Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେଟ୍ରୋ କାମ ବନ୍ଦ ହୋଇନାହିଁ, ନୂଆ ରୂପରେ ଆସିବ : ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପକୁ ନେଇ ସରକାର ଏକ ବଡ଼ ଏବଂ ଦୂରଦୃଷ୍ଟିସମ୍ପନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ମେଟ୍ରୋ ଏବେ କେବଳ ଏକ ପରିବହନ ମାଧ୍ୟମ ହୋଇ ରହିବ ନାହିଁ, ବରଂ ଏହାକୁ ଏକ 'ଫ୍ୟୁଚରିଷ୍ଟିକ୍' ବା…

ବଢ଼ିଲା କମର୍ସିଆଲ ଗ୍ୟାସ ଦର: ଏବେ ମହଙ୍ଗା ହେବ ବାହାଘର ଭୋଜି, ପ୍ଲେଟ୍ ପିଛା ଗଣିବାକୁ ପଡ଼ିବ ଅଧିକ ୧୦୦ ଟଙ୍କା

ଭୁବନେଶ୍ୱର: ଆଗକୁ ବିବାହ ଋତୁ ଆସୁଥିବା ବେଳେ ସାଧାରଣ ଖାଉଟିଙ୍କ ପକେଟ୍‌ ଉପରେ ପଡ଼ିବାକୁ ଯାଉଛି ବଡ଼ ପ୍ରଭାବ। ବାରମ୍ବାର କମର୍ସିଆଲ ଗ୍ୟାସ ଦର ବୃଦ୍ଧି ପାଉଥିବାରୁ ଏବେ କ୍ୟାଟ୍ରିଂ ଇଣ୍ଡଷ୍ଟ୍ରି ଚିନ୍ତାରେ। ଗ୍ୟାସ ଦର ବଢ଼ିବା ଫଳରେ ଏହାର ସିଧାସଳଖ ପ୍ରଭାବ ଭୋଜିର ମୂଲ୍ୟ ଉପରେ ପଡ଼ିବ।…

ମହିଳା ସଂରକ୍ଷଣ ଉପରେ ରାଜନୀତି ସରଗରମ: ରାସ୍ତାକୁ ଓହ୍ଲାଇବ ବିଜେଡି, ୧୦ରୁ ଆରମ୍ଭ ହେବ ‘ନାରୀ ଅଧିକାର…

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଏକଦିବସୀୟ ସ୍ୱତନ୍ତ୍ର ଅଧିବେଶନରେ 'ନାରୀଶକ୍ତି ବନ୍ଦନ ଅଧିନିୟମ' ଉପରେ ସଂକଳ୍ପ ପାରିତ ହେବା ପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ବିଧାନସଭା ଭିତରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଲାଗି ରହିଥିବା ମାରାଥନ୍ ଆଲୋଚନାର ପ୍ରଭାବ ଏବେ ରାଜରାସ୍ତାକୁ…

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ୩ ମାସ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଆଜିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରାପଡ଼ାର ଭିତରକନିକା ବନ୍ଦ ରହିବ । ଏହି ସମୟରେ ପ୍ରଜନନ ପାଇଁ ବଉଳା କୁମ୍ଭୀର ହିଂସ୍ର ହେଉଥିବାରୁ ପର୍ଯ୍ୟଟକମାନଙ୍କୁ…

ବଜ୍ରପାତ ନେଲା ଭୟଙ୍କର ରୂପ! ଛାତ ଉଡ଼ିଗଲା, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜୀବନ ବିକଳରେ ଦୌଡ଼ିଲେ ଲୋକେ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ନୀଳାଦ୍ରି ବିହାର ସ୍ଥିତ ସୋମନାଥ ବସ୍ତିରେ ଏକ ଘର ଉପରେ ହଠାତ୍ ବଜ୍ରପାତ ହେବାରୁ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଗୁରୁତର ଭାବେ ପୋଡ଼ି…

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ: ମହିଳା ସଂରକ୍ଷଣ ପ୍ରସଙ୍ଗରେ ୧୦ ଘଣ୍ଟାର ମାରାଥନ୍ ଆଲୋଚନା, ବିରୋଧୀଙ୍କୁ…

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବା ସହ ଶେଷ ହୋଇଛି। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଏବଂ ସଶକ୍ତୀକରଣ ପ୍ରସଙ୍ଗକୁ ନେଇ ଗୃହରେ ଏକ ମାରାଥନ୍ ଆଲୋଚନା ଦେଖିବାକୁ ମିଳିଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଆଲୋଚନା ରାତି…

ମାଟ୍ରିକ୍ ପିଲାଙ୍କ ପାଇଁ ବଡ଼ ଖବର: ଇତିହାସ ରଚିବାକୁ ଯାଉଛି ବୋର୍ଡ, ଏଣିକି ଓଡ଼ିଆ ଭାଷାରେ ମିଳିବ ସାର୍ଟିଫିକେଟ୍

କଟକ: ମାତୃଭାଷା ଓଡ଼ିଆକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଏକ ବଡ଼ ତଥା ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏଣିକି ବୋର୍ଡ ଦ୍ୱାରା ପ୍ରଦାନ କରାଯାଉଥିବା ସାର୍ଟିଫିକେଟ୍ ବା ପ୍ରମାଣପତ୍ର କେବଳ ଇଂରାଜୀରେ ନୁହେଁ, ବରଂ ନିଜ ମାତୃଭାଷା ଓଡ଼ିଆରେ…

କାଳବୈଶାଖୀର ତାଣ୍ଡବ: ୪ ଜିଲ୍ଲାକୁ ଅରେଞ୍ଜ ଓ ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ଦେଖିବାକୁ ମିଳିଛି। ପାଗରେ ହଠାତ୍ ପରିବର୍ତ୍ତନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ, ଆଜି ମଧ୍ୟ ସାରା ରାଜ୍ୟରେ କାଳବୈଶାଖୀର ସମ୍ଭାବନା ଲାଗିରହିବ…

କଲରାପତରିଆ ବାଘ ଚମଡା ଡିଲ ବେଳେ ମାଡି ବସିଲା ବନ ବିଭାଗ , ଦୁଇ ଗିରଫ

ବୌଦ୍ଧ: ବୌଦ୍ଧ ବନଖଣ୍ଡ ଅଧିନସ୍ତ ହରଭଙ୍ଗା ବ୍ଲକ ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ କରଞ୍ଜକଟା ଗାଁ ନିକଟରେ କଲରାପତାରିଆ ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ଚଢ଼ାଉ ପରେ ବନ ବିଭାଗ ଗୋଟିଏ କଲରାପତରିଆ ବାଘ ଚମଡା ସହ ଗୋଟିଏ ବାଇକ, ଦୁଇଟି ମୋବାଇଲ ଜବତ ସହିତ ଦୁଇ ଶିକାରୀକୁ କାବୁ…

ମେ ମାସ ସୁଦ୍ଧା ଆରମ୍ଭ ହେବ “ସ୍ୱୟଂଚାଳିତ ଅପିଲ” ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଅଧିକାର ଆଇନକୁ ସୁଦୃଢ କରିବା ଏବଂ ସରକାରୀ ସେବାଗୁଡ଼ିକୁ ସମୟସୀମା ମଧ୍ୟରେ ପ୍ରଦାନ କରିବା ପାଇଁ ମେ ୨୦୨୬ ସୁଦ୍ଧା “ସ୍ୱୟଂଚାଳିତ ଅପିଲ ପ୍ରଣାଳୀ” କାର୍ଯ୍ୟକାରୀ କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । ଓଡ଼ିଶା ଲୋକସେବା ଅଧିକାର ଆଇନ ସମ୍ବନ୍ଧୀୟ ୩୨ଟି…