Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାସ୍ତାରେ ଜଳିଗଲା ଚଳନ୍ତା କାର୍, ଭିତରେ ଥିଲେ ଦମ୍ପତି…

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ସୁଣ୍ଢିମୁଣ୍ଡା ଗ୍ରାମ ନିକଟ ଭବାନୀପାଟଣା-ଖରିଆର ରାଜ୍ୟ ରାଜପଥରେ ମଙ୍ଗଳବାର ଦିନ ଏକ ଦମ୍ପତିଙ୍କ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୧ଟା ସମୟରେ ସ୍ୱାମୀ-ସ୍ତ୍ରୀ କୌଣସି କାମ ପାଇଁ ଭବାନୀପାଟଣାରୁ ନୂଆପଡା ଜିଲ୍ଲାର…

ପ୍ରାଥମିକ ଶିକ୍ଷକ ବଦଳି ନେଇ ବିଜ୍ଞପ୍ତି ପ୍ରକାଶ: ଯୋଗ୍ୟପ୍ରାର୍ଥୀ ଏହି ସମୟ ଅବଧି ଭିତରେ କରିପାରିବେ ଆବେଦନ

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ପାଇଁ ବଦଳି ବିଜ୍ଞପ୍ତି ପ୍ରକାଶିତ ହୋଇଛି । ବଦଳି ପାଇଁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଜୁଲାଇ ୧୮ ସୁଦ୍ଧା ସମସ୍ତ ବଦଳି ପ୍ରକ୍ରିୟା ଶେଷ ହେବ । ଅଧିକ ଶିକ୍ଷକ ଥିବା ସ୍କୁଲରୁ…

ଆଜିଠୁ ପ୍ରଚଳିତ ହେଲା ନୂଆ ପାଞ୍ଜି, ୨୦୨୬-୨୭ ମସିହାରେ ମୋଟ କେତୋଟି ସୂର୍ଯ୍ୟ ପରାଗ ଓ ଗ୍ରହଣ…

ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବ ବର୍ଷ । ଆଜିଠାରୁ ପ୍ରଚଳିତ ହେଲା ନୂଆ ପଞ୍ଜିକା । ନୂଆ ପାଞ୍ଜି ଆଜିଠାରୁ ପ୍ରଚଳିତ ହେବ । ବିବାହ, ବ୍ରତ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଆଦି ବିଷୟରେ ସୂଚନା ପାଇଁ ଓଡ଼ିଶାବାସୀ ପାଞ୍ଜି ଉପରେ ନିର୍ଭର କରନ୍ତି । ଆଜି ମହାବିଷୁବ ସଂକ୍ରାନ୍ତିରୁ…

ଆଶ୍ରମରେ ଝାଡ଼ାବାନ୍ତି ଘଟଣା; ଗଭୀର ଶୋକ ପ୍ରକାଶ ସହ ମୃତ ଛାତ୍ରୀଙ୍କ ପରିବାକୁ ସହାୟତା ରାଶି ଘୋଷଣା

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ୍ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ବାସି ପଖାଳ ଓ ଆଳୁ ଟଟଣି ଖାଇବା ପରେ ୧୦୦ରୁ ଅଧିକ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ରସଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା…

Heatwave Alert: ୪୫° ଛୁଇଁବ ଓଡିଶା ପାରଦ, ୧୭ ତାରିଖ ପର୍ଯ୍ୟନ୍ତ ଅସ୍ତ୍ୟବ୍ୟସ୍ତ କରିବ ଗରମ

ଭୁବନେଶ୍ୱର: ଓଡ଼ିଶାକୁ ହିଟୱେଭ ଆଲର୍ଟ। ଆହୁରି ବଢିବ ଗରମ ଗୁଳୁଗୁଳି। ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ୪୫° ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଓଡ଼ିଶା ଏକ ତୀବ୍ର ଗ୍ରୀଷ୍ମ ପ୍ରବାହ…

New Ratna Palankas for Lords: ଆଜିଠାରୁ ନୂଆ ରତ୍ନ ପଲଙ୍କରେ ଶୋଇବେ ମହାପ୍ରଭୁ

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଇନଭେଣ୍ଟରୀ ଆଜିଠାରୁ ଆରମ୍ଭ ହେବ। ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ବ୍ୟବହାର ହେବ। ନୂଆ ରତ୍ନ ପଲଙ୍କ ସଂସ୍କାର କରାଯିବା ପରେ ଆଜି ଏହା ବ୍ୟବହାର କରାଯିବ। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ଭାଇଭଉଣୀମାନେ ନୂତନ ‘ରତ୍ନ ପଲଙ୍କ’ ଉପରେ…

‘ପଣା ସଂକ୍ରାନ୍ତି’, ‘ବୈଶାଖୀ’, ‘ପୋଇଲା ବୈଶାଖ’,…

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ଦେଶ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଆଧାରରେ ଜାନୁଆରୀ ୧ ରୁ ନୂଆ ବର୍ଷ ଆରମ୍ଭ ହୋଇ ଡିସେମ୍ବର ୩୧ ରେ ବର୍ଷ ଶେଷ ହୁଏ। ଯାହାକି ଖ୍ରୀଷ୍ଟିଆନ ପରମ୍ପରା। ଏହା ବ୍ୟତୀତ ବିଭିନ୍ନ ଦେଶରେ ନିଜ ନିଜ ରୀତି ଅନୁସାରେ ସେମାନଙ୍କର ପାରମ୍ପରିକ ନବବର୍ଷ ମଧ୍ୟ ପାଳନ କରନ୍ତି।…

ବାଲି ଚୋରାଚାଲାଣ ରାକେଟ୍ ଉପରେ MV-79 ପୋଲିସର ଚଢ଼ାଉ

ମାଲକାନଗିରି: ସ୍ପଷ୍ଟ ଦିବାଲୋକରେ ବାଲି ଚୋରା ଚାଲାଣ କରୁଛନ୍ତି ମାଫିଆ। ସେ ପୁଣି ହାଇଟେକ୍ ତରିକା ଅଭିନବ ଉପାୟରେ। ବିନା କୌଣସି ଭୟରେ ନଦୀ ଘାଟରୁ ବେଆଇନ ଭାବେ ବାଲି ଉଠାଉଛନ୍ତି ବାଲି ମାଫିଆ। ମାଲକାନଗିରି ଜିଲ୍ଲା ଏମଭି -୭୯ ଥାନା ଅନ୍ତର୍ଗତ କୁଟୁମପଲ୍ଲୀ ନଦୀର ବିଭିନ୍ନ ଘାଟରେ ଏମିତି…

ମହାନଦୀର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଘରକୁ ଘର ବୁଲିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ମହାନଦୀର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ମହାନଦୀ ବଞ୍ଚାଅ ଅନ୍ଦୋଳନ ଆରମ୍ଭ ହୋଇଛି। ଲୋକଙ୍କ ପାଖକୁ ଯିବ, ଘରକୁ ଘର ବୁଲିବ ମହାନଦୀ ବଞ୍ଚାଅ ଆନ୍ଦୋଳନ । ମହାନଦୀ ଶୁଖିଲା ପଡ଼ିଥିବା କଥା ପୁଣି ଓଡ଼ିଶାବାସୀଙ୍କୁ ମନେ ପକାଇବ । ଭୁବନେଶ୍ୱର ସ୍ଥିତ ବୁଦ୍ଧ…