Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୧ ଦିନ ପରେ ଥମିଲା ଶିକ୍ଷକ ଆନ୍ଦୋଳନ: ସରକାରଙ୍କ ଆଶ୍ୱାସନା ପରେ ଧାରଣାରୁ ଓହରିଲା ସମନ୍ଵୟ ସମିତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିଠାରେ ନିଜର ଦୀର୍ଘଦିନର ଦାବି ପୂରଣ ନେଇ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଶେଷରେ ୨୧ ଦିନ ପରେ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଏବଂ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ଶିକ୍ଷକମାନେ ଧାରଣାରୁ ଓହରିବାକୁ ନିଷ୍ପତ୍ତି…

ଭିଜିଲାନ୍ସ ପଞ୍ଝାରେ ଡ୍ରେନେଜ୍‌ ଡିଭିଜନ୍‌ AEE ଅନୁପମା ସାହୁ

କେନ୍ଦ୍ରାପଡା: ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ନଗଦ ୩ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯିବା ସହ ଉକ୍ତ ଟଙ୍କା ରଖାଯାଇଥିବା ଅଫିସ୍ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏନ୍‌ଏଚ୍‌…

ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ; ଗୁରୁ ଦିବସରେ ଶିକ୍ଷକ…

ଭୁବନେଶ୍ୱର:ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ…

ଗୁରୁଦିବସରେ ଆନ୍ଦୋଳନ: ମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ବି ଆନ୍ଦୋଳନରେ ଶିକ୍ଷକ

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ଗୁରୁଦିବସ। ଗୁରୁ ନଥିଲେ ଶିଷ୍ୟ ନାହିଁ ଏବଂ ଶିଷ୍ୟ ନଥିଲେ ଗୁରୁ ନାହିଁ। ଗୋଟିଏ ପଟେ ସାରା ଦେଶ ଗୁରୁଦିବସ ପାଳନ ପାଇଁ ସଜେଇ ହେଉଛି, ଅନ୍ୟପଟେ ନିଜ ହକ୍ ପାଇଁ ରାଜଧାନୀ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ। ଭୁବନେଶ୍ୱର ଗାନ୍ଧୀମାର୍ଗରେ ଦୀର୍ଘଦିନ ଧରି…

ଅସାଧାରଣ ସାହାସ: କାମୁଡିଥିବା ବିଷାକ୍ତ ସାପକୁ ଧରି ମେଡିକାଲ ପହଞ୍ଚିଲେ ଯୁବକ

ଉଦଳା: ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ସାପଟିକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଯୁବକଙ୍କ ସତର୍କତା ଓ ସାହସ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଘଟିଛି। ମୋଚିରାମ ଟୁଡୁ ଏକ ସରକାରୀ କାର୍ଯ୍ୟାଳୟରେ କାମ କରନ୍ତି। ରାତିରେ ସେ ଅଫିସ୍‌ ରୁମ୍‌…

ପୁଣି ଏକ ଲଘୁଚାପ, ୧୦ ପରେ ବଢ଼ିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୌଣସି ବର୍ଷା ନାହିଁ। କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୮ ତାରିଖରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ୯ରୁ ବର୍ଷା…

ଗଞ୍ଜେଇ ବେପାରୀଙ୍କ ଘରେ ଟଙ୍କାର ପାହାଡ଼, ଚଢ଼ାଉ ବେଳେ ଭଡ଼ା ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ପୁରୀ: ଭଡ଼ା ଘରୁ ଜବତ ହେଲା ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ। ଗଞ୍ଜେଇ ବେପାରୀଙ୍କ ଘରେ ଟଙ୍କାର ପାହାଡ଼। ଚଢ଼ାଉ ବେଳେ ଭଡ଼ା ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ସହ ଏକ କ୍ୱିଣ୍ଟାଲ ଗଞ୍ଜେଇ। ପୁରୀ ଜିଲ୍ଲା ଗୋପାଳପୁର ଗାଁରେ ପେଣ୍ଠକଟା ପୋଲିସର ଚଢ଼ାଉ ବେଳେ ଏହି ବଡ଼ ଧରଣର ଜବତ…

ପାସିଂ ଆଉଟ୍ ପରେଡ୍‌ରେ ନୂଆ ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ‘ଦୁର୍ନୀତି କଲେ ହେବ ଦୃଢ଼…

ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ସାମିଲ ହୋଇଛନ୍ତି ଆଉ ୩୩୬ ଜଣ ନୂଆ ସବ୍-ଇନ୍ସପେକ୍ଟର (ଏସ୍‌ଆଇ) । ଆଜି ଅନୁଷ୍ଠିତ ଏକ ଭବ୍ୟ ପାସିଂ ଆଉଟ୍ ପରେଡ୍ ଉତ୍ସବରେ ଏହି ନବନିଯୁକ୍ତ ଏସ୍‌ଆଇମାନେ ଦେଶ ତଥା ରାଜ୍ୟ ସେବା ପାଇଁ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ଲଘୁଚାପ ପରେ ଲଘୁଚାପ! ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର: ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ଆକଳନ କରିଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ,…

କଟକରେ ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସ: ସ୍ପେଶାଲ୍ ଡ୍ରାଇଭ୍ ବେଳେ ଆଦାୟ ହେଲା ୬.୭୫ ଲକ୍ଷ ଟଙ୍କାର ଜରିମାନା

କଟକ: ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଏବଂ ବେପରୁଆ ଗାଡ଼ି ଚାଳନା ଉପରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ କଟକ କମିଶନରେଟ୍ ପୋଲିସ ପକ୍ଷରୁ ଏକ ବ୍ୟାପକ ଏନଫୋର୍ସମେଣ୍ଟ ଡ୍ରାଇଭ୍ (ସ୍ୱତନ୍ତ୍ର ଚେକିଂ ଅଭିଯାନ) ଆରମ୍ଭ କରାଯାଇଛି । ସିଲଭର୍ ସିଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ଏବଂ…