Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଆରା ଗୁରୁ! ପଦବୀ ନାହିଁ କି ବେତନ ନାହିଁ, ଶିକ୍ଷାଦାନ ହିଁ ଜୀବନର ବ୍ରତ

ନୂଆପଡ଼ା: ଗୁରୁ କେବଳ ଶ୍ରେଣୀ ଗୃହରେ ପାଠ ପଢ଼ାନ୍ତି ନାହିଁ, ବରଂ ସମାଜକୁ ଅଜ୍ଞାନତାର ଅନ୍ଧାରରୁ ଜ୍ଞାନର ଆଲୋକକୁ ନେଇଯାଆନ୍ତି। ଆଜି ଆମେ କହୁଛୁ ଏମିତି ଜଣେ ନିଆରା ଗୁରୁଙ୍କ କଥା, ଯାହାଙ୍କ ପାଖରେ ନା ଅଛି ପଦବୀ, ନା ଅଛି ବେତନ। ହେଲେ ଶିକ୍ଷାଦାନକୁ ବ୍ରତ କରି ଦୀର୍ଘ ବର୍ଷ ଧରି ଗରିବ ଓ…

୧୦ ଏକର ଗଞ୍ଜେଇ ଚାଷ ନଷ୍ଟ, ୩ ଗିରଫ

କୋରାପୁଟ: ପାଡୁଆ ଥାନା ଅନ୍ତର୍ଗତ ଦିଶାରିଗୁଡ଼ା ଓ ଲେଞ୍ଜିଗୁଡ଼ା ଜଙ୍ଗଲରେ ପୁଲିସ ଚଢ଼ାଉ କରି ୧୦ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଘଟଣାରେ ତିନିଜଣଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି।…

ଆଜି ଭିଜିବ ଓଡ଼ିଶାର ଏସବୁ ଜିଲ୍ଲା

ଭୁବନେଶ୍ୱର: ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶୁକ୍ରବାର ଅପରାହ୍ନ ଯାଏଁ ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ସମେତ ଛଅଟି ଜିଲ୍ଲା ପାଇଁ ବର୍ଷା ନେଇ ଏକ ସତର୍କତା ଜାରି କରିଛି। ଆସନ୍ତା ୩ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ପୁରୀ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ…

ଗ୍ରେସିଙ୍ଗିଆ ପ୍ରାଇମେରୀ ସବ୍‌ଷ୍ଟେସନ୍‌ କାର୍ଯ୍ୟକ୍ଷମ; ପାହାଡ଼ିଆ ଅଞ୍ଚଳରେ ଅଧିକ ସୁଦୃଢ଼ ହେବ ବିଦ୍ୟୁତ ନେଟୱର୍କ

ବ୍ରହ୍ମପୁର: କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଅଧିକ ପରିବାର ଓ ସମୁଦାୟଙ୍କ ନିକଟରେ ନିର୍ଭରଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ସେବା ପହଞ୍ଚୁଛି। ଜି. ଉଦୟଗିରି ବ୍ଲକ୍‌ର ଗ୍ରେସିଙ୍ଗିଆଠାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ପକ୍ଷରୁ ନୂତନ ପାୱାର ସବ୍‌ଷ୍ଟେସନ୍‌ ନିର୍ମାଣ…

୪୧ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ୍-କିଷାନ ସହାୟତା, ୮୩୩ କୋଟିରୁ ଊର୍ଦ୍ଧ୍ୱ…

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ପଞ୍ଚମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଯାହା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ଉପକୃତ କରିବ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ର କୃଷି…

ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂକୁ ଏନକାଉଣ୍ଟର କଲା ପୋଲିସ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଭୋର ସମୟରେ ପୋଲିସ ଏନକାଉଣ୍ଟର କରିଛି। ଏଥିରେ ଲୋକେଶ ସିଂହ ନାମକ ଜଣେ କୁଖ୍ୟାତ ଅପରାଧୀ ଗୁରୁତର ଆହତ ହୋଇଛି। ସିମୁଳିଆ ଥାନା ଅନ୍ତର୍ଗତ ଆଡା ଛକ ନିକଟରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ଲୋକେଶ ଏବଂ ତାଙ୍କର ଜଣେ ସହଯୋଗୀ ଡକାୟତି ଯୋଜନା କରୁଥିବା…

ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଜନିତ ସହାୟତା ରାଶି, ମିଳିବ ୨ ଲକ୍ଷ

ଭୁବନେଶ୍ୱର: ଦୁର୍ଘଟଣା ପ୍ରାୟତଃ ଜୀବନହାନି, ଅପ୍ରତ୍ୟାଶିତ ଚିକିତ୍ସା ଖର୍ଚ୍ଚ, ଅସ୍ଥାୟୀ ଅକ୍ଷମତା ଇତ୍ୟାଦି ଆଣିଥାଏ। ଯାହା ଫଳରେ ଜଣେ ଛାତ୍ରଙ୍କ ଶିକ୍ଷାକୁ ଗୁରୁତର ଭାବରେ ପ୍ରଭାବିତ ହୋଇଥାଏ। ଏପରି ପରିସ୍ଥିତିରେ ତୁରନ୍ତ ଆର୍ଥିକ ସହାୟତା ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ସଂସ୍ଥାରୁ…

ଅଧା ଶିକ୍ଷାବର୍ଷ ବିତିଲାଣି, ତଥାପି ପିଲାଙ୍କ ହାତରେ ପହଞ୍ଚିନି ବହି: ଷାଣ୍ମାସିକ ପରୀକ୍ଷା ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର: ନୂତନ ଶିକ୍ଷାବର୍ଷର ଆରମ୍ଭରେ ନୂଆ ଶ୍ରେଣୀ ଓ ନୂଆ ବହିକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଯେଉଁ ଉତ୍ସାହ ଥିଲା, ତାହା ଏବେ ନିରାଶା ତଥା ଉଦ୍‌ବେଗରେ ପରିଣତ ହୋଇଛି । ସମଗ୍ର ଓଡ଼ିଶାରେ ଛାତ୍ରଛାତ୍ରୀମାନେ ଏବେ ପାଠ୍ୟପୁସ୍ତକ ଅଭାବ, ଶିକ୍ଷକ ମରୁଡ଼ି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି…

କଟକରେ ଗଣେଶ ପୂଜା ପ୍ରସ୍ତୁତି ବୈଠକ: ବିସର୍ଜନ ବେଳେ ଡିଜେ ମ୍ୟୁଜିକ୍ ଓ ଲେଜର ଲାଇଟ୍ ଉପରେ କଟକଣା

କଟକ: ଆସନ୍ତା ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଟକରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି ଏବଂ କ୍ଲବ୍ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ଗଣେଶ ଭସାଣି…

ରାଉରକେଲା ରେଳ ଷ୍ଟେସନରେ ଲଜ୍ଜା: କନଫର୍ମ ଟିକେଟ୍ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ

ରାଉରକେଲା: ସ୍ଥାନୀୟ ରେଳ ଷ୍ଟେସନରେ ଏକ ଅତ୍ୟନ୍ତ ଲଜ୍ଜାଜନକ ତଥା ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ଯିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜଣେ ଯୁବତୀଙ୍କୁ ଷ୍ଟେସନ ପରିସରରେ ଦୁଷ୍କର୍ମ କରାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି । ଖୋଦ୍ ଜଣେ ରେଳବାଇ କର୍ମଚାରୀ ଏହି…