Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ବରର ପ୍ରମୁଖ ରାସ୍ତାରେ ପାର୍କିଂ ମନା, ଜାରି ହେଲା କଟକଣା…

ଭୁବନେଶ୍ବର: ଭୁବନେଶ୍ବର ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଯାନବାହାନର ଅନିୟମିତ ପାର୍କିଂ ଯୋଗୁଁ ଟ୍ରାଫିକ ବାଧା ସୃଷ୍ଟି କରୁଛି। ଯାହା ଫଳରେ ଭିଡ଼, ଯାତ୍ରୀମାନଙ୍କୁ ଅସୁବିଧା ଏବଂ ସାଧାରଣ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ସୃଷ୍ଟି ହୋଇଥାଏ। ଭୁବନେଶ୍ବରରେ ସୁନିୟନ୍ତ୍ରିତ ଟ୍ରାଫିକ୍…

Operation Green Clean: ଚାଲିଛି ଅପରେସନ ଗ୍ରୀନ କ୍ଲିନ୍‌; ମାସେ ହେଲାଣି ୨୫୦୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ

ବୌଦ୍ଧ:ଅପରେସନ ଗ୍ରୀନ କ୍ଲିନ୍‌ ଅଧିନରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଗତ ଅକ୍ଟୋବର ୨୭ରୁ ଆରମ୍ଭ ହୋଇଛି ଗଞ୍ଜେଇ କଟା ଅଭିଯାନ । ପ୍ରାୟ ଗୋଟିଏ ମାସ ମଧ୍ୟରେ ୨୫୦୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୬୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଛି । ୨୫୦୦ ଏକରରୁ…

ଆରମ୍ଭ ହେବ ବିଧାନସଭା ଅଧିବେଶନ, ଜାଣନ୍ତୁ କେଉଁ ରାସ୍ତା ଦେଇ ଯାତାୟାତ କରିବେ…

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଆସନ୍ତା ୨୭.୧୧.୨୦୨୫ ଠାରୁ ୩୧.୧୨.୨୦୨୫ ପର୍ଯ୍ୟନ୍ତ ହେବ। ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ଜନସାଧାରଣଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତା ମାନଙ୍କରେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ର ଧାରା ୨୮…

ନିଖୋଜ ଥିଲେ ଆଇନଜୀବୀ, ପୋଖରୀରୁ କାର୍ ସହ ଗଳିତ ମୃତଦେହ ଉଦ୍ଧାର

ମୟୁରଭଞ୍ଜ: ନିଖୋଜ ଆଇନଜୀବୀଙ୍କ ମିଳିଲା ଗଳିତ ମୃତଦେହ । ଆଇନଜୀବୀ ଗୁଲେଶ ଚନ୍ଦ୍ର ଗୋଚ୍ଛାୟତ (୪୨)ଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସେପ୍ଟେମ୍ବରରୁ ଘରୁ କୁଆଡେ ପଳାଇଥିଲେ । ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ଝାରପୋଖରୀଆ ଥାନା ଅର୍ନ୍ତଗତ ସିଲଫୋଡି…

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଜୀବନରୁ ମାରିଦେବାକୁ ମିଳୁଛି ଧମକ: ଥାନାରେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅଭିଯୋଗ

ଭଦ୍ରକ: ଭଣ୍ଡାରିପୋରୀ ପଞ୍ଚାୟତ ସମିତି ଅଧ୍ଯକ୍ଷା ସୁମତୀ ସେଠୀ ବିଜେପିରେ ଯୋଗ ଦେବାକୁ କିଛି ଦିନ ପୂର୍ବରୁ ଦରଖାସ୍ତ କରିଥିଲେ। କିନ୍ତୁ ଏହାପରେ ତାଙ୍କୁ ଧମକ ମିଳୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଭାରତୀୟ ଜନତା ପାର୍ଟିରେ…

ମୁଖ୍ୟମନ୍ତ୍ରୀ ‘ଆମ ପାଇଁ ମସିହା’; କାହିଁକି ଏଭଳି କହିଲେ ମହିଳା

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ ପାଇଁ ଉଦ୍ୟମ କରିଛନ୍ତି ସେ। ଏଥିପାଇଁ ଦୀର୍ଘ ଦିନ ପରେ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପୁନଃସ୍ଥାପିତ କରିଛନ୍ତି। ଆଜି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…

Sambalpur Zoo: ସମ୍ବଲପୁର ଚିଡିଆଖାନାକୁ ଆସିବେ ଏହି ୪ ନୂଆ ଅତିଥି

ସମ୍ବଲପୁର: ସମ୍ବଲପୁର ଚିଡିଆଖାନାକୁ ଆସିବେ ୪ ମହାବଳ ବାଘ l ଏଥିପାଇଁ ପୂର୍ବରୁ ନ୍ୟାସନାଲ ଜୁ ଅଥରିଟି ଅନୁମତି ପ୍ରଦାନ କରିସାରିଛି l ମହାବଳ ବାଘଙ୍କ ପାଇଁ ନିର୍ମାଣ ହେବ ୧୫୦୦ ବର୍ଗମିଟରର ଟାଇଗର ଏନକ୍ଲୋଜର l ଦେଶର ଅନ୍ୟ ଚିଡିଆଖାନାରୁ ଏହି ୪ ମହାବଳ ବାଘ ଆସିବେ ବୋଲି ସୂଚନା ରହିଛି ।…

ନାବାଳିକାଙ୍କୁ ଗଣଦୁଷ୍କର୍ମ; ପୁରୁଷ ବନ୍ଧୁଙ୍କ ସହ ୬ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଜଣେ ୧୭ ବର୍ଷୀୟା ଝିଅକୁ ଜଣେ ସୁରକ୍ଷା କର୍ମୀଙ୍କ ସମେତ ଛଅ ଜଣ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୀଡ଼ିତା ଜଣକ ବାଘମାରିର ବାସିନ୍ଦା ଅଟନ୍ତି ଓ ସେ ଯୁକ୍ତ ୨ ର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତେବେ ସେ ନଭେମ୍ବର ୧୮…

SI exam scam: ସିବିଆଇରେ ହାଜର ହେଲେ ଆଉ ୩ ପରୀକ୍ଷାର୍ଥୀ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଅନିୟମିତତା ମାମଲାରେ ତଦନ୍ତ ଜାରି ରଖିଛି ସିବିଆଇ ଟିମ୍ । ସିବିଆଇରେ ଆଜି ଆଉ ତିନି ଜଣ ପରୀକ୍ଷାର୍ଥୀ ହାଜର ହୋଇଛନ୍ତି । ହାଜର ପାଇଁ ସମନ କରିଥିଲା ସିବିଆଇ । ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ କାଗଜପତ୍ର ସହ ଏହି ତିନି ଜଣ ପରୀକ୍ଷାର୍ଥୀ ହଜାର…

ରାଜ୍ୟରେ ଘନ କୁହୁଡି ଆସ୍ତରଣ; ଅଦୃଶ୍ୟ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର  

ଭୁବନେଶ୍ୱର: ଘନ କୁହୁଡିରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଅଦୃଶ୍ୟ ହୋଇଯାଇଥିଲା। ଯାହାଫଳରେ ପର୍ଯ୍ୟଟକମାନେ ୧୩ଶ ଶତାବ୍ଦୀର ୟୁନେସ୍କୋ ବିଶ୍ୱ ଐତିହ୍ୟ ଢାଞ୍ଚାର ଉତ୍କୃଷ୍ଟ କାରୁକାର୍ଯ୍ୟ ଦେଖିପାରି ନଥିଲେ। ଯାହାକୁ ନେଇ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏସବୁ ସତ୍ତ୍ୱେ…