Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ, ବାଜି ମାରିଲେ ଛାତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଯାହା ସହିତ ସାମଗ୍ରିକ ପାସ୍ ହାର ଗତ ବର୍ଷର ୮୮.୩୯ ପ୍ରତିଶତ ତୁଳନାରେ ୮୫.୨୦ ପ୍ରତିଶତକୁ ହ୍ରାସ ପାଇଛି। ବୁଧବାର ପ୍ରକାଶିତ ରେଜଲ୍ଟ ଅନୁଯାୟୀ ଭୁବନେଶ୍ୱର ଅଞ୍ଚଳରେ ପାସ୍…

ପଛରୁ ଧକ୍କା ଦେଲା ଆମ ବସ୍; ଜଣେ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଛକ ନିକଟରେ ଏକ ଆମ ବସ୍ ବୁଧବାର ଦିନ ଏକ ବାଇକକୁ ଧକ୍କା ଦେବାରୁ ଜଣେ ଯୁବକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସ୍ ଟି ୯ ନମ୍ବର ରୁଟ୍ ରେ ଯାତ୍ରା କରୁଥିଲା, ଯାହା ପଟିଆକୁ ଭୁବନେଶ୍ୱର ରେଳ ଷ୍ଟେସନକୁ ସଂଯୋଗ କରେ। ଯୁବକ ଜଣକ ସକାଳ ୧୦.୩୦ ସମୟରେ…

ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍, କହିଲେ ସରକାରୀ ବସ୍‌ରେ ଯିବି…

ଭୁବନେଶ୍ବର: ଆଉ ପେଟ୍ରୋଲ୍ କି ଡିଜେଲ୍ ନୁହେଁ, ଅଧିକରୁ ଅଧିକ ବ୍ୟବହାର କରନ୍ତୁ ଇଭି । ଏନେଇ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ନିକଟରେ ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ସୂଚନାନୁଯାୟୀ, ମଧ୍ୟପ୍ରାଚ୍ୟ ଯୁଦ୍ଧ…

ବିଜେଡିରୁ ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା ଦେବା ପରେ ନୟାଗଡ଼ ରାଜନୀତିରେ ହଟଚମଟ

ନୟାଗଡ଼: ନୟାଗଡ଼ ରାଜନୀତିରେ ହଟଚମଟ । ଜଣକ ପରେ ଜଣେ ବିଜେଡି କର୍ମୀ, ନେତା ଦଳ ଛାଡ଼ୁଛନ୍ତି। ନୟାଗଡ ବ୍ଲକ୍ ଅଧ୍ୟକ୍ଷ କିଶୋର ସାହୁ ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। କିଶୋର ସାହୁ ତାଙ୍କ ଇସ୍ତଫାପତ୍ର ଜିଲ୍ଲା ସଭାପତି ଏବଂ ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ସେ…

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନଙ୍କ ଵିୟୋଗ। କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ। ଆୟୁବ ଖାଁ ସ୍ବାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ବିଜେଡି…

ପାରାଦୀପରେ ତୈଳବାହୀ ଜାହାଜ ଗିରଫ

ପାରାଦୀପ: ପାରାଦୀପରେ ତୈଳବାହୀ ଜାହାଜ ଗିରଫ। ‘ଏମଟି ୟୁନିଟ୍’ ଜାହାଜକୁ ଆରେଷ୍ଟ କଲେ ମାର୍ଶଲ୍। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୁଜଙ୍ଗର ଜଣେ ବିଚାରପତି ମାର୍ଶାଲ୍ ଭାବେ ସ୍ବତନ୍ତ୍ର କ୍ଷମତା ବଳରେ ଆରେଷ୍ଟ କଲେ ଜାହାଜକୁ। ୪ କୋଟିରୁ ଉର୍ଦ୍ଧ୍ବ ବକେୟା ଟଙ୍କା ଦାବିରେ "ଟ୍ରେଷ୍ଟା…

ବିଜେଡି ନେତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ବୋହୂ ମୃତ

ମୟୁରଭଞ୍ଜ: ବିଜେଡି ନେତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଟ୍ରେଲରକୁ ଧକ୍କା ଦେଲା ଟାଟା ନେକ୍ସନ୍। ଜଣେ ମୃତ ୨ ଗୁରୁତର। ବିଜେଡିର ବରିଷ୍ଠ ନେତ୍ରୀ ତଥା ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଉପାଧ୍ୟକ୍ଷା କମଳା ତିରିଆଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ…

ସ୍ୱାସ୍ଥ୍ୟ ବିଭାଗକୁ ଘାରିଲାଣି ବର୍ଷାଦିନିଆ ଫୁଡ୍ ପଏଜନିଂ ଓ ଜଣ୍ଡିସ୍‌ ଚିନ୍ତା, ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗକୁ ଘାରିଲାଣି ବର୍ଷାଦିନିଆ ଫୁଡ୍ ପଏଜନିଂ ଓ ଜଣ୍ଡିସ୍‌ ଚିନ୍ତା। ଆଗୁଆ ପଦକ୍ଷେପ ନେବାକୁ ହୋଇଛି ନିର୍ଦ୍ଦେଶ। ଚଳିତ ବର୍ଷ ଠିକ ସମୟରେ ଆସିବ ମୌସୁମୀ। ମୌସୁମୀ ବାୟୁ ଅଗ୍ରସର ପାଇଁ ଅନୁକୂଳ ହେଉଛି ପାଗ। ଏଥର ସ୍ୱାଭାବିକ ସମୟ ମଧ୍ୟରେ ଆସିବ ମୌସୁମୀ। ଏ ନେଇ…

Weatehr Update: ଅବପାତ ହେବନି, ବଢିବ ତାତି: ୪୧ ଡିଗ୍ରୀ ଛୁଇଁପାରେ ପାରଦ

ଭୁବନେଶ୍ୱର: ମନ୍ନାର ଉପସାଗର ଓ ଶ୍ରୀଲଙ୍କା ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ସକାଳେ ଉତ୍ତର ଶ୍ରୀଲଙ୍କା ଉପକୂଳସ୍ଥ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା କମ୍।…

ମୁଣ୍ଡଳୀରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା; ୩ ଗିରଫ

କଟକ : କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ମୁଣ୍ଡଳୀ ଛକରେ ତିନି ଜଣଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାରେ ୩ ଗିରଫ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ଆଠଗଡ଼ ଓ ଜଣେ ଭୁବନେଶ୍ୱର ବାସିନ୍ଦା। ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କଲା ବାରଙ୍ଗ ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…