Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୋଲଡେନ ବାବାର ୨୮ ଲକ୍ଷ ଟଙ୍କାର ଅଡି କାର୍‌ ଜବତ

ଭୁବନେଶ୍ୱର : ଗୋଲଡେନ ବାବାର ଅଡି କାର୍‌କୁ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭୁବନେଶ୍ୱର ସିଆରପି ଛକରୁ ଗାଡ଼ି ଜବତ କରାଯାଇଛି । ଇଡି କବଳରୁ ଖସିଗଲେ ଗୋଲଡେନ୍‌ ବାବା । ସୂଚନା ଅନୁଯାୟୀ, ଗତ ୨୦୨୦ ମସିହାରେ ସାଢ଼େ ୫ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟୋତି ରଂଜନ ବେହୁରା ଓରଫ…

ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର : ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ।ଏହି ଘଟଣାର ତଦନ୍ତ କରୁଛି ପୋଲିସ । ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ…

ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା, ୨ଜଣଙ୍କ ମିଳୁନି ପତ୍ତା

ରାଜନଗର : ବ୍ରାହ୍ମଣୀ ନଦୀରେ ଓଲଟିଲା ଯାତ୍ରୀବାହି ଡଙ୍ଗା । ଆଜି ସକାଳେ ଏକମାଣିଆ କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା । ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ, ଆଜି ସକାଳେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକମାଣିଆ ପଞ୍ଚାୟତରୁ ରାଜନଗର…

ଦୀପାଳି ଦାସଙ୍କ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଦାଖଲ କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ମୁଖ୍ୟ ହେଉଛନ୍ତି ନବୀନ। ତେବେ ଏହି ଉପନିର୍ବାଚନ ପାଇଁ ବିଜେଡି…

ଭୂତ ସଂଘର ସଭାପତି ଗିରଫ, ୨୦୧୩ ମସିହା ହତ୍ୟା ମାମଲାରେ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନିଜକ ଭୂତ ସଂଘର ସଭାପତି ବୋଲି ଦାବି କରୁଥିବା ବିପିନ କୁମାର ରାଉତରାୟ ଗିରଫ। ୨୦୧୩ ମସିହାର ଏକ ହତ୍ୟା ମାମଲାରେ ପୋଲିସ ଗିରଫ କରିଛି। କିଛି ଦିନ ହେବ ସୋଶିଆଲ ମିଡିଆରେ ବିଭିନ୍ନ ଗଣମାଧ୍ୟମକୁ ବିପିନ ରାଉତ ରାୟ ପ୍ରତିକ୍ରିୟା ଦେଇଥିଲେ। ଯାହାକୁ ନେଇ ସେ ସାରା ଓଡିଶାରେ…

କମିସନଙ୍କ ରିପୋର୍ଟ ଫାଇଲ୍ ଗାଏବ: ସରକାରକୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ୧୯୩୬ରୁ ୧୯୯୯ ଯାଏ ବିଚାର ବିଭାଗୀୟ କମିସନଙ୍କ ତଦନ୍ତ ସମ୍ପର୍କିତ ରିପୋର୍ଟ ଫାଇଲ୍ ଗୃହ ବିଭାଗର ସମ୍ବେଦନଶୀଳ ରେକର୍ଡରୁ ଗାଏବ ହୋଇଯାଇଛି। ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ବିଭାଗ ପକ୍ଷରୁ ସୂଚନା କମିସନଙ୍କ ନିକଟରେ ଦାଖଲ କରାଯାଇଥିବା ସତ୍ୟପାଠରୁ ଏହି ତଥ୍ୟ ପଦାକୁ ଆସିଛି।…

ସ୍କୁଲ ପାଠ୍ୟକ୍ରମରୁ ଡାରୱିନଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱ ବାଦ ଦେବା ଘଟଣାକୁ ଏଆଇଡିଏସ୍‌ଓର ତୀବ୍ର ନିନ୍ଦା

ଭୁବନେଶ୍ୱର: ସ୍କୁଲ ପାଠ୍ୟକ୍ରମରୁ ଡାରୱିନଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱ ବାଦ ଦେବା ଘଟଣାକୁ ଏଆଇଡିଏସ୍‌ଓ ତୀବ୍ର ନିନ୍ଦା କରୁଛି । ସ୍କୁଲ ପାଠ୍ୟକ୍ରମରୁ ଡାରୱିନଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ହଟାଇ ଦେବାର ଘୃଣ୍ୟ ଫାସିବାଦି ପଦକ୍ଷେପକୁ ବିରୋଧ କରି…

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ ପ୍ରଶଂସା

ଭୁବନେଶ୍ୱର: ଆଇଏମଏମ୍‌ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ଚତୁର୍ଥ ଦିନରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି…

ଡଙ୍ଗରିଆ କନ୍ଧ ଆଦିବାସୀ ନା ଏସ୍ଇବିସି ? ସିଏମଓର ଟ୍ୱିଟକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଜନଜାତିଙ୍କ ମଧ୍ୟରୁ ଡଙ୍ଗରିଆ କନ୍ଧ ଅନ୍ୟତମ । ଏମାନେ କୁଇ ଭାଷା କହିବା ସହ ସେମାନଙ୍କ ପୋଷାକ ଓ ଚାଲି ଚଳଣି ଅନ୍ୟମାନଙ୍କ ଠାରୁ ଭିନ୍ନ । ଏମାନେ ଘଞ୍ଚ ଜଙ୍ଗଲରେ ରୁହନ୍ତି । ନିୟମଗିରି ପାହାଡ଼ରେ ବସବାସ କରନ୍ତି । ହେଲେ ଏହି ଆଦିମ…

କାମ ନଥିଲେ ବିଜେବି କଲେଜରେ ପ୍ରବେଶ କରନ୍ତୁ ନାହିଁ, ଗେଟ୍ ଆଗରେ ଲାଗିଲା ନୋଟିସ୍

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱର ବିଜେବି କଲେଜରେ ତିନି ଜଣ ଛାତ୍ରଙ୍କୁ ଛୁରା ମାଡ଼ ଘଟଣା ପରେ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କଲେଜ କର୍ତ୍ତୃପକ୍ଷ ସମସ୍ତ ପ୍ରବେଶ ପଥରେ ପୋଷ୍ଟର ଲଗାଇ ବାହାର ଲୋକଙ୍କୁ କଲେଜ କାମ ନଥିଲେ ପ୍ରବେଶ ନକରିବାକୁ ନିବେଦନ କରିଛନ୍ତି। ଏଥିସହିତ…