Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆପତ୍ତି ଜନକ ଦୃଶ୍ୟ ପରିବେଷଣ କରି ଚେୟାର ମାଡ଼ ଖାଇଲେ ନିଶା ମହାରଣା

ଆଠଗଡ଼: ଷ୍ଟଜରେ ନିଶାଙ୍କୁ ଚେୟାର ମାଡ। ଯାତ୍ରା ମଞ୍ଚରେ ଉତ୍ତେଜନା। ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼ କଲେ ଦର୍ଶକ। ପୁଣି ଥରେ ବିବାଦରେ ନିଶା। ଆପତ୍ତିଜନକ ଦୃଶ୍ୟ ପରିବେଷଣ କରିବା ଅଭିଯୋଗରେ ତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଆଠଗଡ଼ କଇଥ…

ପୋଲିସକୁ ବଡ଼ ସଫଳତା, ଟ୍ରାନ୍ସଫର୍ମର କଏଲ୍ ଚୋରି ମାମଲାରେ ୮ ଗିରଫ

କରଞ୍ଜିଆ: ବିଦ୍ୟୁତ ଟ୍ରାନ୍ସଫର୍ମରରୁ ତମ୍ବା କଏଲ୍ (Copper Coil) ଏବଂ ତେଲ ଚୋରି ହେବା ଏକ ଗମ୍ଭୀର ଆଇନଗତ ଅପରାଧ ଏବଂ ଏହା ଦ୍ୱାରା ଅଞ୍ଚଳରେ ବ୍ୟାପକ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥାଏ। ଏହା ଜାଣିବା ସତ୍ତ୍ୱେ ବି ଅପରାଧ ଘଟଣାଉଛନ୍ତି ଲୋକେ। ଗତ କିଛି ଦିନ ହେବ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ…

ଆବାସିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ! ଭାଇରଲ ହେଲା ନିର୍ଯାତନାର ଭିଡିଓ

ରାୟଗଡା: ପୁଣି ଆବାସିକ ବିଦ୍ୟାଳୟରେ ରାଗିଂ ହୋଇଥିବା ଅଭିଯୋଗ। ରାୟଗଡା ଜିଲ୍ଲା ପେଣ୍ଟା ଉଚ୍ଚ ବିଦ୍ୟାଳୟର ଏକ ଆବାସିକ ବିଦ୍ୟାଳୟର ହଷ୍ଟେଲରେ ରାଗିଂ, ଆକ୍ରମଣ ଏବଂ ଛାତ୍ର ନିର୍ଯାତନାର ଅଭିଯୋଗ ଆସିଛି। କନିଷ୍ଠ ଛାତ୍ରଙ୍କୁ ବରିଷ୍ଠ ଛାତ୍ରଙ୍କ ନିର୍ଯାତନା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର…

ପଶୁପ୍ରେମୀଙ୍କ ପାଇଁ ଖୁସି ଖବର; ନନ୍ଦନକାନନରେ ୨ ସିଂହ ଛୁଆ ଜନ୍ମ

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ମାୟା ଗର୍ଭରୁ ଦୁଇଟି ସିଂହ ଛୁଆ ଜନ୍ମ ହୋଇଛି। ଯାହା ପରେ ଏସୀୟ ସିଂହ ସଂଖ୍ୟାରେ ବୃଦ୍ଧି ଘଟିଛି। ସୂଚନା ଅନୁଯାୟୀ, ସିଂହ ଶିବମ ସହ ମିଳନ ପରେ ମାୟାର ପ୍ରଥମ ଗର୍ଭଧାରଣରୁ ଏହି ଛୁଆଗୁଡ଼ିକ ଜନ୍ମ ହୋଇଥିଲେ। ଚିଡ଼ିଆଖାନା…

ପୁଣି ଆସୁଛି ବର୍ଷା, ୯ରୁ ଭିଜିବ ଓଡ଼ିଶା…

ଭୁବନେଶ୍ୱର: ସେପ୍ଟେମ୍ବର ୮ ତାରିଖରେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। କିନ୍ତୁ ଏହା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା କମ୍ ରହିଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏନେଇ…

ଦୀର୍ଘ ୪ ଘଣ୍ଟା ପରେ ଉଦ୍ଧାର ହେଲେ ଛାତ୍ର, ନୟାଗଡର ଏହି ପାହାଡ଼ରେ ଫସିଥିଲେ…

ନୟାଗଡ: ବର୍ଷା ଏବଂ ଅନ୍ଧାରରେ ନୟାଗଡର ରୁଖି ପାହାଡ଼ ଉପରେ ଫସି ରହିଥିବା ଜଣେ କଲେଜ ଛାତ୍ରଙ୍କୁ ଚାରି ଘଣ୍ଟା ପରେ ଉଦ୍ଧାର କରାଯାଇଛି। ସ୍ଥାନୀୟ କଲେଜର ଦ୍ୱିତୀୟ ବର୍ଷର ଯୁକ୍ତ ୩ ଛାତ୍ର ଆଦିତ୍ୟ ଦୋରା ରବିବାର ଅପରାହ୍ନରେ ନୟାଗଡ ସହର ନିକଟବର୍ତ୍ତୀ ରୁଖି ପାହାଡ଼କୁ ବୁଲିବାକୁ ଯାଇଥିଲେ।…

ବଜାରରେ ନିଆଁ ଲଗାଇଲାଣି ପିଆଜ ଦର: ପାଇକାରୀ ଓ ଖୁଚୁରା ଦରରେ ଆକାଶ ପାତାଳ ଫରକ, ସରକାରୀ ନିୟନ୍ତ୍ରଣ ଫେଲ୍

ଭୁବନେଶ୍ୱର: ପାର୍ବଣ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଲୋକଙ୍କ ପାକେଟ ଉପରେ ବୋଝ ବଢିଛି । ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ପୁଣି ଥରେ ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କଲାଣି ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ । ବଜାରରେ ପିଆଜ ଦର ଏବେ ସମ୍ପୂର୍ଣ୍ଣ ଉପରମୁହାଁ ହୋଇଛି,…

କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖିଆ? ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ରହିବ ନଜର

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗି ରହିଥିବା ଛକାପଞ୍ଝା ସ୍ଥିତି ଆଜି ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଡିଜିପି ଚୟନ ପାଇଁ ରାଜ୍ୟ ସରକାର ୟୁପିଏସସିକୁ ପ୍ରଦାନ କରିଥିବା ତାଲିକାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ୱାର୍ଥ…

ଠକେଇ-ବ୍ଲାକ୍‌ମେଲିଂ ଘଟଣା:ଉତ୍ତରାଖଣ୍ଡରୁ ୨ ଅଭିଯୁକ୍ତ ଗିରଫ, ଅଜଣା ଲିଙ୍କ୍ ଉପରେ କ୍ଲିକ୍ ନ କରିବା ପାଇଁ…

ସମ୍ବଲପୁର:ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ପୋଲିସ…

ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ଗିରଫ;ଆୟ ବହିର୍ଭୂତ ସମ୍ପତ୍ତି ନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ

କଟକ:ଲାଞ୍ଚ ନେବା ଅଭିଯୋଗରେ ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ । ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଅଫିସ ଗାଡ଼ିରେ ବିଲ ପାସ୍‌ ଟଙ୍କା ନେଇ ଘରକୁ ଯାଉଥିଲାବେଳେ ରାସ୍ତାରେ ଧରିଥିଲା…