Latest Odisha News

BREAKING NEWS

Browsing Category

ଓଡିଶା

Odisha

Cyclone Montha Damage: ‘ଚାଲିଛି ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ, ଖୁବଶୀଘ୍ର ମିଳିବ କ୍ଷତିଗ୍ରସ୍ତଙ୍କୁ…

ଭୁବନେଶ୍ବର: ଚାଲିଯାଇଛି ବାତ୍ୟା ମୋନ୍ଥା, ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଫସଲ କ୍ଷୟକ୍ଷତି ଘଟାଇଛି । ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ଓଡ଼ିଶା, ସବୁଆଡ଼େ ପ୍ରଭାବିତ ହୋଇଛି ଧାନ ଚାଷ । ତିନି ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷତି ହୋଇଛି । ଯାହା ଏବେ ଚାଷୀ ପାଇଁ ଚିନ୍ତାର ବିଷୟ…

Student Swallowing Pin: ନୋଟିସ୍‌ ବୋର୍ଡ଼ରେ ଲାଗିଥିବା ପିନ୍‌ ନେଲା ଛାତ୍ରଙ୍କ ଜୀବନ

ଫୁଲବାଣୀ: ନୋଟିସ୍‌ ବୋର୍ଡ଼ରେ ଲାଗିଥିବା ଗୋଟିଏ ପିନ୍‌ ନେଲା ଛାତ୍ରଙ୍କ ଜୀବନ। ଏହି ପିନ୍ ଗିଳି ଛାତ୍ରଟିର ମୃତ୍ୟୁ ହୋଇଛି । ଘଟଣାର ପ୍ରାୟ ଏକ ସପ୍ତାହ ପରେ କଟକ ଶିଶୁ ଭବନରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଧାବାତାଟା ଓଡ଼ିଶା ଆଦର୍ଶ…

Senior BJP Leader Passes Away: ବିଜେପିର ବରିଷ୍ଠ ନେତା ଶଙ୍କର୍ଷଣ ପରିଡାଙ୍କ ପରଲୋକ

ଭୁବନେଶ୍ୱର: ବିଜେପି ପଂଚାୟତ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ, ପୁରୀ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଶ୍ରୀ ଶଙ୍କର୍ଷଣ ପରିଡାଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି ।…

MoU signed: ଜାତୀୟ ଜଳପଥ-୫ ଏବଂ ୬୪ ର ବିକାଶ ଏବଂ କାର୍ଯ୍ୟକ୍ଷମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ମୁମ୍ବାଇ: ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI), ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ (PPA) ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମଧ୍ୟରେ ମୁମ୍ବାଇର NESCO ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ୨୦୨୫ ସମୟରେ ଜାତୀୟ ଜଳପଥ-୫ (NW–୫) ଏବଂ ଜାତୀୟ ଜଳପଥ-୬୪…

Police Si Exam Fraud: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା, ଜାମିନ ପରେ ଜେଲରୁ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ

ବ୍ରହ୍ମପୁର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ଜାମିନ ପାଇଥିବା ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀ ଆଜି ଜେଲ୍ ରୁ ମୁକୁଳିଛନ୍ତି । ଏମାନେ ଜାଲିଆତି ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ । ହେଲେ କୋର୍ଟରେ ବିଚାର ସମୟରେ କ୍ରାଇମବ୍ରାଞ୍ଚ ଛାତ୍ରଛାତ୍ରୀଙ୍କ ବିରୋଧରେ ଆବଶ୍ୟକୀୟ…

Dead body recovered: ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା; ମିଳିଲା ପରିଚୟ, ପରିବାର କହିଲା ସେ…

ବଲାଙ୍ଗିର:ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ଘଟଣା । କାଲି ଦେଓଗାଁ ଗୋଏଲପିଟା ଗାଁ ନିକଟ ଜଙ୍ଗଲରୁ ମିଲିଥିଲା ମୃତଦେହ । ଉକ୍ତ ମହିଳାଙ୍କ ପରିଚୟ ମିଳିଲା । ମୃତକ ପାଟଣାଗଡ଼ ଅଞ୍ଚଳର । ବୁଧବାର ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର କୁମୁନସି ଜଙ୍ଗଲରେ ଜଣେ ମହିଳାଙ୍କ…

One nation One Police Uniform: ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ନେଇ କେନ୍ଦ୍ରର ତନାଘନା: ଓଡ଼ିଶା ପୋଲିସକୁ…

ଭୁବନେଶ୍ୱର: ଖୁବଶୀଘ୍ର ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ପଲିସି ଆପଣେଇବ ସାରା ଦେଶ। ଦେଶରେ ଏଣିକି ଲାଗୁ ହେବ ପୋଲିସମାନଙ୍କ ଗୋଟିଏ ପ୍ରକାରର ୟୁନିଫର୍ମ। ଓଡ଼ିଶା ସମେତ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରାଳୟ। ଭିନ୍ନ ଭିନ୍ନ ରାଜ୍ୟରେ ଆଉ ଭିନ୍ନ ଭିନ୍ନ…

Lingaraj Temple: କାଲିଠାରୁ ଓପାସରେ ଥିଲେ ମହାପ୍ରଭୁ ଲିଙ୍ଗରାଜ; ଆଜି ସ୍ବାଭାବିକ ହେଲା ନୀତିକାନ୍ତି

ଭୁବନେଶ୍ବର: କାର୍ତ୍ତିକ ମାସ ପରି ପବିତ୍ର ଧର୍ମମାସରେ ଦେଖା ଦେଖାଦେଇଥିଲା ମହାବିଭ୍ରାଟ । ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗୁରୁବାର ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି। କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି ।ଗତକାଲି ଲିଙ୍ଗରାଜ ମନ୍ଦିର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା…

Vigilance raid: ଭିଜିଲାନ୍ସ ଜାଲରେ CT&GST ଅଧିକାରୀ

ବଲାଙ୍ଗିର: ଟିଟିଲାଗଡ଼ର ଆସିଷ୍ଟାଣ୍ଟ CT & GST ଅଫିସର ଉମାକାନ୍ତ ମହାକୁଡ଼ ଲାଞ୍ଚନେବା ସମୟରେ ଧରାପଡ଼ିଲେ । ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କ ମିଥ୍ୟା ଜୋରିମାନା ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଅଧିକାରୀ ଶ୍ରୀ…