Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯାତ୍ରୀଙ୍କ ସୁରକ୍ଷା ନେଇ ରାତିରେ ବନ୍ଦ ରହିବ ଟ୍ରେନ୍ ଚଳାଚଳ

ରାଉରକେଲା: ଚକ୍ରଧରପୁର-ରାଉରକେଲା ମାଓବାଦୀ ପ୍ରବଣ ଅଞ୍ଚଳରେ ରାତିରେ ବନ୍ଦ ରହିବ ଟ୍ରେନ ଚଳାଚଳ । କେବଳ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ବୋର୍ଡ଼ ପକ୍ଷରୁ ନିର୍ଦ୍ଦେଶ ଆସିଲେ ଟ୍ରେନ ଚଳାଚଳ ବନ୍ଦ ରଖାଯିବ ବୋଲି ଚକ୍ରଧରପୁର ରେଳବାଇ ସିନିୟର ଡିସିଏମ୍ ଗଜରାଜ ସିଂ କହିଛନ୍ତି ।…

ନୂଆ ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତି: ଘେରିଲେ ବିରୋଧୀ, ବ୍ୟାକଫୁଟରେ ଶାସକ ଦଳ

ଭୁବନେଶ୍ୱର: ନୂଆ ଜିଲ୍ଲା ପ୍ରତିଷ୍ଠା ନେଇ ସରକାରଙ୍କ ସାମର୍ଥ୍ୟ ଉପରେ ଓଡ଼ିଶା ହାଇକୋର୍ଟ କଟକଣା ଜାରି କରିବା ପରେ ଶୁକ୍ରବାର ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟ ଦୋହଲି ଯାଇଛି। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କର ପ୍ରକୃତ ଉଦ୍ଦେଶ୍ୟ ନଥିବା ଅଭିଯୋଗ କରି ବିଜେପି ନେତା…

ଡିଏମଡି ରୋଗର ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି, ସାମିଲ ହେଲେ ଛୋଟ ଛୁଆ

ଭୁବନେଶ୍ୱର: ଡୁଚେନ୍ ମସ୍କୁଲାର ଡିଷ୍ଟ୍ରୋଫି (ଡିଏମଡି) ରୋଗରେ ପୀଡିତ ଶିଶୁମାନେ ଶୁକ୍ରବାର ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣା ଦେବା ସହ ସେମାନଙ୍କ ଚିକିତ୍ସା ଓ ସୁସ୍ଥତା ପାଇଁ ସରକାରୀ ସହାୟତା ଦାବି କରିଛନ୍ତି। ଓଡ଼ିଶା ଡୁଚେନ୍ ମସ୍କୁଲାର୍ ଡିଷ୍ଟ୍ରୋଫି ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି…

ବର୍ଷକ ମଧ୍ୟରେ ସୁନ୍ଦରଗଡରେ ଦ୍ବିତୀୟ ଥର ମାଓ ପୋଷ୍ଟର, ଲୋକେ ଆତଙ୍କିତ

ସୁନ୍ଦରଗଡ: ଚଳିତ ବର୍ଷ ମାର୍ଚ୍ଚ ୨୪ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲାରେ ପିପୁଲ୍ସ ଲିବରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲ୍ଏଫ୍ଆଇ)ର କେନ୍ଦ୍ରୀୟ କମିଟି ସଦସ୍ୟ ପ୍ରେମ କୁମାର ଯାଦବଙ୍କ ନାମ ଥିବା ଏକ ମାଓ ପୋଷ୍ଟର ଉଦ୍ଧାର କରାଯାଇଥିଲା। ଏହାପରେ ଶୁକ୍ରବାର ପୁଣିଥରେ ଏହି ଅଞ୍ଚଳରେ ମାଓ ପୋଷ୍ଟର…

ସନ୍ଦିଗ୍ଧ ଆତଙ୍କୀ ବୁଖାରୀ ଯୁକ୍ତ ଦୁଇ ଫେଲ୍, କିନ୍ତୁ ଛଅଟି ଭାଷାରେ ଦକ୍ଷ

ଯାଜପୁର: ଧରାପଡ଼ିଥିବା କାଶ୍ମୀରର ଠକ ତଥା ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ ବୁଖାରୀର କଲ୍ ଡିଟେଲ୍ ରିପୋର୍ଟ (ସିଡିଆର)କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍) ହାତରେ ଲାଗିଛି। ସମ୍ଭାବ୍ୟ ଆତଙ୍କବାଦୀ ସଂଯୋଗ ନେଇ ବୁଖାରୀ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି। ତଦନ୍ତ ସହ…

ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ଜାନୁଆରୀରେ ଓଡ଼ିଶା ଆସିବେ: ପିସିସି ସଭାପତି

ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ନିଜର ସ୍ଥିତିକୁ ମଜଭୁତ କରିବା ପ୍ରୟାସରେ କଂଗ୍ରେସ ଦଳର ଅନେକ ବରିଷ୍ଠ ନେତା ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିବାର ଯୋଜନା କରିଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶରତ ପଟ୍ଟନାୟକ ଏଆଇସିସି ସଭାପତି…

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭ ସ୍ତମ୍ଭ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭ ସ୍ତମ୍ଭ । ବରଗଡ ର ୭୬ ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ୨୦୨୪ ଜାନୁୟାରୀ ୧୫ ତାରିଖ ରୁ ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି…

ଆଦିମାତା ମଠର ପ୍ରତିଷ୍ଠାତା ବାବା ପ୍ରହଲ୍ଲାଦ ଦାସଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହଣ ପଞ୍ଚାୟତର କୋଷିଦା ବରଗୁଡ଼ିପଡ଼ା ଗ୍ରାମରେ ଥିବା ଆଦିମାତା ମଠର ପ୍ରତିଷ୍ଠାତା ବାବା ପ୍ରହଲ୍ଲାଦ ଦାସ ଙ୍କୁ ହତ୍ୟା । ଆଜି ମଧ୍ୟାହ୍ନ ସମୟରେ ମଠ ପରିସରରେ ଖାଉଥିବା ବେଳେ ନାରଦିଆ କେଳା ସାହିର ବାନା ଦାସ ନିଶାସକ୍ତ ଅବସ୍ଥାରେ ଏକ…

ରାଜ୍ୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରାଯିବ: ଅମିୟ ପାଣ୍ଡବ

ଭୁବନେଶ୍ୱର: ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରିବାପାଇଁ ଏଆଇସିସି ପକ୍ଷରୁ ପୁର୍ନଗଠନ କରାଯାଇଛି । ପିସିସି ମୁଖପାତ୍ର ତଥା ପିସିସି ଇସ୍ତାହାର କମିଟି ସଦସ୍ୟ ଅମିୟ ପାଣ୍ଡବଙ୍କୁ ରାଜ୍ୟ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଏଆଇସିସି ପକ୍ଷରୁ…

ରାଉରକେଲାରେ ଝାଡାବାନ୍ତି ରୋକିବାକୁ ତତ୍ପର ୱାଟକୋ, ଚାଲିଛି ପାଇପ ମରାମତି

ରାଉରକେଲା: ସହରରେ ଝାଡ଼ାବାନ୍ତି ବ୍ୟାପିବା ପରେ ଏହାକୁ ରୋକିବାକୁ ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା ୱାଟକୋ ତତ୍ପର ହୋଇ ପଡ଼ିଛି । ରାଉରକେଲାର ୬୦ରୁ ଅଧିକ ସ୍ଥାନରେ ପାଣି ପାଇପ ଲିକେଜର ମରାମତି କରାଯାଇଛି। ସହରର ସମସ୍ତ ପାଣିଟାଙ୍କି ସଫା କରାଯାଉଛି। ଏଥିସହ ଚିହ୍ନିତ ହଟସ୍ପଟ୍ ଅଞ୍ଚଳରେ ଜଳର…