Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ଉପକୂଳରେ ଭାରତର ବଡ଼ ସଫଳତା: MIRV ପ୍ରଯୁକ୍ତି ସହ ଅଗ୍ନି ମିସାଇଲ୍‌ର ସଫଳ ପରୀକ୍ଷଣ

ଭଦ୍ରକ: ଓଡ଼ିଶା ମାଟିରୁ ପୁଣି ଥରେ ବିଶ୍ୱକୁ ଶକ୍ତି ପ୍ରଦର୍ଶନ କରିଛି ଭାରତ। ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଅତ୍ୟାଧୁନିକ ‘ଅଗ୍ନି’ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହି ମିସାଇଲ୍‌ଟି MIRV ସିଷ୍ଟମ୍ ବା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରଯୁକ୍ତିରେ ସଜ୍ଜିତ…

ରାସ୍ତାରେ ଝାଲମୁଢ଼ି ବିକିଲେ ମେଡିକାଲ କର୍ମଚାରୀ: ଚାକିରି ନିୟମିତ ଦାବିରେ ଭୁବନେଶ୍ୱରରେ ‘ଓସମା’ର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା କଡ଼ରେ କିଛି ଲୋକ ବସି ଝାଲମୁଢ଼ି ପ୍ରସ୍ତୁତ କରୁଛନ୍ତି ଆଉ ବିକୁଛନ୍ତି। କିନ୍ତୁ ଏମାନେ କେହି ବୃତ୍ତିଗତ ଜଳଖିଆ ବେପାରୀ ନୁହଁନ୍ତି। ଏମାନେ ହେଉଛନ୍ତି ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ…

ଗଭୀର ସମୁଦ୍ରରେ ଚାଲିଛି ତେଲ ଚୋରି ରାକେଟ୍…ମାଧ୍ୟମ ସାଜିଛି ମାଛଧରା ବୋଟ୍

ପାରାଦ୍ଵୀପ:ଚୋରା ତେଲ ବ୍ୟବସାୟର ମୁଖ୍ୟ ମାଧ୍ୟମ ସାଜିଛି ମାଛଧରା ବୋଟ୍ । ପାରାଦ୍ଵୀପ ବନ୍ଦରକୁ ଆସୁଥିବା ଜାହାଜରୁ ତେଲ କାଢ଼ି ମାଛଧରା ବୋଟ ମାଧ୍ୟମରେ ଆଣି ଏହାକୁ ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି । ଏହି କାରବାରରେ ସାମିଲ ଅଛନ୍ତି ଆନ୍ଧ୍ରପ୍ରଦେଶର ମାଫିଆ ।ସୂଚନାଥାଉକି, ଗତକାଲି…

Fast-Track Courts: ପ୍ରତିଷ୍ଠା ହେବ ୭ଟି ମହିଳା ଫାଷ୍ଟଟ୍ରାକ୍‌ ଏବଂ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ

ଭୁବନେଶ୍ୱର: ସାଇବର ଅପରାଧର ତ୍ୱରିତ ବିଚାର ପାଇଁ ଖୋଲାଯିବ ସ୍ବତନ୍ତ୍ର କୋର୍ଟ। ଓଡ଼ିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟ, ଦେଶ ତଥା ବିଶ୍ୱ ଦୃଷ୍ଟିକୋଣରୁ ଅବଲୋକନ କଲେ ଜନସଂଖ୍ୟା ସହ…

୨୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ଘୂର୍ଣ୍ଣିବଳୟ ବ୍ୟାପିଛି। ଭାରତୀୟ ପାଣିପାଗ ବିଭାଗ ସୂଚନାନୁଯାୟୀ, ଏହି ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହୋଇ ୧୨ କିମ୍ବା ୧୩ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ପରେ ଏହା…

ଆସନ୍ତା ୧୧ ତାରିଖରୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି

ପୁରୀ: ଦୀର୍ଘ ଦିନର ବିରତି ପରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ । ଆସନ୍ତା ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା…

୪୫ କେଜି ବାରାହ ମାଂସ ଜବତ, ୭ ଶିକାରୀ ଗିରଫ

ନୂଆପଡା: ବାନ୍ୟଜନ୍ତୁ ଶିକାରୀ ପାଇଁ କଡା ଆକ୍ସନ ମୋଡ଼ରେ ଏବେ ବନ ବିଭାଗ l ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅଞ୍ଚଳରେ ବାରାହ ଶିକାର କରି ମାଂସ ଭାଗବଣ୍ଟା ସମୟରେ ମାଡି ବସିଲା ବନ ବିଭାଗ l କଟା ମାଂସ ସହ ୭ ଜଣ ଶିକାରୀ ଓ ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ଜବତ କରିଛି କୋମନା ବନ ବିଭାଗ l…

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜଣେ GRP କନଷ୍ଟେବଳଙ୍କୁ ଦିନଦ୍ୱିପ୍ରହରରେ ହତ୍ୟା ମାମଲାରେ ଗିରଫଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ପୋଲିସ ଏହି ମାମଲାରେ ଅନେକଙ୍କୁ ଗିରଫ କରିଥିବା ବେଳେ ପଚରାଉଚରା ପାଇଁ ଅନ୍ୟ ପାଞ୍ଚ ଜଣଙ୍କୁ ଅଟକ ରଖିଛି। ତେବେ ସିସିଟିଭି ଫୁଟେଜ୍…

ନବୀନ ନିବାସ ସାମ୍ନାରୁ ହଟିବ ସୁରକ୍ଷା ବ୍ୟାରିକେଡ୍‌!

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱର ବାସଭବନ ସମ୍ମୁଖରେ ଲଗାଯାଇଥିବା ସୁରକ୍ଷା ବ୍ୟାରିକେଡ୍ ଏବେ ଯାଞ୍ଚଧୀନ ଅଛି। ଯାହା ଫଳରେ ପୂର୍ତ୍ତ ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛି। ପୁରୁଣା…

ଢେଙ୍କାନାଳରେ ହାଇଡ୍ରାମା; ଟାୱାର ଉପରେ ଚଢ଼ିଲେ ପୂର୍ବତନ ଓଏସଏପି କନଷ୍ଟେବଳ

ଢେଙ୍କାନାଳ: ଓଡ଼ିଶା ସ୍ପେଶାଲ୍ ଆର୍ମଡ୍ ପୋଲିସ (ଓଏସଏପି)ର ଜଣେ ପୂର୍ବତନ କନଷ୍ଟେବଳ ଶନିବାର ଦିନ ଢେଙ୍କାନାଳର ଟାଉନ୍ ଥାନା ସମ୍ମୁଖରେ ଥିବା ଏକ ମୋବାଇଲ୍ ଟାୱାର ଉପରେ ଚଢ଼ି ଧମକ ଦେଇଥିଲେ। ଚାକିରିରେ ପୁନଃନିଯୁକ୍ତ ଏବଂ ମାଆଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦାବି କରିଥିଲେ ସେ।…