Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲିଯାତ୍ରାରେ ରୂପା ତାରକସି ପାଭିଲିଅନ୍ ଓ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ

କଟକ: ଐତିହାସିକ ବାଲିଯାତ୍ରାରେ ଆୟୋଜନ ହୋଇଥିବା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ତଥା କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଧବାର ଦିନ ଏହାର ଉଦ୍ଘାଟନ…

୧୫୦ ବର୍ଷରେ “ବନ୍ଦେ ମାତରମ୍”; ସ୍ୟାଣ୍ଡ ଆନିମେସନରେ ଗୀତର ଯାତ୍ରାକୁ ଚିତ୍ରିତ କଲେ ବାଲୁକା ଶିଳ୍ପୀ ମାନସ

ପୁରୀ: ଭାରତର ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦେଶଭକ୍ତିମୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବାଲୁକା ଆନିମେସନ୍ ସ୍ୱଳ୍ପଚିତ୍ର ସୃଷ୍ଟି କରିଛନ୍ତି । ଏହି ଆନିମେସନ୍‌ରେ ମାନସ କୁମାର ସାହୁ ସୁନ୍ଦରଭାବରେ “ବନ୍ଦେ ମାତରମ୍” ଗୀତର ଯାତ୍ରାକୁ ଚିତ୍ରିତ…

OCS ପ୍ରିଲିମିନାରୀ ପରୀକ୍ଷା ରେଜଲ୍ଟ ପ୍ରକାଶ; ୭୮୧ ମହିଳା ଦେବେ ମେନ ପରୀକ୍ଷା

ଭୁବନେଶ୍ବର: ଓଡିଶା ସିଭିଲ ସର୍ଭିସ  (OCS) ପ୍ରିଲିମିନାରି  ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷା ହେବାର ମାତ୍ର ୨୪ ଦିନ ମଧ୍ୟରେ ଏହା ଫଳାପଳ ପ୍ରକାଶ କରିଛି ଓଡିଶା ଲୋକ ସେବା ଆୟୋଗ । ୨୦୨୫ ଅକ୍ଟୋବର ୧୨ ତାରିଖରେ ହୋଇଥିଲା ପରୀକ୍ଷା । ପରୀକ୍ଷାର୍ଥୀ ଓପିଏସସି ଓ୍ବେବସାଇଟ …

ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ

କଟକ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ନିର୍ବାଚନ ବିଭାଗର ମିଳିତ ଆନୁକୂଲ୍ୟରେ ଐତିହାସିକ କଟକ ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଭୋଟର ତାଲିକାରେ ଶତପ୍ରତିଶତ ନାମ ପଞ୍ଜିକରଣ, ମତଦାନର ମହତ୍ତ୍ୱ ଆଦି ବିଭିନ୍ନ ବିଷୟରେ ସଚେତନ କରି ଭାରତୀୟ…

ସୁନାର ଓଡ଼ିଶାକୁ ବିଜେପି ସରକାର ଛାରଖାର କରିଦେଲା: ବିଜେଡି

ନୂଆପଡ଼ା: ରାଜ୍ୟର ଗରିବ, ପ୍ରବାସୀ ଶ୍ରମିକ, କୃଷକ, ମହିଳା ମାନଙ୍କ ପାଇଁ ନବୀନ ସରକାର ଯାହା ସବୁ କରିଥିଲେ, ତାକୁ ମୋହନ ସରକାର ଛାରଖାର କରିଦେଲେ । ୧୬ ମାସ ଭିତରେ ରାଜ୍ୟକୁ ଆଗକୁ ନେବା ପରିବର୍ତ୍ତେ ପଛକୁ ନେବାର ସବୁ ବନ୍ଦେବସ୍ତ କରିଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରିବାରେ ଏହି…

Bali Yatra: ବାଲିଯାତ୍ରାରେ ପରିବହନ ବିଭାଗର ସ୍ୱତନ୍ତ୍ର ଷ୍ଟଲ ଉଦଘାଟନ; ଭାଗ୍ୟଶାଳୀ ବିଜେତାଙ୍କୁ ମିଳିବ ହେଲମେଟ୍

କଟକ: ସଡ଼କ ସୁରକ୍ଷା ସଚେତନତାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ପରିବହନ ବିଭାଗର ବିଭିନ୍ନ ଲୋକାଭିମୁଖୀ ସୂଚନା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, କଟକଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଷ୍ଟଲ୍ ସ୍ଥାପନ…

କୋମନାରେ ନବୀନଙ୍କୁ ଟାର୍ଗେଟ କଲେ ମୋହନ, ପ୍ରଶ୍ନ ବାଣରେ କଲେ ଘାଇଲା…

ନୂଆପଡା: ଗୁରୁବାର କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ନବୀନଙ୍କ ‘ବେଇମାନୀ’ ଅଭିଯୋଗର ଜବାବ ରଖିଲେ ମୋହନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଲଟା ପ୍ରଶ୍ନ କରି ପଚାରିଥିଲେ ଯେ, ବିଜେପୁରରେ କଂଗ୍ରେସ…

ମୁଖ୍ୟମନ୍ତ୍ରୀ ଉଦବୋଧନ ବେଳେ, ମଞ୍ଚରେ କାହିଁକି କାନ୍ଦିଲେ ଜୟ ଢୋଲକିଆ?

ନୂଆପଡା: ଆଜି ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ସମୟରେ କଇଁ କଇଁ ହୋଇ କାନ୍ଦିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଜୟଙ୍କୁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ବେଇମାନ ପୁଅ ବୋଲି କହିଥିଲା । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିବାବେଳେ ଏହା ଶୁଣି ଜୟଙ୍କ ଆଖିରେ ଲୁହ…

Bali Yatra: ବାଲିଯାତ୍ରାରେ ସବୁଦିନ ଖାଦ୍ୟର ମାନ ଯାଞ୍ଚ୍‌ କରିବେ ୩ଟି ଟିମ୍, ଆସିଛି ଫୁଡ୍‌ ଟେଷ୍ଟିଂ ଗାଡି

କଟକ: ଚଳିତ ବର୍ଷ ବାଲିଯାତ୍ରାରେ ହେବ ଲକ୍ଷାଧିକ ଲୋକଙ୍କ ସମାଗମ । ଏହାକୁ ଦୃଷ୍ଟିରେ ରଖି ସବୁ ଖାଦ୍ୟ ଷ୍ଟଲ୍‌ ଉପରେ ନଜର ରଖିଛି କଟକ ମହାନଗର ନିଗମ (ସିଏମ୍‌ସି) ଖାଦ୍ୟ ସୁରକ୍ଷା ବିଭାଗ । ତେବେ ଖାଦ୍ୟ ନମୁନାର ତୁରନ୍ତ ଯାଞ୍ଚ୍‌ ପାଇଁ ଭୁବନେଶ୍ୱରରୁ ଏକ ଫୁଡ୍‌ ଟେଷ୍ଟିଂ ଗାଡି ଆସିଛି ।…

Forest Officer suspend: ହାତୀ ମୃତ୍ୟୁ ଘଟଣାରେ ୩ ବନ କର୍ମଚାରୀ ନିଲମ୍ବିତ

ମୟୂରଭଞ୍ଜ: ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ୩ ବନ କର୍ମଚାରୀ । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ । ବାରିପଦା ବେତନଟୀ ରେଞ୍ଜର ବନପାଳ ଏବଂ ଦୁଇ ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ରହିଛି । ସୂଚନା ମୁତାବକ, ବେତନଟୀ ବନଞ୍ଚଳରେ ହାତୀମାନେ ବିଭିନ୍ନ ସମୟରେ…