Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାସ୍ତାକଡ଼ରେ ଟ୍ରକ୍ ରଖିଲେ, ଦିବ୍ୟାଙ୍ଗ ମହିଳାଙ୍କୁ ଟେକିନେଲେ…

ଭଦ୍ରକ: ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୧୬ରେ ଚରମ୍ପାରୁ ଜଣେ ଟ୍ରକ୍ ଡ୍ରାଇଭର ମାନସିକ ବିକୃତ ମହିଳାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଗୁରୁବାର ରାତିରେ ଘଟିଥିବା ବେଳେ ସିସିଟିଭିରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି। ମହିଳା ଜଣକ ଚରମ୍ପା ସ୍କୋୟାର ନିକଟରେ…

ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଫେରାର ଘଟଣା; ସୂଚନା ଦେଲେ ୫୦ ହଜାର…

ଭୁବନେଶ୍ୱର: ଚୌଦ୍ୱାର ସର୍କଲ ଜେଲରୁ କାନ୍ଥ ଡେଇଁ ଖସି ପଳାଇଥିବା ଦୁଇ ବିଚାରାଧୀନ କଏଦୀଙ୍କ ବିଷୟରେ ସୂଚନା ଦେଲେ ମିଳିବ ସହାୟତା ରାଶି। ଏନେଇ ଶୁକ୍ରବାର ଓଡ଼ିଶା ପୋଲିସ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଗୁରୁବାର ବିଳମ୍ବିତ ରାତିରେ କର୍ମଚାରୀ ଏବଂ କଏଦୀମାନେ ଦଶହରା…

Weather Update: ଗଭୀର ସମୁଦ୍ର ମଝିରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା, ଓଡିଶା ଉପରେ ଅଛି କି ବିପଦ ?

ଭୁବନେଶ୍ୱର: ଆରବ ସାଗରର ଗଭୀର ସମୁଦ୍ର ମଝିରେ ସୃଷ୍ଟି ହୋଇଛି ବାତ୍ୟା। ଚଳିତ ବାତ୍ୟା ଋତୁରେ ପ୍ରଥମ ବାତ୍ୟା ସମ୍ଭାବନା। ୨୪ ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ତେବେ ପାଣିପାଗ ବିଭାଗ ଅନୁସାରେ ଦ୍ରୁତ ଗତିରେ ଭାରତୀୟ…

ମାଲକାନଗିରି ଅଭିମୁଖେ କଂଗ୍ରେସର ପଦଯାତ୍ରା; ପିସିସି ସଭାପତିଙ୍କ ସହ ବରିଷ୍ଠ ନେତା ସାମିଲ

ମାଲକାନଗିରି: ପିସିସି ସଭାପତି ଭକ୍ତ ଚରଣ ଦାସ ମାଲକାନଗିରିରେ ଏକ ପଦଯାତ୍ରା ଉଦଘାଟନ କରିଛନ୍ତି। 'ଭକ୍ତ ପଦଯାତ୍ରା ମାଲକାନଗିରି' ଭାବରେ ଜଣାଶୁଣା ଉକ୍ତ କାର୍ଯ୍ୟକ୍ରମ ଏହି ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଆନ୍ଦୋଳନକୁ ସୂଚିତ କରେ। ପଦଯାତ୍ରାର ପ୍ରାଥମିକ ଲକ୍ଷ୍ୟ ହେଉଛି ଆଦିବାସୀ…

ଆତ୍ମସମର୍ପଣ କଲେ କୋଟିଏ ଟଙ୍କା ପୁରସ୍କାର ରାଶି ଥିବା ୧୦୩ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଏକ କୋଟି ଟଙ୍କା ପୁରସ୍କାର ଥିବା ୧୦୩ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଲେଖାଏଁ ଚେକ୍ ଦିଆଯାଇଛି । ସରକାରଙ୍କ ନିୟମ…

ଭସାଣିରେ ମଦ ବିକ୍ରି ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଆଉ କିଛି ସମୟର ଅପେକ୍ଷା ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା । ଏହି ସମୟରେ ଯେପରି କିଛି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭସାଣି ସମୟରେ ମଦ ବିକ୍ରି ନେଇ କଟକଣା ଜାରି…

Prisoner Escapes: ଜେଲ୍ ସେଲ୍ କାଟି ୨ ହାର୍ଡକୋର କଏଦୀ ଚମ୍ପଟ

କଟକ: କଟକ ଚୌଦ୍ୱାର ଜେଲରୁ ୨ଜଣ ହାର୍ଡକୋର କଏଦୀ ଚମ୍ପଟ୍‍ ହୋଇଛନ୍ତି। ଦଶହରା ପୂଜା ଚାଲିଥିବା ବେଳେ ସେଲ୍ କାଟି ଫେରାର ମାରିଥିବା ସୂଚନା ରହିଛି। ଗତ ଜାନୁଆରୀରେ ପାଣିକୋଇଲିରେ ପଣ୍ଡା ଅଳଙ୍କାର ଲୁଟ୍‍ ଘଟଣାରେ ଏହି ଦୁଇ ଜଣ ଧରାପଡିଥିଲେ। ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ କରି…

ମାଆଙ୍କ ମେଲାଣି ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁ ରାସ୍ତାରେ ଚାଲିବନି ଯାନବାହନ

ଭୁବନେଶ୍ୱର: ସରିଲା ପୂଜା, ଆଜି ମେଲାଣି ନେବେ ମା’ ଦୁର୍ଗା। ପୁଣି ଆସନ୍ତା ବର୍ଷାକୁ ଅପେକ୍ଷା। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା’ଦୁର୍ଗା । ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି । ପାରମ୍ପାରିକ ବାଦ୍ୟ ଓ…

ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ, ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର

ଗଜପତି: ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ। ଗଜପତି ମହେନ୍ଦ୍ରଗିରିରେ ଭୂସ୍ଖଳନ ପରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ଉଦ୍ଧାର। ହେଲେ ରାୟଗଡ଼ ବ୍ଲକ ଅନ୍ତର୍ଗତ ପେକେଟ ଗାଁରେ ଭୂସ୍କଳନ ପରେ ବାପ ଆଉ ପୁଅ ନିଖୋଜ ଅଛନ୍ତି। ବସ୍ତ୍ରୀଗୁଡା, ପେଟ,…

Weather Update: ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଗଭୀର ଅବପାତ ପ୍ରଭାବରେ ତୁହାକୁ ତୁହା ବର୍ଷା ହେଉଛି। ଗୋପାଳପୁର ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗଭୀର ଅବପାତ। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଦେଇ ଆଗକୁ ଗତି କରିବାର ସମ୍ଭାବନା ରହିଛି। ଆଜି ଧୀରେ ଧୀରେ ଦୁର୍ବଳ…