Latest Odisha News

BREAKING NEWS

Browsing Category

ଓଡିଶା

Odisha

କଳିଙ୍ଗ ହସ୍ପିଟାଲ୍ ସମ୍ପ୍ରସାରଣ ଅନାବରଣ ଉତ୍ସବ: ଉଲ୍ଲେଖନୀୟ ରୋଗୀ ସେବା ପ୍ରତି ପ୍ରତିବଦ୍ଧତା

ଭୁବନେଶ୍ୱର: ରୋଗୀ ସେବାରେ ଉତ୍କର୍ଷତା ପ୍ରଦାନ ପାଇଁ ଉତ୍ସର୍ଗୀକୃତ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କଳିଙ୍ଗ ହସ୍ପିଟାଲ ଲିମିଟେଡ୍, ଭୁବନେଶ୍ୱର ପକ୍ଷରୁ ହସ୍ପିଟାଲର ସମ୍ପ୍ରସାରଣ ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ଅତ୍ୟାଧୁନିକ ସୁବିଧାଗୁଡ଼ିକର ଉନ୍ମୋଚନ ଏବଂ…

ଫେରିଲା କରୋନା, ଫେରିଲା ମାସ୍କ : ରାଜ୍ୟରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ବର : କରୋନା କଡ ଲେଉଟାଇବା ପରେ ତତ୍ପର ହେଲା ସ୍ବାସ୍ଥ୍ୟ ବିଭାଗ  । ଆଜି ରାଜ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । କରୋନା ପାଇଁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ…

ଘର ଛାଡିବାକୁ କହିବାରୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମାମ ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ହତ୍ୟା । ଘର ଛାଡିବାକୁ କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ । ମୃତକ ଜଣଙ୍କ ହେଉଛନ୍ତି ବାଉଁଶପାଳ ଶଅରସାହିର ରୋହିତ ପ୍ରଧାନ । ସୂଚନା ଅନୁସାରେ, ରୋହିତ ଆଜକୁ ବର୍ଷେ ତଳେ…

ଭାରତର ଏହି ସ୍ଥାନରେ ଖୁବ୍ ଧୁମଧାମରେ ପାଳନ କରାଯାଏ ଖ୍ରୀଷ୍ଟମାସ୍, ଆପଣ ମଧ୍ୟ ଚାହିଁଲେ ହୋଇପାରିବେ ସାମିଲ

ଭୁବନେଶ୍ଵର: ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ୨୫ ଡିସେମ୍ବରରେ ମେରୀ ଖ୍ରୀଷ୍ଟମାସ ପାଳନ କରାଯାଏ । ପ୍ରତିବର୍ଷ ପ୍ରଭୁ ଯୀଶୁଙ୍କ ଜନ୍ମଦିନରେ ସାଣ୍ଟା କ୍ଲଜ୍ ମଧ୍ୟ ଖୁସି ବଣ୍ଟନ କରନ୍ତି ଏବଂ ପିଲାମାନଙ୍କୁ ଉପହାର ଦିଅନ୍ତି । ଲମ୍ବା ଧଳା ଦାଢ଼ି, ନାଲି ପୋଷାକ, ହାତରେ…

ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ, ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଲେ ଆଦିବାସୀ ମନ୍ତ୍ରୀ…

ରାୟଗଡା: ଗୁଣୁପୁର ସଦର ଚଇତି ମଣ୍ଡପରେ ଚାଲିଛି ରାୟଗଡା ଜିଲ୍ଲାର ଲୋକ ମହୋତ୍ସବ ଚଇତି ଇଡିତାଲ । ମନ ମୋହୁଛି ରଙ୍ଗ ବେରଙ୍ଗର ଆଲୋକମାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ । ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମୁଛନ୍ତି ଗୁଣୁପୁରବାସୀ । ଲୋକମହୋତ୍ସବ ଚଇତି ଇଡିତାଲର ପ୍ରଥମ ଦିନରେ ଯୋଗ ଦେଇଥିଲେ…

ପୁଣି ଫେରିବ କି ଲକଡାଉନ, ଓଡିଶାରୁ ଚିହ୍ନଟ ହେଲେ ଜଣେ କୋଭିଡ ଆକ୍ରାନ୍ତ

ଭୁବନେଶ୍ଵର: ଦେଶରେ ଉତ୍କଟ ହେଉଛି କରୋନା ସମସ୍ୟା । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ନଜରରେ ରଖି ପୁଣି ଥରେ ଲକଡାଉନ ଭଳି ସମସ୍ୟା ଦେଖାଦେବା ନେଇ ସନ୍ଦେହ ଉପୁଜିଛି । ଏକ ମାସ ମଧ୍ୟରେ ସାରା ବିଶ୍ୱରେ ୮.୫ ଲକ୍ଷ ନୂଆ ମାମଲା ରିପୋର୍ଟ ପ୍ରକାଶ ପାଇଛି । ଏନେଇ ଚିନ୍ତା ପ୍ରକଟ କରିଛି WHO ।…

ୟୁଟ୍ୟୁବରଙ୍କ ସହ ପାଣ୍ଡିଆନଙ୍କ ଶ୍ରୀମନ୍ଦିର ପରିଦର୍ଶନକୁ ନେଇ ସୋସିଆଲ ମିଡିଆରେ ବିଜେଡି-ବିଜେପିର ବ୍ଲେମଗେମ: କାମିୟା…

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ନେଇ  ବିଜେଡି ନେତା  ପାଣ୍ଡଆନ ପ୍ରବେଶ କରିବା ଏବଂ ଏହାର ଭିଡିଓ ସୁଟ କରି ଭାଇରାଲ କରିବା ଘଟଣାକୁ ନେଇ ଆରମ୍ଭ ହୋଇଛି ବିବାଦ । ସୋସିଆଲ ମିଡିଆରେ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବ୍ଲେମ ଗେମ…

ନନ୍ଦନକାନନରେ ୪ ନୂଆ ଅତିଥି: ଡିସେମ୍ବର ୨୯ ପ୍ରତିଷ୍ଠା ଦିବସରେ ଦେଖିପାରିବେ ପର୍ଯ୍ୟଟକ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି । ଦୁଇଟି ଓ୍ବାଲାବି ଏବଂ ପ୍ରଥମଥର ଦୁଇଟି ଲିଭିଂ ଷ୍ଟୋନ୍ ଟୁରାକୋ ଆସିଲେ । ଦୀର୍ଘ ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି। ସେମାନଙ୍କ ମଧ୍ୟରୁ ଗୋଟିଏ…

୧୦ ଡିଗ୍ରୀ ତଳେ ୧୦ ସହର : ୫.୮ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ ।  ପ୍ରବଳ ଜାଡ଼ରେ ଥରୁଛନ୍ତି ଓଡିଶାବାସୀ  । କହିବାକୁ ଗଲେ ପୁରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ସକାଳ ୧୦ଟା ନହେଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଘରୁ ପାଦ କାଢିଲେ ଲୋଡା ପଡୁଛି ଶୀତ ବସ୍ତ୍ର । ଶୀତରୁ ରକ୍ଷା ପାଇବା…

ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲାର ମୋବାଇଲ୍ ଟାୱାର

ସୁନ୍ଦରଗଡ଼: ଏଣିକି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲାର ମୋବାଇଲ ଟାୱାର । ସେଥିପାଇଁ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ନିର୍ମାଣ ଚାଳିଛି ୨ଟି ସୋଲାର୍ ମୋବାଇଲ୍ ଟାୱାର । ଫଳରେ ସୁରକ୍ଷାବାହିନୀ ସହ ଯୋଗଯୋଗ ସହଜ ଓ ସୁଗମ ହୋଇପାରିବ । ଏହାଦ୍ୱାରା ଏହି ଅଞ୍ଚଳରେ ମାଓବାଦୀ ଗତିବିଧି…