Latest Odisha News

BREAKING NEWS

Browsing Category

ଓଡିଶା

Odisha

LawAndOrderReview:ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା;ସଂଗଠିତ ଅପରାଧକୁ ନିୟନ୍ତ୍ରଣ କରିବାକୁ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରି ପୋଲିସ ସାଧାରଣ…

ନିରାଡମ୍ବର ଭାବେ ପାଳନ ହେବ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର: ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି ଦେଶ। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ନିରାଡମ୍ବର ଭାବେ ପାଳିବାକୁ ନିଷ୍ପତ୍ତି ନିଆଯାଇଛି। ହଠାତ୍ ୫ ମନ୍ତ୍ରୀଙ୍କୁ ଡାକି ବିଜେପି ସରକାରଙ୍କ ୨ ବର୍ଷର ପୂର୍ତ୍ତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି…

Jharbandh Ganja Case: ଝାରବନ୍ଧ ଥାନା IIC ନିଲମ୍ବିତ;ଗଞ୍ଜେଇ ଡିଲ ବେଳେ…

ବରଗଡ଼: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା IIC ସୁକ୍ରା ମାଢ଼ୀ ନିଲମ୍ବିତ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ସାଙ୍ଗକୁ ଗଞ୍ଜେଇ ଡିଲ୍‌ ବେଳେ ଧରାପଡ଼ିବା ନେଇ IIC ସୁକ୍ରା ମାଢ଼ୀଙ୍କୁ ପୋଲିସ ଡିଜିପି ନିଳମ୍ୱିତ କରିଛନ୍ତି। ପୋଲିସ ବିଭାଗ ପକ୍ଷରୁ ଗୁରୁବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Diesel Dry Out: ତେଲ ସଙ୍କଟ ନାହିଁ… ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ: ଯୋଗାଣ ସଚିବ

ଭୁବନେଶ୍ୱର: ଯୋଗାଣ ବିଭାଗ ପ୍ରମୁଖ ସଚିବ ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , ରାଜ୍ୟରେ ତେଲ ସଙ୍କଟ ଆଦୌ ନାହିଁ । ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ । ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇଛି।…

ଓଡ଼ଗାଁ ହତ୍ୟା ମାମଲାରେ ଭୁଲ୍ ବୁଝିପାରିଲା ପୋଲିସ, ଗିରଫ ହୋଇଥିବା ଅଭିଯୁକ୍ତକୁ ନିର୍ଦ୍ଦୋଷ କହି ଛାଡିଲା

ନୟାଗଡ଼: କଦଳୀବନ୍ଧ ଅଜିତ ସାହୁ ହତ୍ୟା ମାମଲା। ଭୁଲ ଅଭିଯୁକ୍ତକୁ ଉଠାଇ ଆଣିଥିଲା ପୋଲିସ। ଧରା ପଡ଼ିଲା ପୋଲିସର ସବୁ ମିଛ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ୪ ଜଣଙ୍କ ମୁହଁ ଘୋଡାଇ ପ୍ରେସମିଟ୍ କରିଥିଲେ ଆଇଜି। ପ୍ରେସମିଟ୍ କରିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ତ୍ରୁଟି…

ଅଳଙ୍କାର କିଣିଲେ ଟଙ୍କା ଦେଲେନି ଏସଡିପିଓ, ପୋଲିସ ପରିଚୟ ଦେଇ ଧମକାଇଲେ

ଭୁବନେଶ୍ୱର: ଆସ୍କାର ସବଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ସନ୍ତୋଷ କୁମାର ଜେନାଙ୍କୁ ଅସଦାଚରଣ ଅଭିଯୋଗରେ ଓଡ଼ିଶା ଗୃହ ବିଭାଗ ତୁରନ୍ତ ନିଲମ୍ବିତ କରିଛି। ସୂଚନା ଅନୁଯାୟୀ, ଆସ୍କାର ଜଣେ ଅଳଙ୍କାର ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ସନ୍ତୋଷ କୁମାର ଜେନା ସୁନା ଅଳଙ୍କାର କିଣିବା ପରେ…

ଛତିଶଗଡ଼ ବନ ବିଭାଗର ବର୍ବରତା: ଓଡ଼ିଶାର ବ୍ୟକ୍ତିଙ୍କୁ ଉଠାଇ ନେଇ ଦିଆଗଲା ଅମାନବୀୟ ନିର୍ଯାତନା

ନୂଆପଡ଼ା: ଛତିଶଗଡ ମେନପୁର ବନବିଭାଗ କର୍ମଚାରୀଙ୍କ ବର୍ବରତା କାଣ୍ଡ ଏବେ ଚର୍ଚ୍ଚାରେ । ଜଣେ ନିରିହ ବ୍ୟକ୍ତିଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଅମାନବୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ଦିନ କୁସୁମଖାଣ୍ଟା ଗାଁର ଜଳନ୍ଧର ବଗର୍ତ୍ତି ନାମକ ବ୍ୟକ୍ତିଙ୍କୁ ଗୋରୁ ଚରାଉଥିବା…

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ! ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବଡ଼ କାର୍ଯ୍ୟକ୍ରମର…

ଭୁବନେଶ୍ୱର: ଯଦିଓ ଦେଶରେ ତେଲ ସଙ୍କଟ ପାଇଁ ବିଭିନ୍ନ ଜନ ସମାବେଶକୁ ସରକାର ବାତିଲ କରିଛନ୍ତି। ଏହାରି ଭିତରେ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ନିଜ ଶାସନ କାଳର ଦୁଇ ବର୍ଷ ସଫଳତାର ସହ ପୂରଣ କରିବାକୁ ଯାଉଛନ୍ତି। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ…

ପାଣି ପାଇଁ ମହିଳାଙ୍କ ଭିତରେ ପ୍ରତିଯୋଗିତା

ନୂଆପଡ଼ା: ପିଇବା ପାଣି ପାଇଁ ସକାଳୁ ଲାଗିଛି ଲମ୍ବା ଲାଇନ । କିଏ ବାଲଟି ଧରି ଛିଡା ହୋଇଛି ତ ଆଉ କିଏ ଗରା ଧରି ଚାହିଁ ବସିଛି । ନୂଆପଡା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ପାଣି ମୁନ୍ଦାଏ ପିଇବା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଖଡିଆଳ ବ୍ଲକ ଲାଞ୍ଜି ପଞ୍ଚାୟତର…

ତେଲ ସଙ୍କଟ: ପେଟ୍ରୋଲ ଓ ଡିଜେଲ ବ୍ୟବହାର ଉପରେ କଟକଣା ଲଗାଇପାରନ୍ତି ସରକାର

​ଭୁବନେଶ୍ୱର: ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ତୈଳ ସଙ୍କଟର ପ୍ରଭାବ ଏବେ ଓଡ଼ିଶାରେ ଗୁରୁତର ଭାବେ ଦେଖାଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ଶୂନ୍ୟ ହୋଇପଡ଼ୁଥିବା ବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ସ୍ଥିତିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ…