Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାରଙ୍ଗ ହାଜତ ନିର୍ଯାତନା ମାମଲାରେ ନୂଆ ମୋଡ଼: ଯୁବକ ଦୁର୍ଘଟଣାରେ ଆହତ ହୋଇଥିବା ପୋଲିସର ଦାବି

କଟକ: ବହୁ ଚର୍ଚ୍ଚିତ ବାରଙ୍ଗ ଥାନା ହାଜତ ନିର୍ଯାତନା ମାମଲାରେ ଏବେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ଯୁବକଙ୍କୁ ପୋଲିସ ହାଜତରେ ଥାର୍ଡ ଡିଗ୍ରୀ ମାଡ଼ ମରାଯାଇଥିବା ନେଇ ପରିବାର ଓ ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ପୋଲିସ ପକ୍ଷରୁ ଏବେ ଭିନ୍ନ ଯୁକ୍ତି ବଢ଼ାଯାଇଛି। ଆହତ ଯୁବକ ରାକେଶ…

ରାଜସ୍ୱ ଆଦାୟ ବୃଦ୍ଧି ପାଇଁ ସରକାରଙ୍କ କଡ଼ା ଆଭିମୁଖ୍ୟ: ସମସ୍ତ ବିଭାଗକୁ ମିଳିଲା ୧୦ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟ ବୃଦ୍ଧି କରିବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ସମସ୍ତ ରାଜସ୍ୱ ଆଦାୟକାରୀ ବିଭାଗକୁ ଚଳିତ ଆର୍ଥିକ ବର୍ଷରେ ଗତ ବର୍ଷ ତୁଳନାରେ ଅତି କମରେ ୧୦ ପ୍ରତିଶତ ରାଜସ୍ୱ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ…

ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ଓ ଏନଏଚଆରସି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ,…

ଭୁବନେଶ୍ୱର: ବାଲିଅନ୍ତାର ବହୁ ଚର୍ଚ୍ଚିତ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏବଂ କ୍ରାଇମବ୍ରାଞ୍ଚ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଶେଷ ହୋଇଛି। ଏହି ହତ୍ୟାକାଣ୍ଡର ବର୍ତ୍ତମାନର ସ୍ଥିତି ଏବଂ ଏହାର ତଦନ୍ତ କେଉଁ ଦିଗରେ ଗତି କରୁଛି, ସେ ନେଇ…

ନରେନ୍ଦ୍ର ପୁଷ୍କରିଣୀରୁ ପୁଣି ମୃତଦେହ ଉଦ୍ଧାର;ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ପୋଲିସ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ପୁଣି ମୃତଦେହ ଉଦ୍ଧାର ।ଅଗ୍ନିଶମ ବିଭାଗ କର୍ମଚାରୀ ନରେନ୍ଦ୍ର ପୁଷ୍କରିଣୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ନରେନ୍ଦ୍ର…

ଆମ୍ବ ପାଇଁ ହାତୀକୁ ମାରିକି ପୋତିଦେଲେ…ଫାର୍ମ ମାଲିକଙ୍କ ସମେତ ୩ ଗିରଫ

ଢେଙ୍କାନାଳ:ଗୋଟିଏ ହାତୀ ବାରମ୍ବାର ଫାର୍ମ ହାଉସ୍‌ ରେ ଆମ୍ବ ଖାଇବାକୁ ଆସୁଥିଲା। ଏହାପରେ ଫାର୍ମ ମାଲିକ ସୌରବାଡ଼ରେ ୧୧ କେଭି ବିଦ୍ୟୁତ୍‌ ଚାର୍ଜ କରି ହାତୀକୁ ମାରିଦେଇଥିଲେ । ଏହାପରେ ଘଟଣାକୁ ଲୁଚାଇବାକୁ ଯାଇ ନିଜ ଫାର୍ମହାଉସ୍ ପରିସରରେ ହିଁ ପୋତି ଦେଇଥିଲେ ଫାର୍ମ ହାଉସ ମାଲିକ ପ୍ରମୋଦ…

ଓରମାସର ମ୍ୟାଙ୍ଗୋ ଫେଷ୍ଟିଭାଲ ଆରମ୍ଭ;ରାଜଧାନୀରେ ୪ଟି ଷ୍ଟଲ ସହ ବୁଲିବ ଦୁଇଟି ବିକ୍ରୟ ଗାଡି

ଭୁବନେଶ୍ବର:ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ) ପକ୍ଷରୁ ଆୟୋଜିତ “ମ୍ୟାଙ୍ଗୋ ଫେଷ୍ଟିଭାଲ-୨୦୨୬”ର ଆଜି ଭୁବନେଶ୍ୱରସ୍ଥିତ ନନ୍ଦନକାନନ ରୋଡ୍, ଶିଶୁ ବିହାର, ପଟିଆଠାରେ ଉଦ୍ଘାଟନ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ତଥା…

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା; ଶାଶୁବୋହୂମାଳୀ ବକ୍‌ସାଇଟ୍ OMCକୁ ଦେବା ପାଇଁ…

ଭୁବନେଶ୍ବର: ଓଡ଼ିଶାର ଖଣିଜ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଜାତୀୟ ଅର୍ଥନୀତିରେ ଓଡ଼ିଶାର ଅବଦାନକୁ ଆହୁରି ବୃଦ୍ଧି କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷନ ରେଡ୍ଡୀଙ୍କ ସହିତ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ…

brown sugar seized:୪୧ ଲକ୍ଷର ବ୍ରାଉନସୁଗାର ସହ କାର ଜବତ; ମହିଳାଙ୍କ ସମେତ ୫ଗିରଫ

ଜଗତସିଂହପୁର:ଜଗତସିଂହପୁର ପୋଲିସ ୨୭୭.୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ବ୍ରାଉନସୁଗାରର ମୂଲ୍ୟ ୪୧ ଲକ୍ଷ ୫୫ ହଜାର ଟଙ୍କା ହେବ। ଏହି ଘଟଣାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତିର ବିଜୟ…

Rayagada division Starts functions: ଦକ୍ଷିଣ ଓଡ଼ିଶାରେ ନୂତନ ରେଳ ଯୁଗର ଆରମ୍ଭ: ରାୟଗଡ଼ା ଡିଭିଜନର…

ଭୁବନେଶ୍ୱର:ପୂର୍ବତଟ ରେଳପଥର ନବଗଠିତ ରାୟଗଡ଼ା ରେଳ ଡିଭିଜନ୍ ଆଜି (୧ ଜୁନ୍ ୨୦୨୬ )ଠାରୁ କାର୍ଯ୍ୟକ୍ଷମ ହୋଇଛି । ଯାହା ଦକ୍ଷିଣ ଓଡ଼ିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରେଳ ପ୍ରଶାସନ ଏବଂ ପରିଚାଳନାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଡିଭିଜନ…

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା; NHRCର ତଦନ୍ତ ଆରମ୍ଭ…

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ସୋମବାର ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଥିବା ଏନଏଚଆରସି ଦଳ ଏକ ବ୍ୟାପକ ତଦନ୍ତ ପାଇଁ…