Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅତ୍ୟଧିକ ଏସି ବ୍ୟବହାର ଯୋଗୁଁ ବିଗିଡ଼ିଲାଣି ସ୍ଥିତି: ଲୋ-ଭୋଲଟେଜ୍ ସହ ଟ୍ରାନ୍ସଫର୍ମର ଓଭରଲୋଡ୍, ଲୋକେ କଲବଲ

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରବଳ ଖରା ଓ ଅସହ୍ୟ ଗୁଳୁଗୁଳି ଜାରି ରହିଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଏବେ ଅଧିକରୁ ଅଧିକ ଏୟାର କଣ୍ଡିସନର ଓ କୁଲର ବ୍ୟବହାର କରୁଛନ୍ତି। କିନ୍ତୁ ଏହି ଅତ୍ୟଧିକ ଏସି ବ୍ୟବହାର ଏବେ ବିଦ୍ୟୁତ୍ ବିଭାଗ ଓ ସାଧାରଣ ଲୋକଙ୍କ ପାଇଁ ଏକ ନୂଆ ମୁଣ୍ଡବିନ୍ଧା…

ଜମି ବାଡି ବିବାଦକୁ କେନ୍ଦ୍ରକରି ଆକ୍ରମଣ କଲା ପୁତୁରା;ଦାଦା ଖୁଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ପୁରୀ: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଛୁରା ମାଡ଼ । ପୁତୁ଼ରାରର ଛୁରା ମାଡ଼ରେ ଗୁରୁତର ହେଲେ ଉଭୟ ଦାଦା ଓ ଖୁଡ଼ି । ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଣ୍ଢିଆ ସାହି ଗ୍ରାମରେ ଜମି ବାଡି ବିବାଦକୁ କେନ୍ଦ୍ରକରି ଆକ୍ରମଣ କଲା ପୁତୁରା । ଦୁହିଁଙ୍କୁ ଗୁରୁତର ଆହତ ଅବସ୍ଥାରେ…

ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ

ଝାରସୁଗୁଡ଼ା: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଦଶାହ ଭୋଜି ଖାଇବା ପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ଓପିଜିସିର ୟୁନିଟ୍-୧ର ଆଧୁନିକୀକରଣ କାର୍ଯ୍ୟ; PPAର ଅବଧି ୨୦୪୧ ପର୍ଯ୍ୟନ୍ତ ବୃଦ୍ଧି

ଇବ ଥର୍ମାଲ: ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ୍ (OPGC) ରଷ୍ଟେଜ୍-୧ (୨x୨୧୦ମେଗାୱାଟ୍) ଉତ୍ପାଦନ ୟୁନିଟ୍‌ ଗୁଡ଼ିକର ବ୍ୟାପକ ଆଧୁନିକୀକରଣ (R&M) କାର୍ଯ୍ୟ ସଫଳତାର ସହ ସମାପ୍ତ ହୋଇଛି। ଏହା ରାଜ୍ୟର ବିଦ୍ୟୁତଶକ୍ତି ଭିତ୍ତିଭୂମିର ସ୍ଥାୟୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ…

Flight Over Sensitive Puri Zone: ପୁରୀ ଶ୍ରୀମନ୍ଦିର ଜୋନ ଉପରେ ବିଜେପି ସାଂସଦ ଉଡାଇଲେ ହେଲିକପ୍ଟର, ପ୍ରଶ୍ନ…

ଭୁବନେଶ୍ବର: ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ଅଭିଯୋଗ କରିଛନ୍ତି ଯେ ବିଜେପି ସାଂସଦ ସଙ୍ଗୀତା ସିଂହ ଦେଓ ଏବଂ ତାଙ୍କ ଝିଅ ନିବୃତ୍ତିଙ୍କୁ ପୁରୀର ଅତ୍ୟନ୍ତ ସମ୍ବେଦନଶୀଳ ଶ୍ରୀମନ୍ଦିର ଜୋନ ଉପରେ ଏକ ହେହଲିକପ୍ଟର ମାଧ୍ୟବରେ ଉଡିବା ଏବଂ ଆକାଶ ଯାତ୍ରା ସମୟରେ ଫଟୋ ଉଠାଇବା…

ସୁନ୍ଦରଗଡ଼ରେ ବ୍ୟାପିଲା ଝାଡ଼ାବାନ୍ତି: କଲେରା ସନ୍ଦେହ, ଜଣେ ମହିଳାଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଜିଲ୍ଲାର ଏକ ଗାଁରେ ଏବେ ଝାଡ଼ାବାନ୍ତି ଆତଙ୍କ ଖେଳାଇ ଦେଇଛି। ହଠାତ୍ ବ୍ୟାପିଥିବା ଏହି ଅଜଣା ରୋଗ କାରଣରୁ ପରିସ୍ଥିତି ଉଦ୍‌ବେଗଜନକ ହୋଇପଡ଼ିଛି। ସ୍ଥିତି ଏପରି ହୋଇଛି ଯେ, ଏଥିରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଲୋକ ଗୁରୁତର ଅବସ୍ଥାରେ…

ପରୀକ୍ଷା ପାଇଁ ଆସିଲା ସୂଚୀ; ୩୧ରେ ବିଏଡ୍‌, ଜୁନ୍‌ ୩ରେ ବିଏଚଏଡ୍ ପ୍ରବେଶିକା

ଭୁବନେଶ୍ୱର: ବି.ଏଡ୍‌ ପରୀକ୍ଷା ପାଇଁ ଆସିଲା ସୂଚୀ । ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ ଦୁଇବର୍ଷିଆ ବି.ଏଡ୍‌ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା । ସେହିପରି, ଜୁନ୍‌ ୩ରେ ବିଏଚ୍ଏଡ୍ (ହିନ୍ଦୀ) ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ମେ’ ୩୧ ସକାଳ ୧୦ଟାରୁ…

ଟ୍ରେନ୍ ଉପରେ ଚଢ଼ି ସେଲଫି ନେବା ପଡିଲା ମହଙ୍ଗା, ଜଳିଗଲେ ଡିପ୍ଲୋମା ଛାତ୍ର

ଭୁବନେଶ୍ବର: ସେଲଫି ନିଶାରେ ଏବେ ଯୁବ ପିଢି । ଅନେକ ସମୟରେ ବିପଦଜନକ ଅବସ୍ଥାରେ ସେଲଫି ନେଇ ବହୁ ମୂଲ୍ୟ ଜୀବନ ଅକାଳରେ ଚାଲିଯାଉଥିବା ଖବର ସାମ୍ନାକୁ ଆସୁଛି, ହେଲେ ବି କୌଣସି ପ୍ରଭାବ ପଢୁନଥିବା ଦେଖିବାକୁ ମିଳୁଛି । ଆଜି ସେହିପରି ସମାନ ଏକ ଘଟଣା ଘଟିଛି ଭୁବନେଶ୍ବର ମଞ୍ଚେଶ୍ୱର ରେଳ…

ରାଜ୍ୟରେ ବଢୁଛି ପେଟ୍ରୋଲ-ଡିଜେଲ ଦର: ଭାଟ୍ କମାଇବାକୁ ତେଜୁଛି ଦାବି, ମୁହାଁମୁହିଁ ଶାସକ-ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଏବେ ତେଲ ତାତି। ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଗଲାଣି। ଆଉ ଏହି ପ୍ରସଙ୍ଗକୁ ନେଇ ଏବେ ଓଡ଼ିଶା ରାଜନୀତି ସମ୍ପୂର୍ଣ୍ଣ ସରଗରମ। ବିଗତ ୧୦ ଦିନ ମଧ୍ୟରେ ତେଲ ଦର ୫ ଟଙ୍କା ପାଖାପାଖି ବୃଦ୍ଧି ପାଇଛି । ଆଉ ଏବେ …

ଆସିକାରେ ଛକ ନାମକରଣକୁ ନେଇ ତେଜିଲା ବିବାଦ: ‘କଇଁଫୁଲିଆ ଛକ’ ପାଲଟିଲା ବିଧାୟକ ‘ସରୋଜ ପାଢ଼ୀ…

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ରାଜନୀତିରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ସହରର ଏକ ପରିଚିତ ଛକର ନାମ ପରିବର୍ତ୍ତନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ବିନା କୌଣସି ଆଲୋଚନାରେ ଆସିକାର ପ୍ରସିଦ୍ଧ 'କଇଁଫୁଲିଆ ଛକ'ର ନାମ ବଦଳାଇ ସ୍ଥାନୀୟ ବିଧାୟକଙ୍କ ନାମରେ ରଖାଯିବା…