Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାର୍କ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଧାୟକ : ଗାଁ ଲୋକ କହିଲେ ଆଗ ରାସ୍ତା ମରାମତି , ପରେ ପାର୍କ

ଲାଞ୍ଜିଗଡ : ଆଗେ ରାସ୍ତା ମରାମତି କର , ତା ପରେ ବିଧାୟକଙ୍କୁ ଗାଁ ଭିତରକୁ ପଶିବାକୁ ଦେବୁ  । ଏହା ଥିଲା କିଛି ଗାଁ ଲୋକଙ୍କ ଦାବି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି  କଳାହାଣ୍ଡି ଜିଲ୍ଲା ନିୟମଗିରି ପାହାଡର ପାଦଦେଶରେ ଥିବା ତ୍ରିଲୋଚପୁରର ଗାଁ ରେ  । ଏଠାରେ ଗାଁକୁ ସଂଯୋଗ…

ଜଗତସିଂହପୁରରେ ହିଟ ଆଣ୍ଡ ରନ କେସ: ଦୁଇ ଆଇଓସିଏଲ କର୍ମଚାରୀଙ୍କ ମୃତ୍ୟୁ

ପାରାଦୀପ:ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେ(IOCL)ର ଦୁଇ କର୍ମଚାରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରାଗଡ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।  ଏକ ଏସୟୁଭି  ଆଇଓସିଏଲ କର୍ମଚାରୀଙ୍କ ବାଇକକୁ ଧକ୍କା ଦେଇ ଘୋଷାରି…

ସପ୍ତପାତୃକା ବେଶରେ ମା’, ଷଷ୍ଠ ଦିନରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକ ର ଆରାଧ୍ୟ ଦେବି ମାଆ ଭଦ୍ରକାଳୀ ସକଳ ଶକ୍ତିର ଆଧାର । ସେ ଆଦ୍ୟାଶକ୍ତି, ସର୍ବବ୍ୟାପିନି, ପରମା ବିଦ୍ୟା ମହାମାୟା ଓ ପରଂବ୍ରହ୍ମ ରୂପିଣୀ । ମାଆ ଶାନ୍ତ, ପୁଣି ସୌମ୍ୟା ଓ ପରମବୈଷ୍ଣବୀ । ମାଆ ପୀଠରେ ସଦାସର୍ବଦା ବିଶ୍ଵମାତା ବେଶରେ ପୂଜା ପାଇଥାନ୍ତି । ହେଲେ ଜଗତ କଲ୍ୟାଣ…

ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ଉପରେ ରୋକ୍

ଭୁବନେଶ୍ବର : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ନଭେମ୍ବର ୧୪ ତାରିଖରେ ଜମି ହସ୍ତାନ୍ତର ନେଇ କ୍ୟାବିନେଟରେ ନିଷ୍ପତ୍ତି…

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି : ୧୨୦ଦିନ ମଧ୍ୟରେ କାମ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ : ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଏନଓସି ।  ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ। ୫ ବର୍ଷ ହେବ ଫାଟି ଆଁ କରିଛି ଶ୍ରୀମନ୍ଦିର ନାଟମଣ୍ଡପ ବିମ୍  । ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ…

ଦୀର୍ଘ ୧୩ ବର୍ଷର ଅପେକ୍ଷାର ହେବ ଅନ୍ତ, ଆଜି ଉଦଘାଟନ ହେବ ନନ୍ଦନକାନନ ରୋପ-ୱେ

ଭୁବନେଶ୍ଵର: ସବୁ ଅପେକ୍ଷାର ହେବ ଅନ୍ତ । ଦୀର୍ଘ ୧୩ ବର୍ଷ ପରେ ଉଦଘାଟନ ହେବ ନନ୍ଦନକାନନ ରୋପ-ୱେ । ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌‌ଘାଟନ କରିବେ । ଆସନ୍ତାକାଲିଠୁ ପୁଣି ଥରେ ରୋପ-ୱେର ମଜା ଉଠାଇବେ ପର୍ଯ୍ୟଟକ । ରୋପ-ୱେ ଦ୍ୱାରା…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମିଧିଲି’: ଜାଣନ୍ତୁ, କେଉଁଠି କରିବ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆଜି ବାତ୍ୟା ରୂପ ନେବ । ବାତ୍ୟାର ନାଁ ରଖାଯାଇଛି 'ମିଧିଲି' । ଏହା ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି । ଏହା ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ…

ଦମ୍ପତିଙ୍କୁ ପୋଡି ମାରିବା ଅଭିଯୋଗରେ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ଯାଜପୁର ରୋଡ ଅତିରିକ୍ତ ଜିଲ୍ଲା ଦୌରାଜଜ ଗୁରୁବାର ଏକ ମାମଲାର ଶୁଣାଣି କରି ୧୭ଜଣଙ୍କୁ ଆଜୀବନ କାରାଦଣ୍ଡା ଦେଶ ଶୁଣାଇଛନ୍ତି । ୨୦୨୦ରେ ଗୁଣିଗାରେଡି ସନ୍ଦେହରେ ଏକ ଦମ୍ପତିଙ୍କ ହତ୍ୟା ଅଭିଯୋଗରେ କୋର୍ଟ  ୧୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।…

ରାସ୍ତା ପାର ହେଉଥିଲେ, ପିଟି ଦେଲା ଟ୍ରକ: ଚାଲିଗଲା ୩ ଜୀବନ

ଅନୁଗୋଳ: ବିଳମ୍ବିତ ରାତିରେ ଦୁର୍ଘଟଣା । ରାସ୍ତା ପାର ହେଉଥିବବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା  । ଚାଲିଗଲା ୩ ଜଣଙ୍କ ଜୀବନ । ଦୁର୍ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରଗାପାଲିରେ । ଜଣେ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ…

ବାବା ବେଶରେ ଗଞ୍ଜେଇ ବେପାରୀ, ରାଜଧାନୀରୁ ଗିରଫ

ଭୁବନେଶ୍ୱର: ବାବା ବେଶରେ ଗଞ୍ଜେଇ ବେପାରୀ। ଧର୍ମ ପ୍ରଚାର ଆଳରେ କରୁଥିଲେ ଗଞ୍ଜେଇ ବେପାର। ଭଡ଼ା ଘରେ କରିଥିଲେ ଗୋଦାମ। ପେଶାଦାର ଅପରାଧୀ ସହ ମିଶି କରୁଥିଲେ ବେପାର। ଫୁଲବାଣୀରୁ ଆଣି ସ୍କୁଟି ସାହାଯ୍ୟରେ କରୁଥିଲେ ବେପାର। ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ଦୀର୍ଘବର୍ଷ ଧରି ବାବା…