Latest Odisha News

BREAKING NEWS

Browsing Category

ଓଡିଶା

Odisha

୫୬ ଗ୍ରାମ ହେରୋଇନ ଜବତ;ଜଣେ ଗିରଫ

ଜଗତସିଂହପୁର: ବିରିଡ ଥାନା ଅନ୍ତର୍ଗତ ମାଣିତିରି ଅଞ୍ଚଳର ନିଶା ମାଫିଆ ସରୋଜ ନାୟକ ଗିରଫ । ଯାଞ୍ଚ ପରେ ତାଙ୍କ ପାଖରୁ ହେରୋଇନ୍ , ଏକ ଫୋନ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ମୋଟର ସାଇକେଲ ଜବତ କରାଯାଇଛି । ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।…

ଭିଜିଲାନ୍ସ ଜାଲରେ ଚାନ୍ଦବାଲି ସବ-ଟ୍ରେଜେରୀ ଅଫିସର ପୂର୍ବତନ କର୍ମୀ, ୮ କୋଟି ହେରଫେର ଅଭିଯୋଗ

ଭଦ୍ରକ: ରବିବାର ଦିନ ଓଡ଼ିଶା ଭିଜିଲାନ୍ସ ଚାନ୍ଦବାଲି ସବ-ଟ୍ରେଜେରୀ ଅଫିସ୍ ର ପୂର୍ବତନ ବରିଷ୍ଠ ସହାୟକ ସନ୍ତୋଷ କୁମାର ପଣ୍ଡାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି। ଏଥିସହିତ ତାଙ୍କର ପାଞ୍ଚ ଜଣ ସହଯୋଗୀ - ଶିବ ଶଙ୍କର ସାମଲ, ଦେବ ଶଙ୍କର ସାମଲ, ପ୍ରଫୁଲ୍ଲ କୁମାର ରାଉତ, ସନ୍ଦୀପ କୁମାର…

Balianta Lynching:ବାଲିଅନ୍ତା ଭିଡ଼ ହତ୍ୟା ଘଟଣା:୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର:ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ୪ ପୋଲିସ ଅଧିକାରୀ ଏବଂ କର୍ମଚାରୀ ନିଲମ୍ବିତ । ନିଲମ୍ବିତଙ୍କ ମଧ୍ୟରେ ଜଣେ ଏସଆଇ ଓ ଜଣେ ଏଏସଆଇ ଅଛନ୍ତି । ଏଥିସହ OAPF ଓ ଜଣେ କନଷ୍ଟେବଳ ମଧ୍ୟ…

ବାଲ୍‌କୋନୀରୁ ପଡ଼ି ପିଏଚ୍‌ଡି ଛାତ୍ର ମୃତ

ଭୁବନେଶ୍ୱର: ଭୁବନେଶ୍ବର IIT କ୍ୟାମ୍ପସ୍‌ ହଷ୍ଟେଲ ବାଲ୍‌କୋନୀରୁ ପଡ଼ି ପିଏଚ୍‌ଡି ଛାତ୍ର ମୃତ। ବଏଜ୍‌ ହଷ୍ଟେଲ୍‌ର ଷଷ୍ଠ ମହଲା ବାଲକୋନୀରୁ ପଡ଼ି ଛାକ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଘୋଷଣା କଲେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍‌ ଡାକ୍ତର। ମୃତ ଛାତ୍ର ହେଲେ ତନିକୋଣ୍ଡା…

ଖୋର୍ଦ୍ଧା, ପୁରୀ ସମେତ ଭିଜିବ ଏହି ଜିଲ୍ଲା…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଅପରାହ୍ନରେ ବଜ୍ରପାତ ଓ ବର୍ଷା ନେଇ ଓଡ଼ିଶାର ୩ ଜିଲ୍ଲା ପାଇଁ ଏକ ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ପୁରୀ, ଖୋର୍ଦ୍ଧା ଏବଂ କଟକ। ଏହି ଜିଲ୍ଲା ଗୁଡ଼ିକରେ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ଧରଣର…

ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ ପରେ ହତ୍ୟା!

ରାୟଗଡ଼ା: ରାୟଗଡାରେ ତୁମ୍ଭିଗୁଡା ଅଞ୍ଚଳରୁ ଯୁବକଙ୍କୁ ଅପହରଣ ପରେ ମୃତଦେହ ମିଳିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବକଙ୍କ ପରିବାର ଓ ଗ୍ରାମବାସୀମାନେ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କଲେ ମୃତ ନିଖିଲଙ୍କ ପରିବାରଙ୍କ ସହ…

ବାଲିଅନ୍ତା ଘଟଣାରେ ପୋଲିସ କରୁଛି କି ପକ୍ଷପାତିତା, ମହିଳାଙ୍କ ପଲିଗ୍ରାଫ୍ ପରୀକ୍ଷା ଦାବି କଲେ ପରିବାର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ଚାଞ୍ଚଲ୍ୟକର ଭିଡ଼ ହିଂସା ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି। ସୌମ୍ୟ ହତ୍ୟା ମାମଲା ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ସରଜମିନ୍ ତଦନ୍ତ ଆରମ୍ଭ…

ବାଲିଅନ୍ତା ହତ୍ୟାକାଣ୍ଡ: କ୍ରାଇମବ୍ରାଞ୍ଚର ମାରାଥନ ତଦନ୍ତ ଆରମ୍ଭ; ପୋଲିସର ଅବହେଳା ମଧ୍ୟ ଯାଞ୍ଚ ହେବ

ବାଲିଅନ୍ତା: ବାଲିଅନ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଛାନଭିନ୍‌ ଜୋରଦାର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ବାଲିଅନ୍ତା ଥାନାରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।…

ସର୍ବନିମ୍ନ ମଜୁରୀ ଦେବାରେ ଓଡ଼ିଶା ଦେଶର ଅନ୍ୟତମ ଖରାପ ରାଜ୍ୟ

ଏସବିଆଇ (SBI) ପକ୍ଷର ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାରେ ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ମଜୁରୀ ମିଳୁନାହିଁ। ଏସବିଆଇ ରିସର୍ଚ୍ଚର ସଦ୍ୟତମ ରିପୋର୍ଟ ଅନୁଯାୟୀ, ସର୍ବନିମ୍ନ ମଜୁରୀ ଆଇନର ଉଲ୍ଲଂଘନ କ୍ଷେତ୍ରରେ ଓଡ଼ିଶା ଦେଶର ଦ୍ୱିତୀୟ ଖରାପ ରାଜ୍ୟ ଭାବେ ଉଭା ହୋଇଛି। ଓଡ଼ିଶାରେ…

Rainfall alert: ଘାରିଲାଣି ବାତ୍ୟା ଚିନ୍ତା! ଆସୁଛି ଲଘୁଚାପ, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର, ଓଡିଶାରେ…

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ଆଗାମୀ ଦିନରେ ଏହି ବିକାଶଶୀଳ ପ୍ରଣାଳୀ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ…