Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାତ୍ୟା ଅକ୍ୱାନ: ସତର୍କ ରୁହନ୍ତୁ, ପ୍ରଶାସନକୁ ସହଯୋଗ କରନ୍ତୁ; ରାଜ୍ୟବାସୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ (Cyclone Akvan) ଓଡ଼ିଶା ଉପକୂଳ ମୁହାଁ ହେଉଥିବା ପରିପ୍ରେକ୍ଷୀରେ, ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।…

ମାଡ଼ି ଆସୁଛି ବାତ୍ୟା ‘ଅକ୍ୱାନ’, ଦୁଇ ଦିନ ପାଇଁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍‌’ (Cyclone Akvan) ପ୍ରଭାବରେ ନଭେମ୍ବର ୧୯ ଓ ୨୦ ତାରିଖ ଦୁଇ ଦିନ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି…

Cyclone Akvan: ବାତ୍ୟା ଅକୱାନ ପାଇଁ ବାତିଲ ହେଲା SSBର ଜୁନିୟର ଆସିଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ବାତ୍ୟା 'ଅକୱାନ୍' (Akvan) କୁ ଦୃଷ୍ଟିରେ ରଖି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟ ଚୟନ ବୋର୍ଡ (SSB) ଜୁନିୟର ଆସିଷ୍ଟାଣ୍ଟ ଏବଂ ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ପରୀକ୍ଷାର୍ଥୀ ମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା…

Cyclone Akvan:ଅଶାନ୍ତ ସମୁଦ୍ର;ଆନ୍ଧ୍ର ଫେରି ନପାରି ଆର୍ଯ୍ୟପଲ୍ଲୀରେ ଆଶ୍ରୟ ନେଲେ ୧୦ରୁ ଅଧିକ ଟ୍ରଲର

ଛତ୍ରପୁର:ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଲେ ଆନ୍ଧ୍ରପ୍ରଦେଶର ୧୦ରୁ ଅଧିକ ମାଛଧରା ଟ୍ରଲର। ଏବେ ବାତ୍ୟା ଅକଭାନ୍ ପାଇଁ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର ଅଶାନ୍ତ ହେତୁ ସେମାନେ ନିଜ ଅଞ୍ଚଳକୁ ଫେରିପାରି ନଥିଲେ । କାକିନାଡ଼ା ଅଞ୍ଚଳର ଏହି ଟ୍ରଲରଗୁଡ଼ିକ ନିଜ…

IFFIରେ ମନୋନୀତ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ନିହିତ ଏକ ଫିଚର ଫିଲ୍ମ ‘ବାଘୁଣୀ’

ଭୁବନେଶ୍ୱର: ଅନ୍ତର୍ଜାତୀୟ ମଞ୍ଚରେ ଚମକିବ ଓଡ଼ିଆ ସିନେମା । ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅଫ୍ ଇଣ୍ଡିଆ (IFFI)ରେ ମନୋନୀତ ହୋଇଛି ଓଡ଼ିଶା ଏବଂ ଭାରତୀୟ ସିନେମା ପାଇଁ ଗର୍ବ ଆଣିଥିବା ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ନିହିତ ଏକ ଫିଚର ଫିଲ୍ମ ‘ବାଘୁଣୀ’ । ଏହି ଚଳଚ୍ଚିତ୍ରରେ ଓଡ଼ିଆ…

ଅଁଳା ନବମୀ; ରାଧା ପାଦ ଦର୍ଶନ କଲେ ଶହଶହ ଭକ୍ତ

ଭୁବନେଶ୍ବର: ଆଜି ହେଉଛି ଅଁଳା ନବମୀ। ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଚଳ ଚଂଚଳ ହୋଇଉଠିଛି ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିର। ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡ଼ିଆଣୀ ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି। ସେପଟେ ପୂର୍ବ ଭଳି ରାଧା ପାଦ ସ୍ପର୍ଶ ଉପରେ କଟକଣା…

ବାତ୍ୟା ଅକଓ୍ବାନ: ଚିଲିକା​‌ରେ ୨୧ ଯାଏଁ ଡଙ୍ଗା ଚଳାଚଳ ବନ୍ଦ କଲା ସିଡିଏ

ଚିଲିକା: ବାତ୍ୟା ଅକବନ ଆଜି ମଧ୍ୟାହ୍ନ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ କେନ୍ଦ୍ରୀଭୂତ ହୋଇଛି। ଏହା ଗତ ୬ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ଓଡ଼ିଶାର ଗୋପାଳପୁର ଠାରୁ…

୫ମ ଓ ୮ମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ: ଉତ୍ତୀର୍ଣ୍ଣ କରିବାକୁ ହେଲେ ରଖିବାକୁ ହେବ ୩୦ ନମ୍ବର

ଭୁବନେଶ୍ବର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ମଜଭୁତ ଏବଂ ଛାତ୍ର କୈନ୍ଦ୍ରିକ କରିବା ଦିଗରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଏବଂ…

ବାତ୍ୟା ଆଶଙ୍କା: ୬ ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍‌ୱାନ୍’ (Akvan) କୁ ଦୃଷ୍ଟିରେ ରଖି, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକ ଅନ୍ତତଃ ତିନି ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଜିଲ୍ଲାରେ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ…

ବିଧାନସଭାରେ ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ; ୨୪,୧୫୦ କୋଟି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ମୋଟ ଅତିରିକ୍ତ ବ୍ୟୟ ବରାଦ ମଧ୍ୟରୁ ୧୭,୯୯୦ କୋଟି ଟଙ୍କା 'କାର୍ଯ୍ୟକ୍ରମ ବ୍ୟୟ' (Programme…