Latest Odisha News
Browsing Category

ଓଡିଶା

Odisha

Cuttack Firing:କଟକରେ ଗୁଳିକାଣ୍ଡ;ଯୁବକ ମୃତ, ଛାତିରେ ବାଜିଥିଲା ଗୁଳି

କଟକ:ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଛି । ମଧୁପାଟଣା ଥାନା ଅଞ୍ଚଳରେ ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ସୌମ୍ୟରଂଜନ ଜେନା (୩୪)। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି। ସେ ଭଲ କ୍ରିକେଟ ଖେଳନ୍ତି।…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଅରୁଣିମା-୨୦୨୬’ କାର୍ଯ୍ୟକ୍ରମ

ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌‌ଏଫ୍‌‌) ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘ଅରୁଣିମା-୨୦୨୬’ କନକ୍ଲେଭର ୮ମ ସଂସ୍କରଣରେ ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତିର ୬୩୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ଜ୍ୟୋତି ଫେଲୋସିପ୍‌‌’ ପ୍ରଦାନ କରାଯାଇଛି।…

ଭୁବନେଶ୍ୱରରେ ଖଣ୍ଡା ଆକ୍ରମଣ ଘଟଣା; ନାବାଳକ ସମେତ ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ତମାଣ୍ଡୋ ଥାନା ଅଧୀନରେ ଥିବା ପାତ୍ରପଡ଼ାର ଏକ କାଫେ ବାହାରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ହିଂସା ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିବା ସହ ଅନ୍ୟ ତିନି ଜଣଙ୍କୁ ଅଟକ ରଖିଛି। ତେବେ ଏହି ଆକ୍ରମଣର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା। ଯାହାକୁ…

opium cultivation: ୩ଏକରର ବେଆଇନ ଅଫିମ କ୍ଷେତ ଠାବ, ଆନୁମାନିକ ମୂଲ୍ୟ ୪୨ଲକ୍ଷ

ସୁନ୍ଦରଗଡ: କିଛି ଦିନ ତଳେ ବଣାଇଁ ଉପଖଣ୍ଡର କୋଇଡ଼ା ଅଞ୍ଚଳ ବେଆଇନ ଅଫିମ ଚାଷ ଧରା ପଡିଥିଲା । ପୁଣି ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ପଙ୍କଡ଼ିହି ଗ୍ରାମର ଜରଡ଼ା ଅଞ୍ଚଳରେବିରାଟ ଅଫିମ କ୍ଷେତ ଠାବ ହୋଇଛି । ବିଷ ଫଳ ଧରିବା ପୂର୍ବରୁ ପୁଲିସ୍‌ ଓ ଅବକାରୀ ବିଭାଗ ଏହି କ୍ଷେତ ଠାବ କରିଛନ୍ତି ।…

ଭବାନୀପାଟଣାରେ ଫୁଟିଲା ଗୁଳି, ଜଣେ ଗିରଫ

ଭବାନୀପାଟଣା: ଭବାନୀପାଟଣା ସହରର ମୁଖ୍ୟ ରାସ୍ତାରେ ଫୁଟିଲା ଗୁଳି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବାହାଦୁର ବଗିଚାପଡ଼ା ନିକଟରେ ବିଳମ୍ବିତ ରାତିରେ ଗୁଳି ଫୁଟିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାହାଦୁର ବଗିଚା ପଡ଼ା ଜାତୀୟ ରାଜପଥ ୨୬ ଅଫିସ ନିକଟରେ ଏହି କାଣ୍ଡ…

ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା

ସମ୍ବଲପୁର: ପୋଲ ଉପରୁ ମହାନଦୀକୁ ଡେଇଁ ଜୀବନ ହାରିଲେ ମହିଳା। ବୁର୍ଲାରେ ଲୋକେ ଅଟକାଇବାକୁ ଉଦ୍ୟମ କରି ହେଲେ ବିଫଳ। ନଦୀରୁ ଉଦ୍ଧାର ହେଲା ମୃତଦେହ। ମୃତକ ମହିଳା ବୁର୍ଲାର ଅଞ୍ଜୁ କୁମ୍ଭାର ବୋଲି ଜଣାପଡିଛି। ତେବେ ମହିଳାଜଣଙ୍କ କାହିଁକି ଜୀବନ ହାରିଲେ ତାହାର କାରଣ ଅସ୍ପଷ୍ଟ ରହିଛି।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ। ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପାଙ୍ଗୀ। ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଲେ। ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ବ ନେଉଛନ୍ତି ଜୟରାମ। ଆଜି ତାଙ୍କର…

ବିଧାନସଭାରେ ହଟ୍ଟଗୋଳ; ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହରେ ତ୍ରୁଟିପୂର୍ଣ୍ଣ ପରିଚାଳନା ଅଭିଯୋଗରେ ବିରୋଧୀ ଦଳ ଗୃହରେ ହଟ୍ଟଗୋଳ କରିବା ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାକୁ ମୁଲତବୀ ରଖାଯାଇଛି। ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭ ହେବା ମାତ୍ରେ ବିଜୁ ଜନତା ଦଳ (ବିଜେଡି) ଏବଂ…

T 20 ବିଶ୍ବକପ କ୍ରିକେଟ ବେଟିଂ ବେଳେ ଚଢ଼ଉ, ୧୫ ଅଟକ

ରାଉରକେଲା: କ୍ରିକେଟ ବେଟିଂ ଚଢ଼ଉ। ସହରର ୨୦ରୁ ଅଧିକ ଅଞ୍ଚଳରେ ଚଢ଼ଉ ଜାରି ରହିଛି। ଏଥିରେ ନିୟୋଜିତ ହୋଇଛନ୍ତି ୨୦ ଇନ୍ସପେକ୍ଟର, ୮ ଡ଼ିଏସପି। ରାଉରକେଲାରେ ଟି-୨୦ ବିଶ୍ବ କପରେ ବେଟିଂ ଅଭିଯୋଗରେ ରେଡ୍ କରୁଛି ପୋଲିସ୍। ୫ଟି ଥାନା ଅଞ୍ଚଳର ୧୦ରୁ ଅଧିକ ସ୍ଥାନରେ ଚାଲିଛି ରେଡ୍। ରାଉରକେଲାର…

Rajya Sabha Elections: ଏହି ଦିନ ହେବ ରାଜ୍ୟସଭା ନିର୍ବାଚନ, ଘୋଷଣା ହେଲା ତାରିଖ… 

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ମତଦାନ ହେବ। ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ। ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୨୬ ତାରିଖରେ…