Latest Odisha News

BREAKING NEWS

Browsing Category

ଓଡିଶା

Odisha

Nuapada bypoll: ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ; ଘାସିରାମ ମାଝୀଙ୍କ ପାଇଁ ଭୋଟ୍ ମାଗିବେ

ନୂଆପଡା:ନୂଆପଡ଼ା ଉପନିର୍ବାଚନ ପାଇଁ ଧିରେ ଧିରେ ଜମିଲାଣି ପ୍ରଚାର । ଆସନ୍ତା ୭ ତାରିଖ ଦିନ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ରେଭନ୍ଥ ରେଡ୍ଡୀ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…

Brown Sugar Seized: ଅପରେସନ ଚକ୍ରକୁ ଅଭିଯାନରେ ୧୫୧ ଗ୍ରାମର ବ୍ରାଉନସୁଗାର ଜବତ, ୪ ଗିରଫ

ପୁରୀ: ପୁଣି ପୁରୀ ପୋଲିସକୁ ବଡ଼ ସଫଳତା । ଅପରେସନ ଚକ୍ର ଅଭିଯାନରେ ଜବତ ହୋଇଛି ୧୫୧ ଗ୍ରାମର ବ୍ରାଉନସୁଗାର । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୬ ଲକ୍ଷ ୩୦ ହଜାର ୭ ଟଙ୍କା ଜବତ ହୋଇଛି । ଖବର…

JEE Main: ନଭେମ୍ବର ୨୭ ରାତି ୯ ଯାଏଁ ଜେଇଇ ମେନ୍‌ ଆବେଦନ କରିପାରିବେ, ଏହି ଦିନ ହେବ ପରୀକ୍ଷା…

ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପାଇଁ ଆରମ୍ଭ ହେଲା ଅନଲାଇନ ଆବେଦନ ପ୍ରକ୍ରିୟା । ନଭେମ୍ବର ୨୭ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ । ରାତି ୧୧ଟା ୫୦ ମଧ୍ୟରେ ଅନ୍‌ଲାଇନ ଫି ଦାଖଲ କରିପାରିବେ । କେଉଁଠାରେ ପରୀକ୍ଷା ସେଣ୍ଟର ପଡିବ…

Police SI Exam Scam: ଭୁବନେଶ୍ୱରରେ ପହଞ୍ଚିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ଉତ୍ତରାଖଣ୍ଡରୁ ଗିରଫ କରିଥିଲା…

ଭୁବନେଶ୍ୱର: ରାଜଧାନୀରେ ପହଞ୍ଚିଲା ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆଣିଲା କ୍ରାଇମ୍‌ବ୍ରାଞ୍ଚ । ଏୟାରପୋର୍ଟରୁ ସିଧା କ୍ରାଇମ୍‌ବ୍ରାଞ୍ଚ ଅଫିସ୍ ଗଲା ଶଙ୍କର ପୃଷ୍ଟି । ନେପାଳ ସୀମା ଉତ୍ତରାଖଣ୍ଡ…

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି । ଭୁବନେଶ୍ୱର, ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ…

ଟ୍ରେନ୍ ଲାଇନ୍ ପାର୍ ସମୟରେ ଦନ୍ତା ହାତୀ ମୃତ

ବାରିପଦା: ଥମୁନି ହାତୀ ମୃତ୍ୟୁ । ପୁଣି ଟ୍ରେନ୍ ଧକ୍କାରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧିନ ଜୁଗଳ ଷ୍ଟେସନ ନିକଟରେ ଏକ ଦନ୍ତାକୁ ଶାଲିମାର୍-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେବା ଫଳରେ ହାତୀଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ରାତି…

ମହାକାର୍ତ୍ତିକ ପଞ୍ଚୁକ ଆରମ୍ଭ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନିତିକାନ୍ତି, ବାହାରକାଠରୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଆଜିଠୁ ଧର୍ମମାସ କାର୍ତ୍ତିକର ପଞ୍ଚୁକ ବ୍ରତ ଆରମ୍ଭ । ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ ବ୍ରତ ପାଳନ ହେବ । କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ କ୍ଷୟ ହେଉଥିବାରୁ ୪ ଦିନ ବ୍ରତ ପଡ଼ୁଛି । ଏହାକୁ ବକ ପଞ୍ଚମୀ ଓ ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଏ । ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ…

Attacked: ରାଜଧାନୀରେ ୨ ଦୋକାନୀଙ୍କୁ ଦୁର୍ବୃତ୍ତଙ୍କ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ବର: ୨ ଦୋକାନୀଙ୍କୁ ଦୁର୍ବୃତ୍ତଙ୍କ ଖଣ୍ଡାରେ ଆକ୍ରମଣ । ଜଣେ ଇଲେକ୍ଟ୍ରି ଦୋକାନୀ ଓ ଜଣେ ମିଠା ଦୋକାନୀ ଆହତ । ଏହି ଘଟଣା ଘଟିଛି ଟଙ୍କପାଣି ରୋଡ଼ ଚିଲି ପୋଖରୀ ତାରିଣୀ ହୋଟେଲ ନିକଟରେ। ଖବରମୁତାବକ, ପଇସା ନଦେଇ ଯିବା ବେଳେ ଦୋକାନୀ ମାଗିବାରୁ ବଚସା ହୋଇଥିଲା। ଏହା ପରେ ଯୁବକ…

Ragging Allegation: MKCGରେ ପୁଣି ରାଗିଂ ଅଭିଯୋଗ; ବେନାମୀ ଅଭିଯୋଗ ନେଇ ଅସନ୍ତୋଷ…

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ ଆସିଛି ।କଲେଜର ୫ ସିନିଅର ଛାତ୍ରଙ୍କ ନାଁରେ ରାଗିଂ ଅଭିଯୋଗ ହୋଇଛି । ନାଁ ଗୋପନ ରଖି ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ କରିଛନ୍ତି ଜଣେ ଛାତ୍ର । ଏହାକୁ ଭିତ୍ତି କରି ଶନିବାର ମେଡ଼ିକାଲ କଲେଜ୍ ପରିସରରେ ଏକ ଉଚ୍ଚସ୍ତରୀୟ ବୈକଠ…

Nuapada Bypoll: ବିଜେପି ବିରୋଧରେ ସିଇଓଙ୍କୁ ଭେଟିଲା ବିଜେଡି;କହିଲା-ପୋଲିସ ପ୍ରଶାସନକୁ ବ୍ୟବହାର କରୁଛି…

ଭୁବନେଶ୍ୱର: ପୋଲିସ ପ୍ରଶାସନର ଅପବ୍ୟବହାର କରି ଭାରତୀୟ ଜନତା ପାର୍ଟି ନୂଆପଡା ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ବିଜୁ ଜନତା ଦଳ ଶନିବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହୋଇଛି । ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଶନିବାର ରାଜ୍ୟର ମୁଖ୍ୟ…