Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜିଠୁ ପ୍ରଚଳିତ ହେଲା ନୂଆ ପାଞ୍ଜି, ୨୦୨୬-୨୭ ମସିହାରେ ମୋଟ କେତୋଟି ସୂର୍ଯ୍ୟ ପରାଗ ଓ ଗ୍ରହଣ…

ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବ ବର୍ଷ । ଆଜିଠାରୁ ପ୍ରଚଳିତ ହେଲା ନୂଆ ପଞ୍ଜିକା । ନୂଆ ପାଞ୍ଜି ଆଜିଠାରୁ ପ୍ରଚଳିତ ହେବ । ବିବାହ, ବ୍ରତ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଆଦି ବିଷୟରେ ସୂଚନା ପାଇଁ ଓଡ଼ିଶାବାସୀ ପାଞ୍ଜି ଉପରେ ନିର୍ଭର କରନ୍ତି । ଆଜି ମହାବିଷୁବ ସଂକ୍ରାନ୍ତିରୁ…

ଆଶ୍ରମରେ ଝାଡ଼ାବାନ୍ତି ଘଟଣା; ଗଭୀର ଶୋକ ପ୍ରକାଶ ସହ ମୃତ ଛାତ୍ରୀଙ୍କ ପରିବାକୁ ସହାୟତା ରାଶି ଘୋଷଣା

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ୍ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ବାସି ପଖାଳ ଓ ଆଳୁ ଟଟଣି ଖାଇବା ପରେ ୧୦୦ରୁ ଅଧିକ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ରସଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା…

Heatwave Alert: ୪୫° ଛୁଇଁବ ଓଡିଶା ପାରଦ, ୧୭ ତାରିଖ ପର୍ଯ୍ୟନ୍ତ ଅସ୍ତ୍ୟବ୍ୟସ୍ତ କରିବ ଗରମ

ଭୁବନେଶ୍ୱର: ଓଡ଼ିଶାକୁ ହିଟୱେଭ ଆଲର୍ଟ। ଆହୁରି ବଢିବ ଗରମ ଗୁଳୁଗୁଳି। ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ୪୫° ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଓଡ଼ିଶା ଏକ ତୀବ୍ର ଗ୍ରୀଷ୍ମ ପ୍ରବାହ…

New Ratna Palankas for Lords: ଆଜିଠାରୁ ନୂଆ ରତ୍ନ ପଲଙ୍କରେ ଶୋଇବେ ମହାପ୍ରଭୁ

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଇନଭେଣ୍ଟରୀ ଆଜିଠାରୁ ଆରମ୍ଭ ହେବ। ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ବ୍ୟବହାର ହେବ। ନୂଆ ରତ୍ନ ପଲଙ୍କ ସଂସ୍କାର କରାଯିବା ପରେ ଆଜି ଏହା ବ୍ୟବହାର କରାଯିବ। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ଭାଇଭଉଣୀମାନେ ନୂତନ ‘ରତ୍ନ ପଲଙ୍କ’ ଉପରେ…

‘ପଣା ସଂକ୍ରାନ୍ତି’, ‘ବୈଶାଖୀ’, ‘ପୋଇଲା ବୈଶାଖ’,…

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ଦେଶ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଆଧାରରେ ଜାନୁଆରୀ ୧ ରୁ ନୂଆ ବର୍ଷ ଆରମ୍ଭ ହୋଇ ଡିସେମ୍ବର ୩୧ ରେ ବର୍ଷ ଶେଷ ହୁଏ। ଯାହାକି ଖ୍ରୀଷ୍ଟିଆନ ପରମ୍ପରା। ଏହା ବ୍ୟତୀତ ବିଭିନ୍ନ ଦେଶରେ ନିଜ ନିଜ ରୀତି ଅନୁସାରେ ସେମାନଙ୍କର ପାରମ୍ପରିକ ନବବର୍ଷ ମଧ୍ୟ ପାଳନ କରନ୍ତି।…

ବାଲି ଚୋରାଚାଲାଣ ରାକେଟ୍ ଉପରେ MV-79 ପୋଲିସର ଚଢ଼ାଉ

ମାଲକାନଗିରି: ସ୍ପଷ୍ଟ ଦିବାଲୋକରେ ବାଲି ଚୋରା ଚାଲାଣ କରୁଛନ୍ତି ମାଫିଆ। ସେ ପୁଣି ହାଇଟେକ୍ ତରିକା ଅଭିନବ ଉପାୟରେ। ବିନା କୌଣସି ଭୟରେ ନଦୀ ଘାଟରୁ ବେଆଇନ ଭାବେ ବାଲି ଉଠାଉଛନ୍ତି ବାଲି ମାଫିଆ। ମାଲକାନଗିରି ଜିଲ୍ଲା ଏମଭି -୭୯ ଥାନା ଅନ୍ତର୍ଗତ କୁଟୁମପଲ୍ଲୀ ନଦୀର ବିଭିନ୍ନ ଘାଟରେ ଏମିତି…

ମହାନଦୀର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଘରକୁ ଘର ବୁଲିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ମହାନଦୀର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ମହାନଦୀ ବଞ୍ଚାଅ ଅନ୍ଦୋଳନ ଆରମ୍ଭ ହୋଇଛି। ଲୋକଙ୍କ ପାଖକୁ ଯିବ, ଘରକୁ ଘର ବୁଲିବ ମହାନଦୀ ବଞ୍ଚାଅ ଆନ୍ଦୋଳନ । ମହାନଦୀ ଶୁଖିଲା ପଡ଼ିଥିବା କଥା ପୁଣି ଓଡ଼ିଶାବାସୀଙ୍କୁ ମନେ ପକାଇବ । ଭୁବନେଶ୍ୱର ସ୍ଥିତ ବୁଦ୍ଧ…

No Power Cut:ଘରୋଇ ଗ୍ରାହକଙ୍କ ବିଲ୍ ବକେୟା ଥିଲେ ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ:ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ, କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍…

Kalimegha murder case:କାଳୀମେଘା ହତ୍ୟାକାଣ୍ଡ ଘଟଣାର ଫର୍ଦ୍ଦାଫାଶ;ପତ୍ନୀଙ୍କ ସମେତ ୫ ଗିରଫ

ଯାଜପୁର: ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଦାଫାଶ କରିଛି ପୋଲିସ ।ପ୍ରେମକୁ ନେଇ ଯୋଜନାବଦ୍ଧ ଭାବେ ହତ୍ୟା ହୋଇଥିବା ତଦନ୍ତରେ ସ୍ପଷ୍ଟ ହୋଇଛି । ମୃତ ସୋମ୍ୟସାଗରଙ୍କ ପତ୍ନୀ ଶୁଭଶ୍ରୀଙ୍କ ସମେତ…