Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭକ୍ତନିବାସରେ ରହିବା ହେଲା ମହଙ୍ଗା; ବଢ଼ିଲା ପାର୍କିଂ ଫି

ପୁରୀ: ପୁରୀ ଭକ୍ତନିବାସରେ ରହିବା ହେଲା ମହଙ୍ଗା। ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତନିବାସର ପାର୍କିଂ ଫି ବଢିଲା। ଏବେ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସଗୁଡ଼ିକରେ ରହିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି । ପ୍ରଶାସନ ପକ୍ଷରୁ ଭକ୍ତ ନିବାସରେ ଗାଡ଼ି ପାର୍କିଂ…

Opd Services: ସରକାରଙ୍କ ଏସମାକୁ ଫୁ’; ଆଜି ମଧ୍ୟ ୨ ଘଣ୍ଟିଆ ଓପିଡି ବନ୍ଦ

ଭୁବନେଶ୍ବର: ସରକାରଙ୍କ ଏସମାକୁ ଶୁଣୁନି ଓମସା । ନିଜ ଜିଦରେ ଅଟଳ ରହି ଆଜି ବି ଦୁଇ ଘଣ୍ଟା ଧରି ଓପିଡି ସେବା ବନ୍ଦ କରିଛି । ଚଳିତ ମାସ ୫ ତାରିଖରୁ ଏପରି ସ୍ଥିତି ଜାରି ରହିଛି । ସରକାର-ଡାକ୍ତରଙ୍କ କଳି ଭିତରେ ହଇରାଣ ହେଇ ପଡୁଛନ୍ତି ରୋଗୀମାନେ । ଚିକିତ୍ସା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା…

Lingaraj Temple: ସୁରକ୍ଷା ବ୍ୟବସ୍ଥାରେ ଢିଲା! ଅଣହିନ୍ଦୁ ପଶିବାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବେଶ ଓ ଭୋଗ ମାରା

ଭୁବନେଶ୍ବର: ମାରା ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବେଶ ଓ ଭୋଗ । ଜଣେ ଅଣହିନ୍ଦୁ ତଥା ଜାପାନ ନାଗରିକ ମନ୍ଦିର ଭିତରେ ପଶିଯିବାରୁ ବେଶ ଓ ଭୋଗ ମାରା ହୋଇଥିବା ସୂଚନା ରହିଛି । ବୁଧବାର ଦିନ ମହାପ୍ରଭୁଙ୍କ ଭୋଗମଣ୍ଡପ ସରି ସାହାଣମେଲା ଦର୍ଶନ ଚାଲିଥିଲା । ଏହି ସମୟରେ ଅଣହିନ୍ଦୁ ଜଣଙ୍କ…

Piyush Tripathi: ଅଭିନେତା ପିୟୁଷଙ୍କୁ ମଞ୍ଚ ଚଢ଼ିବା ମନା

ଭୁବନେଶ୍ବର: ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା। ଚର୍ଚ୍ଚିତ ଖଳନାୟକ ପୀୟୁଷ ତ୍ରିପାଠୀଙ୍କୁ ମଞ୍ଚ ମନା । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍। ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା ଲାଗିଛି। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ ।…

Elephant Attack: ପୁଣି ଦନ୍ତା ଆତଙ୍କ: ରାତିକରେ ହାତୀ ନେଲାଣି ୬ ଜୀବନ

ରାଉରକେଲା: ଦନ୍ତା ଆତଙ୍କରେ ଥରହର ହେଉଛି ଓଡ଼ିଶା-ଝାଡ଼ଖଣ୍ଡ ସୀମା। ରାତିକରେ ହାତୀ ନେଲାଣି ୬ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ବାପା-ମାଆ, ପୁଅ-ଝିଅ। ଏହି ପରିବାର ବ୍ୟତୀତ ଅନ୍ୟ ଦୁଇଜଣଙ୍କର ଜୀବନ ଯାଇଛି। ଦନ୍ତା ଆକ୍ରମଣରେ ଅନ୍ୟ ୬ଜଣ ଲହୁଲୁହାଣ ହୋଇଛନ୍ତି। ସପ୍ତାହକ ମଧ୍ୟରେ ଉକ୍ତ ଗୋଠଛଡ଼ା…

Odisha Cold Wave: ଜାଡ଼ରେ ଥରହର ସାରା ଓଡ଼ିଶା, ଶୂନ ଡିଗ୍ରୀକୁ ଖସିଲା ଶିମିଳିପାଳ ପାରଦ

ଭୁବନେଶ୍ୱର: ଶୂନ ଡିଗ୍ରୀ ହେଇଗଲା ଶିମିଳିପାଳ। ୧୦ ଡିଗ୍ରୀ ତଳେ ୨୩ ସହର। ଜାଡ଼ରେ ଥରହର ସାରା ଓଡ଼ିଶା। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି ରାଜ୍ୟରେ ଆହୁରି ୫ ଦିନ ଯାଏଁ ଲାଗି ରହିବ ଶୀତ ଲହରୀ। ଜି.ଉଦୟଗିରିରେ ୩ ଡିଗ୍ରୀ ଓ ସେମିଳିଗୁଡ଼ା ତାପମାତ୍ରା ୪.୧ ଡିଗ୍ରୀ ସେଲସିୟସ୍।…

Encroachments: ଏମ୍ସ ରାସ୍ତାରୁ ହଟିଲା ୨୪୭ରୁ ଉର୍ଦ୍ଧ୍ୱ ବେଆଇନ ଜବର ଦଖଲ: ରୋଗୀ, ଆମ୍ବୁଲାନ୍ସ ଯିବା ଲାଗି ବାଟ ସଫା

ଭୁବନେଶ୍ୱର: ଏମ୍ସ ରାସ୍ତା ଅବରୋଧ ଯୋଗୁଁ ଅନେକ ସମୟରେ ରୋଗୀ ଓ ସଂପର୍କୀୟମାନେ ଯାତାୟାତରେ ଅସୁବିଧା ହେଉଥିଲା, ଏପରିକି ଆମ୍ବୁଲାନ୍ସ ଯିବା ବେଳେ ମଧ୍ୟ ବହୁ ସମସ୍ଯା ଭୋଗୁଥିଲେ ରୋଗୀ ଓ ସମ୍ପର୍କୀୟ। ଏଥିପାଇଁ ବୁଧବାର ଏମ୍ସ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରିଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ…

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ;ତାଙ୍କୁ ନେଇଥିବା ବ୍ୟକ୍ତି ଅଟକ…

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଛନ୍ତି ଅଣହିନ୍ଦୁ । ଢିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ମନ୍ଦିରରେ ପ୍ରବେଶ କଲେ ଜାପାନୀ ପର୍ଯ୍ୟଟକ । ସୂଚନାଥାଉକି, ଓଡ଼ିଆ ଲୋକଙ୍କ ସାହାଯ୍ୟରେ ପ୍ରବେଶ କରିଥିଲେ ଜାପାନୀ ପର୍ଯ୍ୟଟକ । ଅଣହିନ୍ଦୁ ପ୍ରବେଶ ପରେ ସେବାୟତ ମହଲରେ ଅସନ୍ତୋଷ ।…

କେଳୁଚରଣ କୀର୍ତ୍ତି ଶତକମ୍ :ଉନ୍ମୋଚନ ହେବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ

ଭୁବନେଶ୍ୱର:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ସୃଜନ ଅନୁଷ୍ଠାନର ମିଳିତ ସହଯୋଗରେ ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯିବ।…

‘Atal Van’ at Lok Bhavan: ଲୋକଭବନରେ ‘ଅଟଳ ବନ’କୁ ଉଦଘାଟନ କଲେ ପୂର୍ବତନ…

ଭୁବନେଶ୍ୱର: ଭାରତର ପୂର୍ବତନ ମାନ୍ୟବର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ବୁଧବାର ଦିନ ଲୋକଭବନ ଭୁବନେଶ୍ୱର ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ 'ଅଟଳ ବନ'ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ…