Latest Odisha News

BREAKING NEWS

Browsing Category

ଓଡିଶା

Odisha

ITF M25 ପୁରୁଷ ଟେନିସ୍ ଟୁର୍ଣ୍ଣାମେଂଟ: ଅନ୍ତର୍ଜାତୀୟ ଟେନିସ୍ ମାନଚିତ୍ରରେ ସ୍ଥିତି ସୁଦୃଢ କଲା ଓଡିଶା

ଭୁବନେଶ୍ୱର: କ୍ରୀଡା ଯାତ୍ରାରେ ଆଉ ଏକ ମାଇଲଖୁଂଟ ଅତିକ୍ରମ କଲା ଓଡିଶା । ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଇଟିଏଫ M25 ପୁରୁଷ ଟେନିସ୍ ଟୁର୍ଣ୍ଣାମେଂଟ । ଏଥିରେ ୬ଟି ଦେଶର୫୬ ଖେଲାଳି ଅଂଶଗ୍ରହଣ କରୁଛନ୍ତି । ବୃତ୍ତିଗତ ଟେନିସ୍ ଖେଳାଳିଙ୍କ ପାଇଁ ଏକ ପ୍ରତିଯୋଗିତାମୂଳକ ଅନ୍ତର୍ଜାତୀୟ ମଂଚ…

ସମୁଦ୍ରରେ ବଡ଼ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ, ବଞ୍ଚିଗଲେ ୨୭ ନାବିକ

ପାରାଦୀପ: ପାରାଦୀପ ଉପକୂଳରେ ‘ଏମ୍‌ଭି ବିଶ୍ୱ ଉଦୟ’ (MV Vishva Uday) ନାମକ ଏକ ମାଲବାହୀ ଜାହାଜ ବଡ଼ ଧରଣର ଅଘଟଣରୁ ବର୍ତ୍ତିଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଜାହାଜରେ ଥିବା ସମସ୍ତ ୨୭ ଜଣ ନାବିକଙ୍କୁ…

ଗହୀରମଥାରୁ ୨ଟି ଟ୍ରଲର ସହ ୧୮ ମତ୍ସ୍ୟଜୀବୀ ଗିରଫ

କେନ୍ଦ୍ରାପଡ଼ା: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରୁ ୧୮ ଜଣ ମତ୍ସ୍ୟଜୀବୀଙ୍କୁ ବନବିଭାଗ ଗିରଫ କରିଛି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ବନବିଭାଗ ଚଢ଼ାଉ କରି ଏହି ୧୮ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଏଥିସହ ସେମାନେ ବ୍ୟବହାର କରୁଥିବା ୨ଟି ଟ୍ରଲର ମଧ୍ୟ…

ଖୁସି କରେଇଦେଲା ସୁନା ମୂଲ୍ୟ, ଦୀର୍ଘ ଦିନ ପରେ କମିଲା ହଳଦିଆ ଧାତୁ ଦର

ଭୁବନେଶ୍ୱର: ଧନତେରାସ ପରେ ଭାରତୀୟ ଏବଂ ଓଡ଼ିଶା ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଘଟିଛି। ଲଗାତାର ଭାବରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି। ନଭେମ୍ବର ୧୬ ତାରିଖରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ୧୦ ଗ୍ରାମ ସୁନା ଦର ପ୍ରାୟ ୧୪୦୦ ଟଙ୍କା କମିଛି। ଗତ କିଛି ଦିନ…

ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି (ନଭେମ୍ବର ୧୮) ରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡିବେ । ବିଧାନସଭାରେ ୧୧ଟାରେ ବସିବ ବୈଠକ। ସନ୍ଧ୍ୟା ୬ଟାରେ ବିଧାନସଭା ୫୪ ନଂ ହଲରେ ଶାସକ ବିଜେପି ବିଧାୟକ ଦଳ…

ଆଜି ଭୀଷଣ ବାତ୍ୟା, ଓଡ଼ିଶା-ଆନ୍ଧ୍ର ଉପକୂଳକୁ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ୍’ (Cyclone Akvan) ଆଜି (ନଭେମ୍ବର ୧୭) ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର (Severe Cyclonic Storm) ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ…

୩୧୪ ବ୍ଲକରେ ହେବ ଷ୍ଟାଡ଼ିୟମ୍ ;୪,୧୨୪ କୋଟି ଟଙ୍କା ବ୍ୟୟରେ…

ଭୁବନେଶ୍ୱର: ରାଜ୍ୟର ସମସ୍ତ ୩୧୪ ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବଜେଟ୍ ବିନିମୟରେ ୩୧୪ଟି ବ୍ଲକ ସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି କଳିଙ୍ଗ ଷ୍ଟାଡ଼ିୟମ୍‌ ଠାରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପ୍ରକଳ୍ପ ସମ୍ପର୍କିତ ଏକ…

ଓଡିଶାର ୨୦ ଛାତ୍ରଛାତ୍ରୀ ସିଙ୍ଗାପୁର ଫିନଟେକ୍ ଫେଷ୍ଟିଭାଲ୍‌ରେ ଦେବେ ଯୋଗ

ଭୁବନେଶ୍ୱର: ଓଡିଶାର ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନର ୨୦ଜଣ ଛାତ୍ରଛାତ୍ରୀ ସିଙ୍ଗାପୁର ଗସ୍ତ କରିଛନ୍ତି। ନଭେମ୍ବର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସିଙ୍ଗାପୁର ଫିନଟେକ୍ ଫେଷ୍ଟିଭାଲ୍‌ରେ ଓଡିଶାର ୨୦ ଜଣ ଛାତ୍ରଛାତ୍ରୀ ଯୋଗଦେବେ। ଏଥିସହ ସିଙ୍ଗାପୁରରେ ଥିବା ବିଭିନ୍ନ ବିତ୍ତିୟ…

Cyclone ‘Akvan’:ସୃଷ୍ଟି ହେଲା ବାତ୍ୟା;ଏଥର ମଧ୍ୟ ଆନ୍ଧ୍ରରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପରେ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ଗତି କରୁଛି। ବର୍ତ୍ତମାନ ବିଶାଖାପାଟଣା ମଚ୍ଛଲିପଟନମଠାରୁ ୬୬୦ କି.ମି ଦୂରରେ ରହିଥିବା ବେଳେ ଗୋପାଳପୁରଠାରୁ ଦକ୍ଷିଣ ଦିଗରେ ପ୍ରାୟ…

କୋଟିଆରେ ଟିପିଏସ୍ଓଡିଏଲ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ସାମାଜିକ କଲ୍ୟାଣ ଓ ସମସ୍ତଙ୍କ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ମଜଭୁତ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା…