Latest Odisha News

BREAKING NEWS

Browsing Category

ଓଡିଶା

Odisha

ଐତିହ୍ୟକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ : ବିଶ୍ବଭୂଷଣ ହରିଚନ୍ଦନ

ପୁରୀ : ପରିକ୍ରମା ପ୍ରକଳ୍ପ , ଚାରିଦ୍ବାର ଖୋଲିବା , ଭିଡ ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ  । ପ୍ରତିଦିନ ପୁରୀକୁ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ଆସୁଛନ୍ତି  । କିନ୍ତୁ ଶ୍ରୀଜିଉଙ୍କୁ ଦର୍ଶନ କରିବା…

ଦୁଇ ଦୁଇ ଥର ବିଧାୟକ ହୋଇଛି, ଏହି ପଦ ପାଇଁ ମୋର ଯୋଗ୍ୟତା ରହିଛି-ଉପବାଚସ୍ପତି ପ୍ରାର୍ଥୀ ସାଲୁଗା ପ୍ରଧାନ

ଭୁବନେଶ୍ୱର: ଜି.ଉଦୟଗିରିରୁ ଦୁଇ ଦୁଇ ଥରର ବିଧାୟକ ହୋଇଥିବା ସାଲୁଗା ପ୍ରଧାନ ହୋଇପାରନ୍ତି ଓଡ଼ିଶା ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି । ଶ୍ରୀ ପ୍ରଧାନ ଆଜି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ସାଲୁଗାଙ୍କୁ ଉପବାଚସ୍ପତି ପ୍ରାର୍ଥୀ କରି ବିଜେଡି ଖେଳିଛି ଆଦିବାସୀ କାର୍ଡ ।…

କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି : ଲମ୍ବା ଲାଇନରେ ଛିଡା ହୋଇ ଅଚେତ୍ ହେଲେ ଭକ୍ତ

ପୁରୀ: ଚାଲିଛି ଧର୍ମମାସ କାର୍ତ୍ତିକ  । ଆଉ ଆଜି ହେଉଛି କାର୍ତ୍ତିକ ମାସର ଶେଷ ସୋମବାର । ପୁରୀ ଶ୍ରୀମନ୍ଦିରରେ ଦର୍ଶନ କରିବାକୁ ଭକ୍ତଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ଲମ୍ବା ଲାଇନରେ ଛିଡା ହୋଇ ମହାପ୍ରଭୂଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଭଳି ପରିସ୍ଥିତିରେ ଜଣେ…

ଭୀମସାରର ଡାକ୍ତର ସଞ୍ଜିବ ମିଶ୍ରଙ୍କୁ ମିଳିଲା ସମ୍ମାଜନକ ନାଶନାଲ ଏକାଡେମିକ ଏକ୍ସଲେନ୍ସ ଆୱାର୍ଡ

ଭୁବନେଶ୍ୱର:ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭୀମସାର) ବୁର୍ଲାର କମ୍ୟୁନିଟି ମେଡିସିନ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଡା ସଞ୍ଜୀବ ମିଶ୍ରଙ୍କୁ ସମ୍ମାନଜନକ ନାଶନାଲ ଏକାଡେମିକ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି । ଶିକ୍ଷା, ଅନୁସନ୍ଧାନ…

କ୍ରିକେଟ ଖେଳ ନିଶା ହେଲା କାଳ: ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ

ଯାଜପୁର : କ୍ରିକେଟ ଖେଳ ନିଶା ହେଲା କାଳ। ଭାରତର ପରାଜୟ କୁ ସହ୍ୟ ନ କରି ପାରି ଜୀବନ ହାରିଲେ ୨୩ବର୍ଷୀୟ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରୀ ପଞ୍ଚାୟତ କୁଳସାହି ଗାଁରେ । ମୃତକ ଗାଁର ନୀଳମଣି ଦାସ ଙ୍କ ସାନ ପୁଅ ଦେବରଞ୍ଜନ ଦାସ ବୋଲି…

ପୁଣି ଅଲୋଡା ହେଲା ଶିଶୁ କନ୍ୟା: ପୋଲତଳୁ ମିଳିଲା ନବଜାତକର ମୃତଦେହ

ବାଲେଶ୍ବର : ପୁଣି ଅଲୋଡା ହେଲା ଶିଶୁ କନ୍ୟା  । ଏମିତି କିଛି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅରଡ ବଜାରରୁ । ଲୁଣିଆ ଝୋଡି ପୋଲ ନିକଟରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । କିଏ ଓ କାହିଁକି ଏଠାରେ ମୃତଦେହ ଫିଙ୍ଗିଛି , ତାହା ବର୍ତ୍ତମାନ…

କଡା ସୁରକ୍ଷା ମଧ୍ୟରେ ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ମୁର୍ମୁ  । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଏଠାରେ  ପହଞ୍ଚିଛନ୍ତି ରାଷ୍ଟ୍ରପତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଷ୍ଟ୍ରପତିଙ୍କୁ   ବାରିପଦା…

ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ନୟାଗଡ : ଥମୁନି ବାଘ ଛାଲ ବେପାରୀଙ୍କ ପ୍ରାର୍ଦୁଭାବ  । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡି ବସିଲା ଏସଟିଏଫ୍ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଅଞ୍ଚଳରେ ।  ସୂଚନା ଅନୁସାରେ ଦୁଇ ଜଣ ବାଘ ଛାଲ ବେପାରୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକିବାକୁ…

ବଲାଙ୍ଗୀରରେ ବନ ବିଭାଗର ଗଜସାଥୀଙ୍କୁ କଚାଡିଲା ହାତୀ

ବଲାଙ୍ଗୀର: ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ବଲାଙ୍ଗୀରରୁ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା  । ହାତୀ ଆକ୍ରମଣରେ ବନ ବିଭାଗର ଗଜସାଥୀ ଗୁରୁତର ହୋଇଛନ୍ତି । ଗୁରୁତର ଜଙ୍ଗଲ ବିଭାଗ…

ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ : ଆଜି ନାମାଙ୍କନ ଦାଖଲ

ଭୁବନେଶ୍ବର : ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ । କାଲି ସକାଳ ୯ଟା ୩୦ରେ ଭୋଟ୍ ଗ୍ରହଣ ହେବ । ଏଥିଲାଗି ଆଜି ନାମାଙ୍କନ ଦାଖଲ ହେବ  । ଏ ନେଇ ସମସ୍ତ ସଦସ୍ୟଙ୍କୁ ଚିଠି ଲେଖିଥିଲେ ବିଧାନସଭା ସଚିବ  । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ପଦବୀ ଖାଲି ପଡିଛି । କିଛି ଦିନ ତଳେ ସେ…