Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାନୁଆରୀ ଶେଷ ସପ୍ତାହରେ ଉଦଘାଟନ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ, ସମୀକ୍ଷା କଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ

ଭୁବନେଶ୍ବର: ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସତ୍ୟବାଦୀ ଗସ୍ତ କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିସହ ଚାଲିଥିବା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।…

ପିଆଜ ଓ ବାଲିରେ ୧୦୦ ଫୁଟ୍ ଲମ୍ବା ସାଣ୍ଟା କ୍ଲଜ୍ ତିଆରି କରି ଓ୍ବାର୍ଲଡ ରେକର୍ଡ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ରାତି ପାହିଲେ ବଡଦିନ ବା ଖ୍ରୀଷ୍ଟମାସ । ଯାହାକୁ ନେଇ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟାକ୍ଲଜ୍ । ଯେଉଁଥିରେ ପ୍ରାୟ ୨ ଟନ୍ ଓଜନର ପିଆଜ ବ୍ୟବହାର ହୋଇଛି । ୧୦୦ ଫୁଟ୍ ଲମ୍ବା ଓ ୨୦ ଫୁଟ୍ ଉଚ୍ଚତାର ଏହି…

ଦ୍ୱିତୀୟ ସନ୍ଧ୍ୟାରେ ଯୋରସୋରରେ ଚାଲିଛି ଚଇତି ଇଡିତାଲ ଉତ୍ସବ

ରାୟଗଡା: ରାୟଗଡା ଜିଲ୍ଲାର ଗୁଣୁପୁର ଚଇତି ମଣ୍ଡପରେ ଯୋରସୋରରେ ଚାଲିଛି ଚଇତି ଇଡିତାଲ ଉତ୍ସବ । ଆଜି ଚଇତି ଇଡିତାଲର ଦ୍ୱିତୀୟ ସନ୍ଧ୍ୟାରେ ଏସଡିସି ଅଧକ୍ଷା ଅନୁସୟା ମାଝୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପଛୁଆ ବର୍ଗ ଉପଦେଷ୍ଟା ପୃଥ୍ୱୀବି ରାଜ ସାହୁ, ଜିଲ୍ଲାପରିଷଦ ଅଧକ୍ଷା ସରସ୍ବତୀ…

ଖ୍ରୀଷ୍ଟମାସ ଉପଲକ୍ଷେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ନିର୍ମାଣ ହୋଇଛି ସଚେତନତା ଭିତ୍ତିକ ବାଲୁକା କଳାଭିତ୍ତିକ

ପୁରୀ: ଖ୍ରୀଷ୍ଟମାସ ଉପଲକ୍ଷେ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ନିର୍ମାଣ କରାଯାଇଛି ବିଭିନ୍ନ ସଚେତନତା  ଭିତ୍ତିକ ବାଲୁକା କଳା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ନିର୍ମାଣ କରିଛନ୍ତି ବାଲୁକା ସାଣ୍ଟାକ୍ଲଜ । ସେ ଏହି ବାଲୁକା କଳା ରେ 'ସେଭ ଟ୍ରି' ର ବାର୍ତ୍ତା ପ୍ରଚାର ପ୍ରସାର କରିଛନ୍ତି…

ଢେଙ୍କାନାଳ-ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କ ଚିଠିର ଉତ୍ତର କେବେ ଦେବେ ମୁଖ୍ୟମନ୍ତ୍ରୀ?: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ଧର୍ମକୁ ଆଖିଠାର ଭଳି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ସମେତ ଓଡ଼ିଶାର ବିକାଶକୁ ଅଣଦେଖା କରୁଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ଅନୁଗୋଳରୁ ୬୦ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ଅନୁଗୋଳକୁ କ'ଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ…

ବ୍ୟଞ୍ଜନ ଦ୍ୱାଦଶୀ: ୮୫୧ ପ୍ରକାର ଖାଦ୍ୟରେ ମହକିଲା ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନ

ପୁରୀ: ଆଜି ହେଉଛି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥୀ । ଆଜିର ଦିବସରେ ଯଶୋଦା ମାଆ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି । ଏହି ଅବସରରେ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ…

ଧାନ କିଣାରେ ବ୍ୟାପକ ଦୁର୍ନୀତି: ଏମ.ଏସ.ପି ବୃଦ୍ଧି ସହ କୁଇଣ୍ଟାଲ ପିଛା ୬ଶହ ବୋନସ ଦାବି

ଭୁବନେଶ୍ଵର: ପୁଣି ଚାଷୀଙ୍କ ପାଇଁ ଗର୍ଜିଲା କିଷାନ କଂଗ୍ରେସ। ଧାନକିଣାରେ ବ୍ୟାପକ ଦୁର୍ନୀତି, ଟୋକନ, ଟାର୍ଗେଟ ଓ ମଣ୍ଡି ସମସ୍ୟାରେ ଘୋର ଅବ୍ୟବସ୍ଥା ନେଇ ସରକାରଙ୍କୁ ଟାର୍ଗେଟ କରିଛି। ଏଥିସହ ଏମ.ଏସ.ପି ବୃଦ୍ଧି ଓ ପ୍ରତି କୁଇଣ୍ଟାଲରେ ୬ଶହ ଟଙ୍କା ବୋନସ ଦେବାକୁ କିଷାନ କଂଗ୍ରେସ ପକ୍ଷରୁ…

୫୫ ନମ୍ବର ଜାତୀୟ ରାଜପଥ ଦେଶର ସବୁଠୁ ବିପଜ୍ଜନକ ରାସ୍ତା କହିଲା ବିଜେଡି, ଦୋଷ ଲଦିଲା ବିଜେପି

ଭୁବନେଶ୍ୱର: ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପ୍ରକଳ୍ପର ମନ୍ଥର ଅଗ୍ରଗତିକୁ ନେଇ ବିଜେଡି ଓ ବିଜେପି ରବିବାର ପରସ୍ପରକୁ  ଦୋଷାରୋପ କରିଛନ୍ତି। ବିଜେଡି ନେତା ଗୌତମ ବୁଦ୍ଧ ଦାସ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ୫୫ ନମ୍ବର ଜାତୀୟ ରାଜପଥକୁ ଓଡ଼ିଶାର ଲାଇଫ୍ ଲାଇନ୍ ଭାବେ…

ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ: ଗ୍ରାହକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ ପୁସ୍ତିକା ଉନ୍ମୋଚିତ…

ଦୁଇ କୋଟି ଟଙ୍କା ପାଇଁ ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ଦେବଗଡ଼: ଦେବଗଡ଼ ସହରରେ ଜଣେ ୬ ବର୍ଷର ନାବାଳିକାକୁ ଅପହରଣ କରାଯିବା ପରେ ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ତୁରନ୍ତ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଜିଲ୍ଲାର ହିମାଂଶୁ ନାରଙ୍ଗ, ଦୀପକ ନାୟକ, ରୋହିତ ପାତ୍ର ଓ ମହେଶ୍ୱର ଶଗଡିଆ। ଦୁଇ କୋଟି ଟଙ୍କା…