Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିବି ଅପହଂଚ, ବାହୁଙ୍ଗୀରେ ୫କିଲୋମିଟର ବୁହାହେଲେ ଗର୍ଭବତୀ

କାଶୀପୁର: ଆଜିବି ଅପହଂଚ ରାୟଗଡା ଜଲ୍ଲା କାଶୀପୁର ସିଜିମାଳିର ମାଳିପଦର ଗାଁ । ରାସ୍ତାଘାଟ ସୁବିଧା ନଥିବାରୁ ଘାଟିପାହାଡ ରାସ୍ତା ଭରସା । ଜନନୀ ଆଜିବି ଯନ୍ତ୍ରଣାରେ ଜର୍ଜରିତ । କେଉଁଠି ଭାର, କେଉଁଠି ବାହୁଙ୍ଗୀତ କେଉଁଠି ପୁଣି ଖଟିଆରେ ବୁହା ହେଉଛନ୍ତି ରୋଗୀ, ଗର୍ଭବତୀ । ସରକାରୀ ସୁବିଧା…

ଆହୁରି ସ୍ୱଚ୍ଛ,ସରଳ ,ସୁଦୃଢ଼ ଏବଂ ସୁବ୍ୟବସ୍ଥିତ ହେବ ରାଜ୍ୟର ପଞ୍ଜୀକରଣ ବ୍ୟବସ୍ଥା: ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଜମି ଓ ସମ୍ପତ୍ତି ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ, ଦକ୍ଷ ଓ ନାଗରିକ ଅନୁକୂଳ କରିବା ଲକ୍ଷ୍ୟରେ ଜାତୀୟ ଜେନେରିକ୍ ଡକ୍ୟୁମେଣ୍ଟ ପଞ୍ଜୀକରଣ ବ୍ୟବସ୍ଥା…

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ;ପ୍ରତିବାଦରେ ମାଲକାନଗିରି ଥାନାରେ ଉତ୍ତେଜନା

ମାଲକାନଗିରି:ହରିୟାଣା ପୋଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଏମ୍‌ଭି-୬୫ ଗ୍ରାମର ଯୁବକ ତନୁପ ଦେ(୨୪)ଙ୍କୁ ହେପାଜତକୁ ନେଇଥିଲା। ତେବେ କିଛି ସମୟ ପରେ ସ୍ଥାନୀୟ ଏକ ହୋଟେଲରୁ ତନୁପଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ହରିୟାଣା ପୋଲିସ ମାଡ଼ ମାରି ତନୁପଙ୍କୁ ହତ୍ୟା କରିଥିବା ମୃତକଙ୍କ…

WSO ଇଣ୍ଡିଆ ସୁରକ୍ଷା ପୁରସ୍କାରରେ TPNODLକୁ ସ୍ୱର୍ଣ୍ଣ ବର୍ଗରେ ସମ୍ମାନ

ବାଲେଶ୍ୱର: ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPNODL) ବିଶ୍ୱ ସୁରକ୍ଷା ସଂଗଠନ (WSO) ଇଣ୍ଡିଆର ରାଜ୍ୟସ୍ତରୀୟ ବୃତ୍ତିଗତ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶ (ଓଏଚ୍ଏସ୍ଆଣ୍ଡଇ) ପୁରସ୍କାର ୨୦୨୬ରେ ୪-ଷ୍ଟାର୍ ରେଟିଂ ସହ ସ୍ୱର୍ଣ୍ଣ ବର୍ଗୀୟ ବିଜେତା ଭାବେ ସମ୍ମାନିତ…

ଆସନ୍ତାକାଲି କୋଟିଆ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ଅଢ଼େଇ ବର୍ଷ କାମର ହେବ ସମୀକ୍ଷା

ଭୁବନେଶ୍ୱର: କୋଟିଆ ବିକାଶର ସମୀକ୍ଷା ଏବଂ ଆଗାମୀ ଯୋଜନା ପାଇଁ ଆସନ୍ତାକାଲି (୨୭ ଅକ୍ଟୋବର ୨୦୨୬) ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ…

Cyclone ‘Arnab’:ଏହି ତାରିଖ ଯାଏଁ ଗୋପାଳପୁର ଓ ସୁନପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ମନା;ମତ୍ସ୍ୟଜୀବୀଙ୍କୁ ବାତ୍ୟା…

ଗଞ୍ଜାମ:ପୁଣି ବାତ୍ୟା ଆସୁଛି । ସମୁଦ୍ର ଭିତରରେ ବଳ ଗୋଟାଇ ବାତ୍ୟା 'ଅର୍ଣ୍ଣବ' ଆସୁଥିବାରୁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବାକୁ ବାରଣ କରିଛି ପ୍ରଶାସନ । ଏପଟେ ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା ପ୍ରଶାସନ । ତେବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଆଜିଠୁ…

କୋରାପୁଟରେ ହେବନି ୫୦ତମ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫୦ତମ କ୍ୟାବିନେଟ ବୈଠକ କୋରାପୁଟଠାରେ ଅନୁଷ୍ଠିତ ହେବ ନାହିଁ। ପ୍ରଶାସନିକ ସୂତ୍ର ଓ ନିଷ୍ପତ୍ତି ଅନୁଯାୟୀ, ବୈଠକର ସ୍ଥାନ କିମ୍ବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ସାଧାରଣତଃ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଆଞ୍ଚଳିକ ବିକାଶକୁ…

ନିଖୋଜର ୨୦ ଘଣ୍ଟା ପରେ ନାବାଳିକା ଉଦ୍ଧାର, ଜଣେ ଅଟକ

ଭୁବନେଶ୍ୱର: ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ୪ ବର୍ଷୀୟା ନାବାଳିକା ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଏହି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ରବିବାର ଦିନ ବାରିପଦାର ଭଞ୍ଜପୁର ଅଞ୍ଚଳରେ ଥିବା ନିଜ ଘର ସାମ୍ନାରେ…

ଗୋପାଳପୁରରୁ ୫୮୦ କିମି. ଦୂରରେ ବାତ୍ୟା ‘ଅର୍ଣ୍ଣବ’; ୬ ଜିଲ୍ଲାରେ ପର୍ଯ୍ୟଟକଙ୍କୁ ନୋ ଏଣ୍ଟ୍ରି, ମାଛଧରା…

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ବାତ୍ୟା 'ଅର୍ଣ୍ଣବ' ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଯାହା ଫଳରେ ଓଡ଼ିଶା ସରକାର ଛଅଟି ଜିଲ୍ଲାରେ ସମୁଦ୍ର ମଧ୍ୟରେ ମତ୍ସ୍ୟଜୀବୀଙ୍କ ମାଛ ଧରିବା ଉପରେ କଟକଣା ଲଗାଇଛନ୍ତି। ଏହା ସହିତ ପାହାଡ଼, ଜଳପ୍ରପାତ ଏବଂ ବନ୍ଧ…

ଜୁଆ ଆଡ୍ଡାରେ ପୋଲିସର ବଡ଼ ଧରପଗଡ଼: ଗୋଟିଏ ରାତିରେ ଗିରଫ ହେଲେ ୧୯୪ ଜୁଆଡ଼ି

ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ପୋଲିସର କଡ଼ା ଚଢ଼ାଉ ଜାରି ରହିଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶତାଧିକ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ପାର୍ବଣ ଋତୁ, ବିଶେଷ କରି କୁମାର ପୂର୍ଣ୍ଣିମା ଓ ଦୀପାବଳି ସମୟରେ ବେଆଇନ ଜୁଆ ଖେଳ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ବ୍ୟାପକ ସ୍ପେଶାଲ…