାଶ ନିଗମ (ଏନଆରଡ଼ିସି) ସହିତ, "ଏଚଏସପି ସବୟୁନିଟ୍ ଭାକସିନ ଇନ୍ ଆଡଜୁଭାଣ୍ଟ (ଡ଼ିଡ଼ିଏ) ଏଗନେଷ୍ଟ ମାଇକୋବ୍ୟାକ୍ଟେରିୟମ…

Samrudha Odisha Conclave: ୩୦ଟି ଜିଲ୍ଲାରେ ୬୪ ସ୍ଥାନରେ ହେବ ଶିଳ୍ପ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସରକାର ଏବଂ ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଜନତା ମଇଦାନ ଠାରେ ଆୟୋଜିତ ହୋଇଯାଇଛି 'ସମୃଦ୍ଧ ଓଡିଶା ୨୦୩୬ କନକ୍ଲେଭ' । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟିତ କରିଛନ୍ତି । ୨୦୩୬ରେ ଓଡ଼ିଶାକୁ ୫୦୦ ବିଲିୟନ…

ODISHA VIGILANCE: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ARI

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଏଆରଆଇ (ARI)। ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଈର ସହକାରୀ ରାଜସ୍ୱ ନୀରିକ୍ଷକ ଅଭିମନ୍ୟୁ ବେହେରା । ଅଫିସ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ରେଡ। ଖବର ଅନୁଯାୟୀ, ଜମିର କିସମ ପରିବର୍ତ୍ତନ ପାଇଁ ଜମି ମାଲିକଙ୍କ ଠାରୁ ନେଉଥିଲେ ୧୨…