Latest Odisha News

BREAKING NEWS

Browsing Category

ଓଡିଶା

Odisha

Lord Lingaraj’s ‘Handi Bhanga Jatra’ suspended: ପ୍ରଭୁ ଲିଙ୍ଗରାଜଙ୍କ ‘ହାଣ୍ଡି ଭଙ୍ଗା ଯାତ୍ରା’: ଲଗାତାର ୧୨…

ଭୁବନେଶ୍ଵର: ସବୁ ସୀମା ଟପି ଯାଉଛନ୍ତି ସେବାୟତ। କୋଟି କୋଟି ଲୋକଙ୍କ ଭୋକ ମେଣ୍ଟାଉଥିବା ମହାପ୍ରଭୁଙ୍କୁ ଖଡା ଖଡା ଉପାସ ରଖୁଛନ୍ତି। କେତେ ବେଳେ ଆପଶ କଳି ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କଲେଣି ତ ଆଉ କେତେବେଳେ ବର୍ଷ ବର୍ଷ ଧରି ବନ୍ଦ୍ ପଡୁଛି ମହାପ୍ରଭୁଙ୍କ ଯାନିଯାତ୍ରା ଏବଂ…

Four Teacher Arrested: ଘରୋଇ ସ୍କୁଲରେ ଗଣଦୁଷ୍କର୍ମ ଅଭିଯୋଗ, ୪ ଶିକ୍ଷକ ଓ ଜଣେ ପିଅନ ଗିରଫ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଏକ ଘରୋଇ ସ୍କୁଲ୍‌ ରେ ଲଜ୍ଜାଜନକ ଘଟଣା । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଭିତରେ ଜଣେ ଶିକ୍ଷୟିତ୍ରୀ, ୩ ଶିକ୍ଷକ ଓ ଜଣେ ପିଅନ ଗିରଫ ହୋଇଛନ୍ତି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ…

୮ ଜିଲ୍ଲାରେ ସୃଷ୍ଟି ହେବ ୯ ହଜାର ନିଯୁକ୍ତି, ଉପକୃତ ହେବେ ରାଜ୍ୟବାସୀ

ଭୁବନେଶ୍ୱର: ୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । ୮ଟି ଜିଲ୍ଲାରେ ସୃଷ୍ଟି ହେବ ୯ ହଜାର ନିଯୁକ୍ତି। କାରଣ ୪୪,୨୦୦ କୋଟିର ୧୦ ପ୍ରକଳ୍ପ ମଞ୍ଜୁରୀ ହୋଇଛି। ନବୀକରଣ ଶକ୍ତି ଏବଂ ସେମିକଣ୍ଡକ୍ଟର ପ୍ରକଳ୍ପଗୁଡ଼ିକ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଖୋର୍ଦ୍ଧାରେ…

ଭିଜିବ ଉପକୂଳ ଓଡିଶା; ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଭାରତ ମହାସାଗର ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଭାରତ ମହାସାଗର…

Horrific Accident: ଟ୍ରେଲର ସହ ବୋଲେରୋ ଧକ୍କା; ୫ ପୋଲିସ କର୍ମଚାରୀ ମୃତ, ୨ ଗୁରୁତର

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଭୟଙ୍କର ସଡ଼କ ଦୁର୍ଘଟଣା । ବୋଲେରୋ-ଟ୍ରେଲର ମୁହାଁମୁହିଁ ଧକ୍କା ହେବା କାରଣରୁ ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତମାନେ ପୋଲିସ କର୍ମଚାରୀ ବୋଲି ଜଣାପଡିଛି…

Fire In Vegitable Market: ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୬୦ରୁ ଉର୍ଦ୍ଧ୍ବ ପରିବା ଦୋକାନ ଜଳି ପାଉଁଶ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଲାଗି ଜଳିଗଲା ୬୦ ରୁ ଅଧିକ ଦୋକାନ ଘର । ଖବରପାଇ ପାରାଦୀପ ବନ୍ଦର ଅଗ୍ନିଶମ ବିଭାଗ, କୁଜଙ୍ଗ ଅଗ୍ନିଶମ ବିଭାଗ ଓ ବିଭିନ୍ନ ଶିଳ୍ପ ସଂସ୍ଥାର ୮ ଟି ନିଆଁ ଲିଭା ଗାଡି ପହଞ୍ଚି…

Cyber Crime: କୋଟିଏରୁ ଅଧିକ ଟଙ୍କା ସାଇବର ଠକେଇ ଅଭିଯୋଗରେ ଜଣେ ଗିରଫ

କେନ୍ଦୁଝର: ୧.୨୫ କୋଟିରୁ ଉର୍ଦ୍ଧ୍ୱ ସାଇବର ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଆନନ୍ଦପୁର ପୋଲିସ । ସାଇବର କବଚ ଅପରେସନ୍ ରେ କେନ୍ଦୁଝର ଜିଲ୍ଲାରୁ ଜବତ ହୋଇଛି ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ସାଇବର ଠକେଇ ଟଙ୍କା । ଗିରଫ ଅଭିଯୁକ୍ତ ହେଲା ଆତିଶ କୁମାର ପଣ୍ଡା (୨୫) । ତା ଘର ଆନନ୍ଦପୁର…

IED blast:ସରଣ୍ଡାରେ ଆଇଇଡି ବିସ୍ଫୋରଣ:ଦୁଇ କୋବ୍ରା ଯବାନ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ଶନିବାର ଦିନ ସୁରକ୍ଷାବଳଙ୍କ ସର୍ଚ୍ଚ ଅଭିଯାନ ସମୟରେ ଆଇଇଡି ବିସ୍ଫୋରଣ ହୋଇଥିଲା । ଫଳରେ ୨ ଜଣ ଯବାନ ଆହତ ହୋଇଛନ୍ତି । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧରେ ସର୍ଚ୍ଚ ଅପରେସନ୍ ସମୟରେ ଏକ ବଡ଼…

ରାଜଧାନୀକୁ ବ୍ରାଉନସୁଗର ଚାଲାଣବେଳେ ମାଡି ବସିଲା ପୋଲିସ;୩୭ଲକ୍ଷ ଟଙ୍କାର…

ଭୁବନେଶ୍ବର: ଜଳେଶ୍ବରର କୁଖ୍ୟାତ ବ୍ରାଉନସୁଗର ବେପାରୀ ଗିରଫ । ରାଜଧାନୀକୁ ବ୍ରାଉନସୁଗର ଚାଲାଣ ବେଳେ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ଅଭିଯୁକ୍ତଙ୍କ ଠାରୁ ୩୭ଲକ୍ଷ ଟଙ୍କାର ୩୭୦ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏଥିସହ ଦୁଇଟି ବାଇକ ଓ ୪ଟି ମୋବାଇଲ…

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି; ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ଏବଂ ଓଆରଏସ…

ଭୁବନେଶ୍ବର:ଗୀଷ୍ମ ଋତୁକୁ ନଜରରେ ରଖି ସ୍କୁଲମାନଙ୍କରେ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି କରାଯାଇଛି। ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡ଼ିକ ଗ୍ରୀଷ୍ମ ପ୍ରବାହର…