Latest Odisha News

BREAKING NEWS

Browsing Category

ଓଡିଶା

Odisha

Hydrogen Bus: ଓଡ଼ିଶାକୁ ମିଳିବ ଆଉ ୪୦୦ ଇ-ବସ୍, ରାସ୍ତାରେ ଗଡ଼ିବ ହାଇଡ୍ରୋଜେନ୍ ବସ୍

ଭୁବନେଶ୍ୱର: ଓଡ଼ିଶାର ସହରୀ ପରିବହନ ବ୍ୟବସ୍ଥା ଆହୁରି ଅଧିକ ଆଧୁନିକ ଓ ପରିବେଶ ଅନୁକୂଳ ହେବାକୁ ଯାଉଛି। ରାଜ୍ୟର ୫ଟି ପ୍ରମୁଖ ସହରରେ ୪୦୦ରୁ ଅଧିକ ନୂଆ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ। ଏହା ସହିତ ପ୍ରଥମ ଥର ପାଇଁ ୩ଟି ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ବସ୍ ମଧ୍ୟ ଚଳାଚଳ କରିବାକୁ ଯୋଜନା…

ଗଦି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କଟକ: ସାଲେପୁର ରାସ୍ତା ପଦମପୁର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଏକ ଗଦି ଫ୍ୟାକ୍ଟ୍ରିରେ ହଠାତ୍ ନିଆଁ ଲାଗିବା ପରେ ଦେଖାଦେଇଥିଲା ଆତଙ୍କ। ନିଆଁ ଏତେ ଭୟଙ୍କର ଥିଲା ଯେ, ମୁହୂର୍ତ୍ତକ ମଧ୍ୟରେ ସମଗ୍ର ଫ୍ୟାକ୍ଟ୍ରି ଜଳିଗଲା। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ। କଟକ ପଦ୍ମପୁରଠାରେ ଥିବା…

IPS ଦୟାଲ ଗଙ୍ଗୱାରଙ୍କ ନାଁରେ କ୍ରାଇମବ୍ରାଞ୍ଚର ସାଂଘାତିକ ରିପୋର୍ଟ, ଘରୋଇ କାମରେ ନିୟୋଜିତ ଥିଲେ ୮ ପୋଲିସ…

ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଭାଗର ଉଚ୍ଚ ପଦବୀରେ ଥାଇ ସରକାରୀ କ୍ଷମତାର ଅପବ୍ୟବହାର କରିବା ବରିଷ୍ଠ ଅଫିସରଙ୍କୁ ମହଙ୍ଗା ପଡ଼ିଛି। ପୋଲିସ କର୍ମଚାରୀଙ୍କୁ ନିଜ ବାସଭବନରେ ଚାକର ଭଳି ଖଟାଇବା ଅଭିଯୋଗରେ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ତୁରନ୍ତ…

ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ: କୋରାପୁଟ, ଖୋର୍ଦ୍ଧା ଓ…

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ଉପରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଆୟ ଅପେକ୍ଷା ବିପୁଳ ପରିମାଣର ସମ୍ପତ୍ତି ରଖିଥିବା ଅଭିଯୋଗରେ ଜୟପୁର…

ଏଲ୍ ନିନୋ ପ୍ରଭାବ: ରାଜ୍ୟରେ ୪୮ ପ୍ରତିଶତ ବର୍ଷା ନିଅଣ୍ଟିଆ, ୧୦ଟି ଜିଲ୍ଲାକୁ ସମ୍ବେଦନଶୀଳ ଘୋଷଣା କଲେ ସରକାର

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବାୟୁର ମନ୍ଥର ଗତି ଏବଂ ବିଶ୍ୱବ୍ୟାପୀ 'ଏଲ୍ ନିନୋ' ପ୍ରଭାବର ଆଶଙ୍କା ଚଳିତ ଖରିଫ୍ ଋତୁ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଚଳିତ ସପ୍ତାହରେ ସାରା ରାଜ୍ୟରେ ସ୍ୱାଭାବିକ ଅପେକ୍ଷା ପ୍ରାୟ ୪୮ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଗତ ତିନି ସପ୍ତାହ ଧରି…

ସମ୍ପନ୍ନ ହେଲା ପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ: ଭୋର୍ ୫ଟାରେ ପଡ଼ିଲା ହାତଗଣ୍ଠି,…

ନୀତିକାନ୍ତିରେ ସାମାନ୍ୟ ବିଳମ୍ବ ଯୋଗୁଁ ନିର୍ଦ୍ଧାରିତ ସମୟ ଅପେକ୍ଷା ଟିକେ ବିଳମ୍ବରେ ପଡ଼ିଲା ଦିବ୍ୟ ହାତଗଣ୍ଠି, ମଧ୍ୟରାତ୍ରିରେ ବାହାରିଥିଲା ମହାପ୍ରଭୁଙ୍କ ଭବ୍ୟ ବରଯାତ୍ରୀ ଶୋଭାଯାତ୍ରା

ସୁଭଦ୍ରା ଓ କନ୍ୟା ବିବାହ ଯୋଜନାକୁ ଚ୍ୟାଲେଞ୍ଜ: ଆଇନଗତ ବୈଧତା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା, ବନ୍ଦ କରିବାକୁ…

କଟକ: ରାଜ୍ୟ ସରକାରଙ୍କ ଦୁଇଟି ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା 'ସୁଭଦ୍ରା' ଏବଂ 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ଏବେ ଆଇନଗତ ବିବାଦ ଘେରକୁ ଆସିଛି। ଏହି ଯୋଜନାଗୁଡ଼ିକର ସାମ୍ବିଧାନିକ ଓ ଆଇନଗତ ବୈଧତାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।…

ବଙ୍ଗୋପସାଗରରେ ବଢୁଛି ମୌସୁମୀର ପ୍ରଭାବ: ପ୍ରବଳ ବର୍ଷା ଓ ପବନ ଆଶଙ୍କା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର : ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବଙ୍ଗୋପସାଗର ଅଞ୍ଚଳରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଆସନ୍ତା କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ବହିବାର ଆଶଙ୍କା…

ଅନ୍ତର୍ଜାତୀୟ ବଜାରରେ ୪୦ ପ୍ରତିଶତ ଖସିଲା ଅଶୋଧିତ ତୈଳ ଦର: କମିବ କି ପେଟ୍ରୋଲ ଓ ଡିଜେଲ ଦାମ୍, କଣ କହିଲେ ସରକାର?

ଭୁବନେଶ୍ୱର: ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ମୂଲ୍ୟ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କମିବା ନେଇ ସାଧାରଣ ଗ୍ରାହକଙ୍କ ମଧ୍ୟରେ ବଡ଼ ଆଶା ସୃଷ୍ଟି ହୋଇଛି। ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ଥମିବା ଏବଂ ଆମେରିକା ଓ ଇରାନ ମଧ୍ୟରେ…

RI Exam Postponed: ଘୁଞ୍ଚିଲା ଆରଆଇ ପରୀକ୍ଷା;ଏହ ଦିନ ହେବ…

ଭୁବନେଶ୍ବର:ଓଡ଼ିଶା ଅଧିନସ୍ତ କର୍ମଚାରୀ ଚୟନ ଆୟୋଗ (OSSSC)ପକ୍ଷରୁ ଆୟୋଜିତ ହେବାକୁ ଥିବା ଆରଆଇ ପରୀକ୍ଷା ଘୁଞ୍ଚିଲା । ଆସନ୍ତା ଜୁନ୍ ୨୦ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ଏବେ ୨୮ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ରାଜସ୍ବ ନିରିକ୍ଷକ(ଆରଆଇ), ଅତିରିକ୍ତ ରାଜସ୍ବ…