Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆପଡା ଉପନିର୍ବାଚନ; ଆଉ ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ବିତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ସମୟରେ ଏକ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜଣେ ଶିକ୍ଷକଙ୍କୁ ମଙ୍ଗଳବାର ଦିନ ଭୋଟ୍ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି। ସନ୍ଦୀପ କୁମାର ସ୍ୱାଇଁ ନାମକ ଏହି ଶିକ୍ଷକ ସିନାପାଲି ବ୍ଲକର…

ରାଜ୍ୟରେ ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଶୀତ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିବା ନେଇ  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ଏଥିସହିତ କନ୍ଧମାଳର ଜି. ଉଦୟଗିରି ଏବଂ ଫୁଲବାଣୀ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ

ଭୁବନେଶ୍ଵର: ନୂଆପଡ଼ା କୁଳିଆବନ୍ଧ ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ। ଭୋଟ୍‌ର ଗୋପନୀୟତା ଉଲ୍ଲଙ୍ଘନ କରିବାରୁ କାର୍ଯ୍ୟାନୁଷ୍ଠାନ। ପ୍ରେସମିଟ୍ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସିଇଓ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହ ଭୋଟିଂ…

Nuapada Bypoll: ଭୋଟ ଦେଉଛି ନୂଆପଡ଼ା, ନେତା ବାଛିବେ ଅଢେଇ ଲକ୍ଷ ଭୋଟର

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ। ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ନେତା ବାଛିବେ। ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମୋଟ୍ ୩୫୮ ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ବୁଥ୍। ସମ୍ବେଦନଶୀଳ ବୁଥ୍‌ରେ ୪ଟା ଯାଏଁ, ଅନ୍ୟ ସବୁ ବୁଥ୍‌ରେ ୫ଟା ଯାଏଁ ଭୋଟିଂ…

Daringbadi: ଏହି ଦିନ ଉଦ୍‌ଘାଟନ ହେବ ଦାରିଙ୍ଗବାଡି ଇକୋ ରିଟ୍ରିଟ; ମିଳିବ ଏହି ସୁଯୋଗ

କନ୍ଧମାଳ: ଦାରିଙ୍ଗବାଡିରେ ଶୀତ ବଢିବା ସାଙ୍ଗକୁ ପର୍ଯ୍ୟଟକ ମଧ୍ୟ ଭିଡ଼ ମଧ୍ୟ ବଢିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘ ୫ ବର୍ଷ ହେଲା ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ବ୍ୟବସ୍ଥା କରି ସେଠାରେ ତମ୍ବୁ ଘର କରୁଛନ୍ତି। ସେଠାରେ ପର୍ଯ୍ୟଟକ ପଞ୍ଚ ତାରକା ହୋଟେଲର ସୁବିଧା ପାଉଛନ୍ତି । ଚଳିତ ବର୍ଷ…

ଆଇଆର୍‌ସିର ଉପ-ସଭାପତି ଭାବେ ନିର୍ବାଚିତ ହେଲେ ଇଆଇସି ଏଲ୍‌.କେ.ପାଢୀ

ଭୁବନେଶ୍ବର: ରାଜପଥ ଇଞ୍ଜିନିୟରମାନଙ୍କର ସର୍ବୋଚ୍ଚ ସଂଗଠନ, ଆଇଆର୍‌ସିର ୮୪ତମ ସଂସ୍କରଣର ୨୩୬ତମ ପରିଷଦ ବୈଠକରେ ନୂତନ ପଦାଧିକାରୀମାନଙ୍କ ନାମ ଘୋଷଣା କରାଯାଇଛି। ତେଲେଙ୍ଗାନା ସରକାରଙ୍କ ସଡ଼କ ଓ ବିଲ୍ଡିଂ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌, ଇଂ. ଜେ.ମୋହନ ନାଏକ ଆଇଆର୍‌ସିର ସଭାପତି ଭାବେ…

ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ହାଇଆଲର୍ଟ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…

ଭୁବନେଶ୍ୱର: ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ଅନେକ ଲୋକଙ୍କ ଜୀବନ ଯିବା ପରେ, ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ସମସ୍ତ ପ୍ରମୁଖ ଧାର୍ମିକ ଏବଂ ରଣନୈତିକ ପ୍ରତିଷ୍ଠାନରେ ଓଡ଼ିଶା ପୋଲିସ ହାଇ ଆଲର୍ଟ ଜାରି କରିଛି। ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି…

ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ସୋମବାର ଦିନ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ (JE)ଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୨୨ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ କରିଛନ୍ତି। ଭିଜିଲାନ୍ସ ଅନୁଯାୟୀ, ଜେଇ ଜୟନାରାୟଣ…

Nuapada Bypoll: ରାତି ପାହିଲେ ଉପନିର୍ବାଚନ, କିଏ ଜିତିବ ନୂଆପଡା ବାଜି

ନୂଆପଡା: ରାତି ପାହିଲେ ହେବ ବହୁ ଚର୍ଚ୍ଚିତ ନୂଆପଡା ଉପନିର୍ବାଚନ । ୩୫୮ଟି ବୁଥରେ ନିଜର ମତଦାନ ସାବ୍ୟସ୍ତ କରିବେ ଭୋଟର। ଅଢେଇ ଲକ୍ଷରର ଅଧିକ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଗତକାଲି ପ୍ରଚାର ଶେଷ ହୋଇଥିବା ବେଳେ ଆଜି ସମସ୍ତ ବୁଥକୁ ପୋଲିଂ ଅଫିସରମାନେ ଯାଇଛନ୍ତି । ଶେଷ…

Puri On High Alert: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ

ପୁରୀ: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ। ହାଇଆଲର୍ଟ ନେଇ ପୁରୀ ଏସ୍‌ପି ଦେଇଛନ୍ତି ସୂଚନା। ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ହାଇଆଲର୍ଟ ଜାରି ହୋଇଛି। ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ…