Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ ଜଣ ଭାସିଗଲେ ନଦୀରେ…୨ ଉଦ୍ଧାର,ଜଣେ ନିଖୋଜ

ଭଦ୍ରକ:ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ଗୁରୁବାର ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ । ବାଲିଆପାଳ ପଟୁ ଅନ୍ୟ ପଟକୁ କାର୍ଯ୍ୟ ପାଇଁ ଯାଉଥିବା ବେଳେ ୩ ଜଣ ନଦୀରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର…

Brahmani River: ବ୍ରାହ୍ମଣୀରେ ନାହିଁ ପାଣି; କଲୋନୀକୁ ଜଳଯୋଗାଣ ଠପ୍‌, କଷ୍ଟରେ ୧ ଲକ୍ଷ ୧୫ ହଜାର ପାଇପ୍‌…

ତାଳଚେର:ବ୍ରାହ୍ମଣୀ ନଦୀରେ ପାଣି ନ ଥିବାରୁ ତାଳଚେରର ୨୬ଟି କଲୋନୀ ଅଞ୍ଚଳକୁ ଜଳଯୋଗାଣ ଠପ୍‌ ହୋଇଯାଇଛି। ପାଣି ଯୋଗାଣ ବନ୍ଦ ହେବା ଦ୍ବାରା ୧ ଲକ୍ଷ ୧୫ ହଜାର ପାଇପ୍‌ ସଂଯୋଗଧାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଳଚେରରେ ୮ଟି କୋଇଲା ଖଣିର କର୍ମଚାରୀମାନଙ୍କ…

ଚାମେଲି ବିବାଦ ମାମଲା: ଶେଷରେ ମୁହଁ ଖୋଲିଲେ ବିଡିଓ ଓ ବିଧାୟକ

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା ସତ୍ତ୍ୱେ ଭିଡିଓ ରେକଡିଂ କରିଥିଲେ ସରପଞ୍ଚ। ବିନା ଅନୁମତିରେ କିଛି ଲୋକ ମୋ ଚାମ୍ବର ଭିତରେ ପଶିଥିଲେ। ମୋ…

ଅଠରନଳାରୁ ବଡ଼ଦାଣ୍ଡ ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା, ଖର୍ଚ୍ଚ ହେବ ୨ କୋଟି ୩୫ ଲକ୍ଷ ଟଙ୍କା…

ପୁରୀ: ଆରମ୍ଭ ହୋଇଛି ବଡ଼ଦାଣ୍ଡ କୋଠାର ଐତିହ୍ୟ ଲୁକ୍ ପ୍ରକ୍ରିୟାକରଣ । ସବୁ କୋଠା ଫିକା ଗୋଲାପୀ ରଙ୍ଗର କରାଯିବା ପାଇଁ ରଙ୍ଗ କାମ ଆରମ୍ଭ ହୋଇଛି । ଅଠରନଳାରୁ ବଡ଼ଦାଣ୍ଡ, ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା । ବଡ଼ଦାଣ୍ଡ ସମେତ, ମୁଖ୍ୟ ରାସ୍ତାର ସମସ୍ତ କୋଠାକୁ ସମାନ ରଙ୍ଗରେ ଉପସ୍ଥାପିତ…

ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି; ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି ଘଟଣାରେ ତଦନ୍ତ ପାଇଁ କମିଟି ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଏହି କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ…

ପୁରୀରେ ୭୦୦ରୁ ଉର୍ଦ୍ଧ୍ବ ହୋଟେଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଉଦବେଗ ପ୍ରକାଶ କଲେ ଅଗ୍ନିଶମ ଡିଜି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା । ଏହାକୁ ସୁରୁଖୁରୁରେ ଆୟୋଜନ କରିବା ନେଇ ସବୁ ପ୍ରଶାସନିକ ଵିଭାଗ ପକ୍ଷରୁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ସୁରକ୍ଷିତ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତି ଜାରି ରଖିଛି । ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପୁରୀ ଆସି…

ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର୍

ପୁରୀ: ଭିଜିଲାନ୍ସ ଜାଲରେ ଡେଲାଙ୍ଗ ଫରେଷ୍ଟର୍ ରାକେଶ ପଣ୍ଡା। ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ମାଡି ବସିଲା ଭିଜିଲାନ୍ସ। ଫରେଷ୍ଟର୍ ରାକେଶ ପଣ୍ଡା ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ ୨୫,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ ଏବଂ ତାଙ୍କ କ୍ଷେତରେ…

ଲାଞ୍ଚ ନେଇ ASI ରାଜେଶ କୁଲ୍ଲୁ ଚାକିରିରୁ ବିଦା, ଦୁଇ ହୋମଗାର୍ଡଙ୍କୁ…

ଭୁବନେଶ୍ବର: ଏକ ଲାଞ୍ଚ ମାମଲାରେ ସମ୍ପୃକ୍ତି ଅଭିଯୋଗରେ କମିଶନରେଟ୍ ପୋଲିସ ଏଏସଆଇ ରାଜେଶ କୁଲ୍ଲୁଙ୍କୁ ତୁରନ୍ତ ପ୍ରଭାବରେ ଚାକିରିରୁ ବହିଷ୍କାର କରିଛି। ଜଣେ ଅଭିଯୁକ୍ତଙ୍କଠାରୁ ମୋବାଇଲ୍ ଫୋନ୍ ମୁକ୍ତ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଏଏସଆଇ ରାଜେଶ କୁଲୁଙ୍କ ବିରୋଧରେ ଭିଜିଲାନ୍ସ…

SIR କାର୍ଯ୍ୟରେ ଅବହେଳା ଅଭିଯୋଗ: ଦୁଇ ଶିକ୍ଷକ ନିଲମ୍ବିତ

ବୌଦ୍ଧ: ରାଜ୍ୟରେ ବର୍ତ୍ତମାନ ଏସଆଇଆର କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ଜାରି ରହିଛି । କର୍ତ୍ତବ୍ୟରେ ଅବହେଳା ଓ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ଅଭିଯୋଗରେ ଦୁଇ ଶିକ୍ଷକ ତଥା ବୁଥ୍ ଲେଭେଲ ଅଫିସର…

ମାସ ଶେଷ ଆଡକୁ ଲଘୁଚାପ ସମ୍ଭାବନା, ଗରମରୁ ମିଳିବ ମୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଜାରି ରହିଛି ଗରମ ସାଙ୍ଗକୁ ଗୁଳୁଗୁଳି। କଲବର କରୁଛି ଭୀଷଣ ତାତି। ରାଜ୍ୟରେ ମୌସୁମୀ ପ୍ରବେଶ ସତ୍ତେ୍ୱ ଗରମ ପ୍ରକୋପ ଜାରି ରହିଛି। ପୂର୍ବାନୁମାନ ଯାହା, ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ଅସହ୍ୟ ଗରମ,…