Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ;ଲୋକଙ୍କ ସେବା ଜାରି ରଖିବା ପାଇଁ…

ଭୁବନେଶ୍ବର:ଆଜି ସନ୍ଧ୍ୟା ରେ ନବୀନ ନିବାସ ରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୧୦ ଜଣ ବିଧାୟକଙ୍କ ସହ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରେ ଦଳର ସଂଗଠନ କୁ ମଜବୂତ କରିବା ସହ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରଖିବା…

ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା

ମୟୂରଭଞ୍ଜ: ନିଜର ଯୌନ ଲାଳସା ପୂରଣ କରିବା ପରେ ବୃଦ୍ଧାଙ୍କୁ ପଥରରେ ଛେଚି କରିଲେ ହତ୍ୟା। ମୟୂରଭଞ୍ଜ ଜିଲ୍ଲା ଆମ୍ବିକାଦେଇପୁର ଅଞ୍ଚଳର ମହାଲି ଗାଁରୁ ଏପରି ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଘରେ କେହି ନଥିବା ସୁଯୋଗ ନେଇ ବୃଦ୍ଧା ମହିଳାଙ୍କୁ ଦୁଷ୍କର୍ମ କରିଛି ପଡୋଶୀ ।…

ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ

ଢେଙ୍କାନାଳ:ପୁଣି ଆଉ ଏକ ବିଦ୍ୟାଳୟରେ ଦେଖାଦେଲା ଜଣ୍ଡିସ ରୋଗ । ଖୋର୍ଦ୍ଧା ପରେ ଢେଙ୍କାନାଳ ଜିଲ୍ଲାରେ ସାମ୍ନାକୁ ଆସିଲା ଜଣ୍ଡିସ । ଗଁଦିଆ ବ୍ଲକ୍ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ ହୋଇଛି । ବିଦ୍ୟାଳୟର ଜଣେ ଛାତ୍ର ଜଣ୍ଡିସ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା…

ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଲାଞ୍ଜିଆକାଳୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ପ୍ରାଣ ହରାଇଛନ୍ତି । ହରେକୃଷ୍ଣ ନାମକ ଏକ ଘରୋଇ ବସ୍ ସହ ସ୍କୁଟି ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟଲୋକ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି…

କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍‌ଘାଟିତ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡକ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ…

କୋର୍ଟକୁ ଆସିଲେନି ପିୟୂଷ

ଭୁବନେଶ୍ୱର: ବିବାଦରେ ଫସିଥିବା ଯାତ୍ରା ଅଭିନେତା ପିୟୂଷ କୋର୍ଟକୁ ଆସିଲେନି । ଆଜି ତାଙ୍କୁ କୋର୍ଟରେ ହାଜର ହେବା ପାଇଁ କୋର୍ଟ ତରଫରୁ ତାଙ୍କୁ ନୋଟିସ ହୋଇଥିଲା । ହେଲେ ସେ ବ୍ୟକ୍ତିଗତଭାବେ ହାଜର ହୋଇନାହାଁନ୍ତି । ତାଙ୍କ ସ୍ଥାନରେ ଓକିଲ କୋର୍ଟରେ ପକ୍ଷ ରଖିଥିବା କୁହାଯାଇଛି । ପିୟୂଷ…

ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା

ପୁରୀ: ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ପରିବାରଲୋକଙ୍କ ମଧ୍ୟରେ ଉତ୍ତେଜନା । ପରିସ୍ଥିତି ଏପରି ହୋଇଥିଲା ଯେ ଦୀର୍ଘ ସମୟ ଯାଏଁ କେହି କିଛି କାମ କରିପାରିନଥିଲେ । ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡାଙ୍କ ଝିଅ ରୋଜାଲିନ ପରିଡା ୧୦ ତାରିଖରେ କନ୍ୟା…

ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ

ଭୁବନେଶ୍ୱର: ସାରା ଦେଶରେ ଆଜି ପାଳିତ ହୋଇଛି ରାଷ୍ଟ୍ରୀୟ ଯୁବ ଦିବସ । ଏହି ଅବସରରେ ରାଜଧାନୀରେ ଯୁବ ସମାବେଶ କରିଛନ୍ତି ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ । କଂଗ୍ରେସ ଦଳରୁ ବାହାରିବା ପରେ ଆଜି ସେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଯୁବକମାନେ ଏକ ହୁଅ ଏବଂ ଦେଶକୁ ଆଗକୁ ନିଅ ବୋଲି ସେ…

୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆସନ ସଂଖ୍ୟା ୧୪୭ରୁ ପ୍ରାୟ ୨୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ସୂଚିତ କରିଛନ୍ତି। ଭୁବନେଶ୍ୱରରେ ନୂତନ ବିଧାନସଭା କୋଠା ଏବଂ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ଏକ…

Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…

ଭୁବନେଶ୍ଵର: ଦେଶରେ ଦୈନିକ ଘଟୁଥିବା ଦୁର୍ଘାଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବହନ ସଚିବ ଉଷା ପାଢୀ । ସେ ତଥ୍ୟ ରଖି କହିଛନ୍ତି ଯେ, ବର୍ଷକୁ ଦେଶରେ ଲକ୍ଷ ଦୁର୍ଘଟଣା ଘଟି ଅକାଳରେ ଯାଉଛି ୧ ଲକ୍ଷ ୭୦ ହଜାର ଜୀବନ । ସେହିପରି ଦୁର୍ଘଟଣାର ଶିକାର ହୋଇ ୩ ଲକ୍ଷରୁ ଅଧିକ ସଂଖ୍ୟାରେ ଲୋକ…