Latest Odisha News

BREAKING NEWS

Browsing Category

ଓଡିଶା

Odisha

Encounter In Rourkela: ୩ ଦୁର୍ଦ୍ଦାନ୍ତଙ୍କୁ ଏନ୍‌କାଉଣ୍ଟର;କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳ ଡକାୟତି ଘଟଣାରେ…

ରାଉରକେଲା:ପୋଲିସର ଏନକାଉଣ୍ଟରରେ ୩ ଅଭିଯୁକ୍ତ ଆହତ । ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଲହୁଣୀପଡ଼ା ଓ ଲାଠିକଟା ନିକଟରେ ୩ ଅପରାଧୀଙ୍କୁ ଏନ୍‌କାଉଣ୍ଟର ହୋଇଥିବା ସୂଚନା ରହିଛି । କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳ ଡକାୟତି ଘଟଣାରେ ସଂପୃକ୍ତି…

ସରକାରୀ ଅର୍ଥ ଆତ୍ମସାତ ମାମଲା: ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜେଲ ଦଣ୍ତାଦେଶ

ଫୁଲବାଣୀ:ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ୪ ବର୍ଷ ଜେଲ ଦଣ୍ତାଦେଶ । ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ଦଣ୍ତାଦେଶ ଶୁଣାଇଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଅଭିଯୁକ୍ତ ଜଣକ ହେଲେ ବାଲିଗୁଡା ବ୍ଲକର ସୀତାପଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ…

BJD: ବିଜେଡିର ପିଏସି ବୈଠକ; ନୂଆପଡ଼ା ନିର୍ବାଚନକୁ ନେଇ ହେଲା ତର୍ଜମା

ଭୁବନେଶ୍ବର:ନୂଆପଡ଼ା ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନକୁ ଖସି ଆସିଥିଲା । ଶୋଚନୀୟ ପରାଜୟ ପରେ ବିଜେଡିର PAC ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ…

President Murmu: ୨୭ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ନଭେମ୍ବର ୨୭ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୭ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାବେଳେ, ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ ।…

Robbery Case: ବହୁଚର୍ଚ୍ଚିତ ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନ ଲୁଟ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ

ଯାଜପୁର: ବହୁଚର୍ଚ୍ଚିତ ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନ ଲୁଟ୍ ମାମଲା । ମାଷ୍ଟରମାଇଣ୍ଡ ବିକାଶ ରାୟକୁ ବିହାରରୁ ଗିରଫ କଲା ପାଣିକୋଇଲି ପୋଲିସ । ବିହାର-ନେପାଳ ସୀମା ମୋତିହାରିରୁ ବିକାଶ ରାୟକୁ ଉଠାଇ ଆଣିଲା ପୋଲିସ । ବିହାର ଜେଲ୍‌ରେ ଥାଇ ବ୍ଲୁ ପ୍ରିଣ୍ଟ ରଚିଥିଲା, ଜେଲ୍‌ରୁ ଖଲାସ ପରେ…

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ୪ ହଜାର ନୂତନ ଶିଳ୍ପକୁ ବିଦ୍ୟୁତ ସଂଯୋଗ

ଭୁବନେଶ୍ୱର: ରାଜ୍ୟରେ ସେବାଯୋଗାଣ ପରଠାରୁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ଏକ ଦୃଢ଼ ୧,୭୦୦ ଏମଭିଏ ବିତରଣ କ୍ଷମତା ସହିତ ପ୍ରାୟ ୪ ହଜାର ନୂତନ ଶିଳ୍ପକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିଛନ୍ତି । ଏହା ଓଡ଼ିଶାର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…

Msp For Sand: ଏଣିକି ଶସ୍ତାରେ ମିଳିବ ବାଲି; ପ୍ରଥମଥର ପାଇଁ ଲାଗୁ ହେବ ଏମଏସପି

ଭୁବନେଶ୍ଵର: ଏଥର ସାବାଡ୍ ହେବେ ବାଲି ମାଫିଆ । ଏଣିକି ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ଲିଜଧାରୀ ଆଉ ମନଇଚ୍ଛା ଦର ବଢାଇ ପାରିବେନି । ବାଲି ପାଇଁ ସରକାର ଏମଏସପି ଲାଗୁ କରିବେ । ସରକାର ନିର୍ଦ୍ଧାରିତ କରିଥିବା ଏମଏସପି ଦରରେ ହିଁ ବିକ୍ରି ହେବ ବାଲି । ଏମଏସପି…

ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଓଡିଶାର ନୃତ୍ୟ ଓ ସଙ୍ଗୀତରେ ବିମୋହିତ ହେଲା ବିଶ୍ଵ

ନୂଆଦିଲ୍ଲୀ: ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢୋକ୍ତି ପ୍ରକାଶ କରିବା ସହିତ ୨୦୩୬ ସୁଦ୍ଧା ବିକଶିତ…

Elephant Death: ଡାକ୍ତରଙ୍କ ଅକ୍ଲାନ୍ତ ଚେଷ୍ଟା ହେଲା ବିଫଳ.. ଆଖି ବୁଜିଲା ମାକେନା ହାତୀ

ଭୁବନେଶ୍ବର: ପଶୁ ଡାକ୍ତରମାନଙ୍କ ଅକ୍ଲାନ୍ତ ଚେଷ୍ଟା ପରେ ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାକେନା ହାତୀ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ହାତୀର ପାଟିରେ ଘା’ ହୋଇଥିଲା । ସଂକ୍ରମଣରୁ ସେପ୍ଟିସିମିଆ ହୋଇଥିଲା । ସେପ୍ଟିସିମିଆରେ ମାକେନା ହାତୀର ମୃତ୍ୟୁ ଘଟିଥିବା ଡିଏଫଓ କହିଛନ୍ତି ।…

ଏକାମ୍ର ଓ୍ଵାକ୍ସରେ ଯୋଡ଼ି ହେଲା ଦୁଇ ନୂଆ ଟ୍ରେଲ୍

ଭୁବନେଶ୍ୱର: ଭୁବନେଶ୍ୱରର ଐତିହ୍ୟ, ସାଂସ୍କୃତିକ, ପ୍ରାକୃତିକ, ଆଧ୍ୟାତ୍ମିକତା, କଳା, ପରିବେଶର ହୃଦୟସ୍ପର୍ଶୀ ରୂପକୁ ଜାଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ‘ଏକାମ୍ର ଓ୍ଵାକ୍ସ’ରେ ଦୁଇ ନୂଆ ଟ୍ରେଲ୍ ସାମିଲ ହୋଇଛି। ‘ଓଡିଆ ଭାଷାର ଗୌରବ ଗାଥା’ ଏବଂ…