Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜେଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା: ବିଏ ପାସ୍ କଲେ ଝିଅଙ୍କୁ ମିଳିବ ଏତିକି ଟଙ୍କା…

ଭୁବନେଶ୍ଵର: ଆସିଲା ରାଜ୍ୟ ବଜେଟ୍ ୨୦୨୬-୨୭ । ବିଧାନସଭାରେ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଉଛି । ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସରକାରୀ କଲେଜ…

୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ, ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ବଜେଟ୍‌ ରେ…

ଫେବ୍ରୁଆରୀ ୨୭ରେ ଭଦ୍ରକରେ ୨୪ ଘଣ୍ଟିଆ ରେଳ ରୋକ ଡାକରା

ଭଦ୍ରକ: ଅସନ୍ତା ଫେବ୍ରୁଆରୀ ୨୭ରେ ପୀରହାଟଠାରେ ଭଦ୍ରକ ଧାମରା ରେଳପଥରେ ୨୪ ଘଣ୍ଟିଆ ରେଳରୋକ କରାଯିବ । ଧାମରା ପୋର୍ଟ ଦ୍ଵାରା କୋଇଲା ପରିବହନରେ ଜିଲ୍ଲାର ମୂଳ ଅଧିବାସୀଙ୍କୁ ବଞ୍ଚିତ କରାଯାଉଛି । ଏହାକୁ ବିରୋଧ କରି ଆସନ୍ତା ଫେବ୍ରୁଆରୀ ୨୭ରେ ୨୪ ଘଣ୍ଟିଆ ରେଳ ରୋକ୍ ଡାକରା ଦିଆଯାଇଛି ।…

Thunderstorm Alert To Odisha: ଓଡ଼ିଶାରେ ପ୍ରବଳ ବର୍ଷିବ! ଆସୁଛି ଆଉ ଏକ ଲଘୁଚାପ…

ଭୁବନେଶ୍ଵର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି, ଯାହା ଫଳରେ ଫେବୃଆରୀ ୨୩ ଏବଂ ୨୪ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ…

Firecracker Explosion: କଟକ ବାଣ ବିସ୍ଫୋରଣ ଘଟଣା; ୨ ମହିଳା ଏବଂ ଜଣେ ଶିଶୁ କନ୍ୟା ମୃତ

କଟକ: କଟକରେ ବାଣ ବିସ୍ପୋରଣ ଘଟଣା । ଏଥିରେ ୩ ଜଣଙ୍କର ମୃତୁ ହୋଇଛି । ଜଗତପୁର ଥାନା ଅନ୍ତର୍ଗତ ମହାଜନପୁରରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ଗୁରୁବାର…

Handibhanga Jata: ୧୧ ବର୍ଷ ପରେ ପୁଣି ପାଳନ ହେବ ହାଣ୍ଡିଭଙ୍ଗା ଯାତ…

ଭୁବନେଶ୍ୱର: ଦୀର୍ଘ ୧୧ ବର୍ଷ ପରେ ପୁଣି ଅନୁଷ୍ଠିତ ହେବ ହାଣ୍ଡିଭଙ୍ଗା ଯାତ । ଏହାକୁ ସ୍ବଭାବିକ କରିବାକୁ କପିଳେଶ୍ୱରଙ୍କ ସେବାୟତମାନେ ସମ୍ମିଳିତ ଭାବେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର ଉତ୍କଣ୍ଠା । ଏନେଇ ଗୁରୁବାର ସ୍ୱତନ୍ତ୍ର…

ମେମୁ ଟ୍ରେନ୍ ମୁହାଁମୁହିଁ ଖବର; ସ୍ପଷ୍ଟ ସୂଚନା ଦେଲା ଇଷ୍ଟ କୋଷ୍ଟ ରେଲୱେ

କଟକ: ମହାନଦୀ ପୋଲ ଉପରେ ଦୁଇ ଟ୍ରେନ ଧକ୍କାରୁ ବର୍ତ୍ତିବା ନେଇ ଖବର ନେଇ ସାମ୍ନାକୁ ଆସିଲା ସତ ଘଟଣା । ମେମୁ ଟ୍ରେନ୍ ମୁହାଁମୁହିଁ ଖବର ମିଛ ବୋଲି ସ୍ପଷ୍ଟ କଲା ପୂର୍ବତଟ ରେଳବାଇ । ସେଭଳି କିଛି ଘଟଣା ଘଟି ନାହିଁ । ଦୁଇଟି ମେମୁ ଟ୍ରେନ ଗୋଟିଏ ଟ୍ରାକରେ ଥିଲେ ମୁହାଁମୁହିଁ ନୁହେଁ । ଉଭୟ…

ପୁଣି ବଢିଲା ଡ୍ରପ୍ ଆଉଟ୍‌ ସଂଖ୍ୟା: ପାଠ ଛାଡ଼ିଛନ୍ତି ୧୫% ପିଲା

ଭୁବନେଶ୍ୱର: ଡ୍ରପ୍ ଆଉଟକୁ ନେଇ ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର। ପୁଣି ବଢିଲା ଡ୍ରପ୍ ଆଉଟ୍‌ ସଂଖ୍ୟା। ୨୦୨୪-୨୫ ଶିକ୍ଷାବର୍ଷ ତଥ୍ୟ ଅନୁସାରେ, ୧୫ ପ୍ରତିଶତ ପିଲା ପାଠ ଛାଡ଼ିଛନ୍ତି। ୧୨.୮%ରୁ ବଢି ୧୫% ହେଲା ଡ୍ରପ୍ ଆଉଟ୍‌ ସଂଖ୍ୟା। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ ଓ ୧୦ମର ସବୁଠୁ ଅଧିକ…

ପ୍ରେମିକା ଆଗରେ ଗଲା ପ୍ରେମିକ ଜୀବନ, ଓୟୋ ହୋଟେଲ ରୁମରେ ମିଳିଲା ପ୍ରେମିକର ମୃତଦେହ

ଭୁବନେଶ୍ୱର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ପ୍ରେମିକା ଆଗରେ ଗଲା ପ୍ରେମିକ ଜୀବନ। ଓୟୋରୁ ମିଳିଲା ସନ୍ଦେହଜନକ ମୃତଦେହ। ହୋଟେଲ୍‌ ରୁମ୍‌ରେ ଝୁଲୁଥିଲା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ। ମୃତ ଇଂଜିନିୟରିଂ ଛାତ୍ର ହେଲେ ବିବୁନା ପ୍ରଧାନ। ସଫ୍ଟୱେର ଇଞ୍ଜିନିୟର…

Summer Preparations: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି…

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ଶୀତ ଉଭେଇବାରେ ଲାଗିଛି । ଏବେ ପ୍ରାୟ ସବୁ ସହରରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ଆଗକୁ ଏଥିରେ ବହୁ ମାତ୍ରାରେ ବୃଦ୍ଧି ପାଇବା ନେଇ ଏବେଠୁ ଆକଳନ କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମକୁ ଦୃ‌ଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି…