Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଳଷ୍ଟେସନରୁ ଉଦ୍ଧାର ହେଲେ ୫୯ ନାବାଳକ…ଜଗତସିଂହପୁର ମଦ୍ରାସାକୁ ନିଆ ଯାଉଥିଲା

କଟକ:କଟକ ରେଳ ଷ୍ଟେସନରୁ ୫୯ ଜଣ ନାବାଳକ ଉଦ୍ଧାର। ଗତ ସପ୍ତାହ ମଧ୍ୟରେ ଦୁଇଟି ପର୍ୟ୍ୟାୟରେ ୭୧ ଜଣ ନାବାଳକଙ୍କୁ କଟକ ରେଳ ଷ୍ଟେସନରୁ ଉଦ୍ଧାର କରି ସାରିଲାଣି RPF। ରଘୁନାଥପୁର, ଚାନ୍ଦପୁରର ମୌଲାନା ସେମାନଙ୍କୁ ଜଗତସିଂହପୁରର ଏକ ମଦ୍ରାସାରେ ରଖି ପଠା ପଢେଇବା ପାଇଁ ଆଣିଥିଲେ ହେଲେ ତାର…

Delimitation bill: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଏକ ଚିଠି ଲେଖି ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏ ପ୍ରସଙ୍ଗ ରେ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ନବୀନ…

ଏକ କୋଟି ୪୦ ଲକ୍ଷ ଟଙ୍କାର ସୁନା ସହ ଦାମୀ କାର ଜବତ; କୁଖ୍ୟାତ ଅପରାଧୀ ଗ୍ୟାଙ୍ଗ ଗିରଫ

କଟକ : କଟକରୁ ଦୁଇ କୁଖ୍ୟାତ ଅପରାଧୀଙ୍କ ସହ ୮ ରିସିଭର ଗିରଫ । ସେମାନଙ୍କ ଠାରୁ ପୋଲିସ ଏକ କୋଟି ୪୦ ଲକ୍ଷ ଟଙ୍କାର ସୁନା ଗହଣା, ୮ ଲକ୍ଷ ଟଙ୍କାର ରୂପା ଅଳଙ୍କାର, ନଗଦ ୬୧,୬୦୦ ଟଙ୍କା, ମହିନ୍ଦ୍ରା ଥାର୍ ଏବଂ ଫୋର୍ଡ ଫିଗୋ କାର ଜବତ କରାଯାଇଛି । ଏଥିସହ ଚୋରିରେ ବ୍ୟବହୃତ ଅନେକ ସରଞ୍ଜାମ…

ସ୍କୁଲ୍‌ ପାଚେରୀ ଭୁଶୁଡ଼ି ୨ ଛାତ୍ରୀ ମୃତ;ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଗଜପତି: ଗଜପତି ଜିଲ୍ଲା ନୁଆଁଗଡ ବ୍ଳକ ଅନ୍ତର୍ଗତ ରୁବୁଡି ସିଂ ପ୍ରାଥମିକ ସ୍କୁଲରେ ଅଘଟଣ । ସ୍କୁଲ୍‌ ପାଚେରୀ ଭୁଶୁଡ଼ି ୨ ଛାତ୍ରୀ ମୃତ । ଛାତ୍ରୀମାନେ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। ମୃତକମାନେ ହେଲେ ଚତୁର୍ଥ ଶ୍ରେଣୀର ଏରନତି ରଇତ (୯) ଓ ପଞ୍ଚମ ଶ୍ରେଣୀର ବେକିଲେସ ରଇତ…

CBSE Result: CBSE ଦଶମ ରେଜଲ୍ଟ ପ୍ରକାଶ;ମୋଟ ପାସ୍ ହାର ୯୩.୭୦ %

ଭୁବନେଶ୍ବର: CBSE ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ ଦଶମ ଶ୍ରେଣୀ ବୋର୍ଡ ଫଳାଫଳ ଦେଖିପାରିବେ। ଚଳିତ ବର୍ଷ ୨୬ ଲକ୍ଷ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। CBSE ଅଫିସିଆଲ୍ cbse.gov.in,…

ଖରାରୁ ମିଳିବ ଆଶ୍ୱସ୍ତି; ୩ ଘଣ୍ଟା ପାଇଁ ଏସବୁ ଜିଲ୍ଲାରେ ବର୍ଷିଵ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ଓଡ଼ିଶାର ଚାରିଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ ଅନୁଗୁଳ, ଦେବଗଡ଼, କଟକ, ନୟାଗଡର କିଛି ସ୍ଥାନରେ ଘଣ୍ଟାପ୍ରତି ୪୦-୫୦କିଲୋମିଟର ବେଗରେ ପବନ ବହିବା ସହିତ…

ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

ପୁରୀ: ଦୀର୍ଘ ସମୟ ଅପେକ୍ଷା ଏବଂ ଭିଡ଼କୁ ପରିଚାଳନା କରିବା ପାଇଁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା ପ୍ରଚଳନ କରିବାକୁ ଓଡ଼ିଶା ସରକାର ଯୋଜନା କରୁଛନ୍ତି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ସୂଚନା ଦେଇଛନ୍ତି। ମନ୍ଦିରରେ ଶ୍ରୀଜିଉଙ୍କ…

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ…

ପୁରୀ: ଶ୍ରୀଜଗନ୍ନାଥଙ୍କ ପବିତ୍ର ବନକଲାଗି ନୀତିକାନ୍ତିକୁ ସୁଗମ କରିବା ପାଇଁ ବୁଧବାର ଦିନ ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଅବସରରେ ଏହି ପୂଜା ପାଳନ…

OUSSSC ପାଇଁ ୭୨ଟି ନୂତନ ପଦବୀ

ଭୁବନେଶ୍ୱର: OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ଅନୁମୋଦନ। ଏଥିରେ ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ-ସଚିବ, ଅନୁ-ସଚିବ ଅନ୍ତର୍ଭୁକ୍ତ। ସେକ୍ସନ ଅଫିସର, ପ୍ରୋଗ୍ରାମର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ। ସଚିବ ପଦବୀରେ ଜଣେ ଓଏଏସ୍ (OAS)…

ଗରମ ତାୱାରେ ଜଳିବ ଓଡ଼ିଶା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଜଳୁଛି ଓଡ଼ିଶା। ପଶ୍ଚିମରେ ଅସମ୍ଭାଳ ତାତି। ୪୦ ଡିଗ୍ରୀ ଉପରେ ୮ ସହର। ଗତକାଲି ୪୧.୭ ଡିଗ୍ରୀ ସହିତ ରାଜ୍ୟର ସବୁଠୁ ତତଲା ସହର ପାଲଟିଥିଲା ଟିଟିଲାଗଡ଼। ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…